ଚଳିତ ମାସ ୨୪ ତାରିଖରେ ‘ନିହାରିକା ମେଧା ସମ୍ମାନ–୨୦୨୬’ ସମାରୋହ 

 ବାଲେଶ୍ୱର, ୨୦/୫(କୃଷ୍ଣ କୁମାର ମହାନ୍ତି):  ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଫାଣ୍ଟାସି ଠାରେ ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିହାରିକା ଫାଉଣ୍ଡେସନର ଅଧ୍ଯକ୍ଷ ରିତିକ୍ ଜୀ ଓ ସାଧାରଣ ସମ୍ପାଦକ ଦେବଦତ୍ତ…

ଆବୁଧାବି ଓଡିଆ ସମାଜ ପକ୍ଷରୁ ଉତ୍କର୍ଷ ଉତ୍ସବ ପାଳନ

ଆବୁଧାବି ତା ୨୧.୦୫.ରିଖ ; ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ନିକଟରେ ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଜଣାଯାଇଛି । ଉତ୍କର୍ଷ-୨୦୨୬ ଶୀର୍ଷକ ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆରବ ସାଗର କୂଳରେ ଅବସ୍ଥିତ ଆବୁଧାବିର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ “ପିକ୍ସୋଲ୍”…

ପାରାଦୀପ ଇଫକୋରେ ସାର ଉତ୍ପାଦନ ବନ୍ଦ, ଚିନ୍ତାରେ ଚାଷୀ

 ପାରାଦୀପ : ହର୍ମୁଜ ପ୍ରଣାଳୀର ପ୍ରଭାବ ପାରାଦୀପ ଇଫକୋରେ । ପାରାଦୀପ ଇଫକୋ ସାର କାରଖାନାରେ ସାର ଉତ୍ପାଦନ ବନ୍ଦ ହୋଇଯାଇଛି। କଞ୍ଚାମାଲ ଅଭାବରୁ ସାର ଉତ୍ପାଦନ ବନ୍ଦ ଥିବା ସୂଚନା ମିଳିଛି।  ଗୁରୁବାରଠାରୁ ଇଫକୋ ତା'ର ଉତ୍ପାଦନ ବନ୍ଦ ରଖିଥିବା ଜଣାପଡିଛି। ଆମୋନିଆ ଏବଂ ସଲଫର୍ ଇତ୍ୟାଦି…

ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ।

ଭୁବନେଶ୍ୱର : ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ। ଫିଲ୍ମ ଦେଖିବା ବେଳେ ହୋହାଲ୍ଲାରୁ ମାରପିଟ୍। ଫିଲ୍ମ ହଲରେ ମାରପିଟ୍ ପରେ ଭଙ୍ଗାରୁଜା । ଫିଲ୍ମ ସିନ୍ ଦେଖି ହୋହାଲ୍ଲା କଲେ କିଛି ଯୁବକ । ହୋହାଲ୍ଲାକୁ ବିରୋଧ କରିବାରୁ ଗଣ୍ଡଗୋଳ। ଜଣେ ନାବାଳକଙ୍କ ସମେତ ୩ ଜଣ ଗିରଫ। ୩ ଜଣଙ୍କୁ…

୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ଵର : ୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର। ବୁଧବାର ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ। ନିୟମିତ ହେବ…

ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ଗ୍ରାମଗୁଡ଼ିକୁ କୃଷି ଉପରେ ବିଶ୍ୱାସ ଫେରାଇ ଆଣିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର: ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆଖପାଖ ଗ୍ରାମଗୁଡ଼ିକରେ, ଗ୍ରୀଷ୍ମ ଋତୁର ଆଗମନ ପ୍ରାୟତଃ ବୃଦ୍ଧି ପାଉଥିବା ଅନିଶ୍ଚିତତାର ଭାବନା ସହିତ ଥାଏ। ତାପମାତ୍ରା ବୃଦ୍ଧି ପାଇବା ଏବଂ ଜଳଭଣ୍ଡାର ହ୍ରାସ ପାଇବା ସହିତ, ଚାଷୀମାନେ ଆକାଶ ଆଡକୁ ମୁଣ୍ଡ ଟେକି ବର୍ଷାର ସଙ୍କେତ ଅପେକ୍ଷା କରନ୍ତି,…

୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ସେନା କର୍ଣ୍ଣେଲ

ନୂଆଦିଲ୍ଲୀ: କୋଲକାତାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୫୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି ସେନାର କର୍ଣ୍ଣେଲ ହିମାଂଶୁ ବାଲି। ସିବିଆଇ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣେଲ ହିମାଂଶୁ…

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ: ପାସ୍ ହାର ୮୫.୮୫%

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପ୍ରକାଶ ପାଇଛି ଓଡ଼ିଶା ଦ୍ୱାଦଶ ଶ୍ରେଣୀ (+୨) ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆନୁଷ୍ଠାନିକ ଭାବେ ଚଳିତ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ରାଜ୍ୟ ବିଦ୍ୟାଳୟ…

ଯନ୍ତ୍ରୀଙ୍କ ୬୮ ପ୍ଲଟ୍, ୨ ଫାର୍ମ ହାଉସ୍; ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

କଳାହାଣ୍ଡି :କଳାହାଣ୍ଡି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍‌ ସମୟରେ ବିପୁଳ ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୬୮ଟି ପ୍ଲଟ୍, ୨ଟି ଫାର୍ମହାଉସ୍, ୪ଟି କୋଠା ସହ ବହୁ ଜମି ଥିବା ସୂଚନା ମିଳିଛି। ଏହି ଘଟଣା ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ…

ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ, ଆଉ କିଛି ସମୟର ଅପେକ୍ଷା..

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନ ସାଢେ ୧୨ଟାରେ ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ। ଛାତ୍ରଛାତ୍ରୀମାନେ www.orissaresults.nic.in ଓ www.chseodisha.nic.in  ଓ୍ୱେବ୍ସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହାସହ ସାମସ୍…