Sign in
Sign in
Recover your password.
A password will be e-mailed to you.
Browsing Category
ସୁବର୍ଣ୍ଣପୁର
ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁସୁରେଶ୍ବରୀଙ୍କ ମାଁ କାଳି ବେଶ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ବରୀ ଆଶ୍ବିନ ଶୁକ୍ଲ ପ୍ରତିପଦା ତିଥିରେ ମାଁ କାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସୋନପୁର ଗଡଜାତର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହୋଇଛି । ଦେବୀ ମହାଳୟାରୁ ଆରମ୍ଭ କରି ଦଶହରା…
ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ଧବଳମୁଖି ବେଶଧାରଣ
ସୁବର୍ଣ୍ଣପୁର: ଆଜି ଆଶ୍ବିନ ମାସର ପବିତ୍ର ମହାଳୟା । ଆଶ୍ବିନ ମାସର ଏହି ମହାଳୟା ଦିନ ଠାରୁ ସୁବର୍ଣ୍ଣପୁର ସହର ରେ ପ୍ରସିଦ୍ଧ ବଳିଯାତ୍ରା ଆରମ୍ଭ ହୋଇଥାଏ ା ସହର ସାରା ରହିଥୁବା ସମସ୍ତ ଦେବାଦେବୀ ତଥା ଅଷ୍ଟଚଣ୍ଡିଙ୍କ ପୀଠରେ ଦହି ଦହନାର ବାସ୍ନାରେ ମହକି ଉଠିଥାଏ ଏହିଯନ୍ତ୍ର, ମନ୍ତ୍ର ଓ…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…
ଭୁବନେଶ୍ୱରରେ ଉଦଘାଟିତ ହେଲା ସୁବର୍ଣ୍ଣlଶ୍ରୀ- ର ଭବ୍ୟ ଶୋ-ରୁମ
ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବର୍ଣ୍ଣପୁର ର ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣlଶ୍ରୀ ଆଉ ଗୋଟିଏ ପାହାଚ ଚଢି ଉତ୍ତମ ଗୁଣବତ୍ତା ର ଉତ୍ପାଦ ସହ ଜିଲ୍ଲାର ବୟନ ହସ୍ତ ତନ୍ତ ଓ ହସ୍ତ କଳା ର ନୂତନ…
ଶାଳକାଠ ଚୋରାଚାଲାଣ ବେଳେ ବନବିଭାଗ ହାତରେ ଧରାପଡି ୨ଜଣ ଗିରଫ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନବିଭାଗ ପକ୍ଷରୁ ଏକ କାଠ ବୋଝେଇ ଗାଡ଼ି ସହ ଦୁଇଜଣ ଗିରଫ । ଉଲୁଣ୍ଡା ପଟରୁ ମହାନଦୀ ପାର ହୋଇ ଯାଉଥିବା ବେଳେ ବିନିକା ବନ ବିଭାଗ କର୍ମଚାରୀ ମାନେ ମହାନଦୀ ବ୍ରିଜ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟାଟା ଏସି ଦୃତଗତିରେ ଆସୁଥିବା ଦେଖୀ…
ଜିଲ୍ଲାସ୍ତରୀୟ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ…
ଉଲୁଣ୍ଡା ବନାଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ୬ ଗିରଫ ା ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି ।…
ସୁବର୍ଣ୍ଣପୁର ସହରର ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ
ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ରେ ଆଜି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ…
ଜିଲ୍ଲାର କୃଷି ଓ କୃଷକ ଙ୍କ ସ୍ୱାର୍ଥ ନିମନ୍ତେ ପ୍ରଶାସନ ର କଡା ପଦକ୍ଷେପ ସାର ଓ କୀଟନାଶକ ଗୋଦାମ ସହ ଦୋକାନ ଗୁଡିକରେ…
ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ରେ ଆଜି ଜିଲ୍ଲାର ବିନିକା ସହର ଓ ସିଂହୀଯୁବା ସ୍ଥିତ ବିଭିନ୍ନ ବିଭିନ୍ନ ସାର ଓ କୀଟନାଶକ ଗୋଦାମ ଓ ବିକ୍ରୟ କେନ୍ଦ୍ରରେ…
ଚଳିତ ବର୍ଷ ‘୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ l
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ '୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବର ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ତଥା କାର୍ଯ୍ୟ…