ବାରବାଟୀରେ ଆରମ୍ଭ ହେଲା ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ

କଟକ: ‌ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ସରଗରମ ହୋଇ ଉଠିଛି। ଦର୍ଶକମାନେ ଅପରାହ୍‌ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ।  ପ୍ରଥମେ ଅରୁଣା ମହାନ୍ତି ଓ ନମିତା…

ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍‌ କ‌େ‌ର୍ଣ୍ଣେଲ୍‌ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳି ଚୋଟରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ…

ପ୍ରତାରଣା

ସୌଜନ୍ୟତା ଭିନ୍ନ ଦୃଷ୍ଟିକୋଣ ସ୍ୱାର୍ଥ ବିରୋଧୀ ମତ ସମ୍ପର୍କ ଦୁନିଆକୁ ଟାଣିନିଏ ମାନବ ସମାଜର ବ୍ୟକ୍ତିତ୍ୱ l ଆତ୍ମବିଶ୍ୱାସ ବଢ଼ିଯାଏ ମଜବୁତ ହୁଏ ସମର୍କର ମହାନତା ଏକ ସୂତ୍ରୀରେ l ସମୟ ଏମିତି ଆସେ ପର ବୁଦ୍ଧି ପ୍ରଳୟରେ ସ୍ୱାର୍ଥବାଦୀ ମଣିଷ ଅନ୍ଧକାର ଭିତରେ ହଜି ଭୁଲିଯାଏ…

ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ

ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ ।  ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ) । ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବ୍ରୁଆରି…

ମୁମ୍ବାଇକୁ ଆସିବା ପରେ ୩ଘଣ୍ଟା ଧରି ଚାଲିଲା ପନ୍ତଙ୍କ ସର୍ଜରି, ଜାଣନ୍ତୁ ଏବେ କେମିତି ଅଛି ଅବସ୍ଥା

ମୁମ୍ବାଇ: ଉତ୍ତରାଖଣ୍ଡ ଅଭିମୁଖେ ଯାଉଥିବା ବେଳେ କାର ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସେଠାରୁ ପନ୍ତଙ୍କ ଚିକିତ୍ସାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା…

ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାର ପୀଡ଼ିତା ଅଞ୍ଜଳି ୬ମାସ ପୂର୍ବରୁ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ, ଅଳ୍ପକେ…

ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ପୀଡ଼ିତା ଅଂଜଳି ସିଂହଙ୍କୁ କାର ଧକ୍କା ଦେବା ପରେ ୧୪କିମି ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି।…

ଆଉ ଦୁଇଦିନ ଜାଡ଼ରେ ଥରିବ ସାରା ରାଜ୍ୟ: ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ

ଭୁବନେଶ୍ବର: ଆଉ ଦୁଇଦିନ ଜାଡ଼ରେ ଥରିବ ସାରା ରାଜ୍ୟ। ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭…

କର୍ଣ୍ଣାଟକ ବସ୍‌ଷ୍ଟାଣ୍ଡ୍‌ରେ ହିନ୍ଦୁ ଝିଅ ସହିତ କଥାବାର୍ତ୍ତା କରି ମାଡ଼ ଖାଇଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲା ଅନ୍ତର୍ଗତ ଏକ ବସ୍‌ ଷ୍ଟାଣ୍ଡ୍‌ରେ ଜଣେ ୧୭ ବର୍ଷୀୟ ହିନ୍ଦୁ ଝିଅ ସହିତ କଥାବର୍ତ୍ତା କରିବା କାରଣରୁ ଜଣେ ୨୦ ବର୍ଷିୟ ସଂଖ୍ୟାଲଘୁ ଯୁବକଙ୍କୁ କିଛି ଲୋକ ମାରଧର କରିଛନ୍ତି। ଏହି ମାମଲାରେ ଦୁଇଟି ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି।…

ବେଙ୍ଗାଲୁରୁରୁ ଗିରଫ ହେଲେ ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ମୁମ୍ବାଇ ବ୍ୟକ୍ତି

ନୂଆଦିଲ୍ଲୀ: ନଭେମ୍ବର ମାସରେ ଏୟାର୍‌ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଥାଇ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ନାମକ ମୁମ୍ବାଇବାସୀଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀ ଆଣିଥିବା କଥା ବିଶେଷସୂତ୍ରରୁ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଭାଲିଆପତଳା ସାହି ନିକଟ ଏକ ଆମ୍ବଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ହେଲେ ସାହିର ବିରଞ୍ଚି ନାଏକଙ୍କ ପୁଅ ଚିନ୍ମୟ ନାଏକ (୨୦) ବୋଲି ଜଣାପଡ଼ିଛି। ଆଜି ସକାଳୁ ସାହିର ଲୋକେ ଚଳପ୍ରଚଳ…