ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

ରାୟଗଡା : କଲ୍ୟାଣସିଂପୁର ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ ରେଡ । ଲ୍ୟାମ୍ପସ ଏମଡ଼ି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ଘରେ ୬ ଜଣିଆ ଟିମର ଚଢାଉ । ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ ହୋଇଛି ।

ଝାରସୁଗୁଡ଼ାରେ ଗ୍ରେନ୍ ଏଟିଏମ୍ ଉଦଘାଟନ କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ଗସ୍ତରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର   ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ (ପ୍ରଯୁକ୍ତି) ବିଭାଗର ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଆଜି  ମଙ୍ଗଳ ବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲ…

ତାତି କରୁଛି ରେକର୍ଡ, ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରି ଡେଇଁଲାଣି ।

ଭୁବନେଶ୍ବର : ତାତି କରୁଛି ରେକର୍ଡ, ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ପ୍ରଚଣ୍ଡ ଗୁଳୁଗୁଳି ଆକ୍ତାମାକ୍ତା କଲାଣି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରି ଡେଇଁଲାଣି । ହିଟ୍‌ ଇଣ୍ଡେକ୍ସ ୪୪ ଡିଗ୍ରି ରହିଥିବାବେଳେ…

ସରକାରୀ କର୍ମଚାରୀଙ୍କ ଉପରେ କଟକଣା ପ୍ରାକ୍‌ ଅନୁମତି ବିନା ଗଣମାଧ୍ୟମକୁ ବୟାନ ମନା

କଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଆଉ ଏକ କଟକଣା ଲାଗୁ କରାଯାଇଛି। କ୍ଷମତାପ୍ରାପ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଗଣମାଧ୍ୟମକୁ ବୟାନ ଦେଇପାରିବେନି ବୋଲି ଜଣାପଡିଛି। ଏହା…

କକ୍ରୋଚ ଜନତା ପାର୍ଟି ଖୋଲିଲା ନୂଆ ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ : କକ୍ରୋଚ ଜନତା ପାର୍ଟି (ସିଜେପି)ର ‘ଏକ୍ସ’ ଆକାଉଣ୍ଟକୁ ବ୍ଲକ କରାଯିବା ପରେ ଦଳ ଆଉ ଏକ ନୂଆ ‘ଏକ୍ସ’ ଆକାଉଣ୍ଟ ଖୋଲିଛି। ଗୁରୁବାର ଆକାଉଣ୍ଟ ବ୍ଲକ ​‌ହେବାର କିଛି ଘଣ୍ଟା ପରେ ନୂଆ ଆକାଉଣ୍ଟ ଖୋଲାଯାଇଥିଲା। ପାର୍ଟିର ଅନଲାଇନ ଲୋକପ୍ରିୟତା ବଢୁଥିବାବେଳେ ଦଳର ଏକ୍ସ ଆକାଉଣ୍ଟକୁ…

ଅପରେସନ ଅମାନତ’ ଅଧୀନରେ ଆରପିଏଫ ବାଲେଶ୍ୱର ପକ୍ଷରୁ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫେରସ୍ତ

ବାଲେଶ୍ୱର, ୨୧/୫ (କୃଷ୍ଣ କୁମାର ମହାନ୍ତି): ସତର୍କତା ଓ ଯାତ୍ରୀ ସେବାର ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରି ରେଳ ସୁରକ୍ଷା ବଳ (ଆରପିଏଫ), ବାଲେଶ୍ୱର ‘ଅପରେସନ ଅମାନତ’ ଅଧୀନରେ ଜଣେ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ତାହାକୁ ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଛି।…

ଅଜଣା ବ୍ୟକ୍ତିଙ୍କ ଶବର ସତ୍କାର କଲା ହେଲପିଙ୍ଗ ସୋସାଇଟି

ବାଲେଶ୍ୱର, ୨୧/୫(କୃଷ୍ଣ କୁମାର ମହାନ୍ତି) : ତିନି ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସିମୁଳିଆ ଥାନା ପକ୍ଷରୁ ଶବଟିକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫ୍ରିଜରରେ ରଖା…

ଅଜଣା ବ୍ୟକ୍ତିଙ୍କ ଶବର ସତ୍କାର କଲା ହେଲପିଙ୍ଗ ସୋସାଇଟି

ବାଲେଶ୍ୱର, ୨୧/୫(କୃଷ୍ଣ କୁମାର ମହାନ୍ତି) : ତିନି ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସିମୁଳିଆ ଥାନା ପକ୍ଷରୁ ଶବଟିକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫ୍ରିଜରରେ ରଖା…

ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ ତେଜିଲା

ଭୁବନେଶ୍ୱର,୨୧-୦୫-: ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀ ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।  ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିତ୍ୱ…

ଚଳିତ ମାସ ୨୪ ତାରିଖରେ ‘ନିହାରିକା ମେଧା ସମ୍ମାନ–୨୦୨୬’ ସମାରୋହ 

 ବାଲେଶ୍ୱର, ୨୦/୫(କୃଷ୍ଣ କୁମାର ମହାନ୍ତି):  ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଫାଣ୍ଟାସି ଠାରେ ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିହାରିକା ଫାଉଣ୍ଡେସନର ଅଧ୍ଯକ୍ଷ ରିତିକ୍ ଜୀ ଓ ସାଧାରଣ ସମ୍ପାଦକ ଦେବଦତ୍ତ…