Browsing Category

ଜିଲ୍ଲା

ଉନ୍ମୋଚିତ ହେଲା ଶିଶୁ କିଶୋର ପତ୍ରିକା ‘କିଚିରିମିଚିରି’ର ରଥ ସଂଖ୍ୟା

ବାଲେଶ୍ବର,୮/୭(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ଵରରୁ ପ୍ରକାଶ ପଉଥିବା ଶିଶୁ–କିଶୋର ପତ୍ରିକା ‘କିଚିରିମିଚିରି’ର ରଥସଂଖ୍ୟା ଜୁଲାଇ ୭ ତାରିଖ ଅପରାହ୍ଣ ୫ ଘଟିକା ସମୟରେ ମାକଲପୁର ସ୍ଥିତ ‘ସ୍ରଷ୍ଟା ନାଟ୍ୟାଳୟ’ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏକାଡେମୀ ପୁରସ୍କୃତ ବରିଷ୍ଠ ତଥା…

ହୀରାକୁଦ ବନ୍ୟା ପରିଚାଳନା ହେବ ଆହୁରି ଅତ୍ୟାଧୁନିକ

ବୁର୍ଲା:ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳର ସଠିକ୍ ପୂର୍ବାନୁମାନ ଓ ବନ୍ୟା ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ର ସାରାଡିହି ବ୍ୟାରେଜ୍‌ଠାରେ ଅତ୍ୟାଧୁନିକ ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ ସ୍ଥାପନ କରାଯିବ।…

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା…

ନବରଙ୍ଗପୁର( ଶେଖର ଖୁରା )08/07/26ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଆଜି ନନ୍ଦାହାଣ୍ଡି ବ୍ଲକରେ କ୍ଷେତ୍ର ପରିଦର୍ଶନ କରି ବ୍ଲକସ୍ତରରେ ଚାଲିଥିବା ପ୍ରଶାସନିକ କାର୍ଯ୍ୟ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବାର…

ମ୍ୟାଲେରିଆରେ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡ ଗଡିଲା

ରାୟଗଡା, ୭/୭: ପୁଣି ଶିକ୍ଷା ବିଭାଗର ଅଧିନରେ ରହିଥିବା ମଙ୍ଗଳ ବିଭାଗର ‌ହଷ୍ଟେଲ ଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ମୃତକ ଜଣଙ୍କ ହେଲେ କ‌ୋଲନରା ବ୍ଲକ ସୂରୀ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ୪ର୍ଥ ଶ୍ରେଣୀ ଛାତ୍ର ଚନ୍ଦୁ…

ଆମ୍ବଦଳାରେ ପୁଣି ହାତୀ ଆତଙ୍କ, ଜଙ୍ଗଲ ମୁହାଁ ଫେରାଇବାକୁ ବନ ବିଭାଗର ଉଦ୍ୟମ I

ମୁନିଗୁଡା,୭I୭( ଭି ଗୌରୀଶଙ୍କର ରାଓ  ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ ଅଧୀନ ଆମ୍ବଦଳା ଅଞ୍ଚଳରେ ପୁଣି ଜଙ୍ଗଲୀ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦୁଇଟି ଜଙ୍ଗଲୀ ହାତୀ ଗାଁ ନିକଟକୁ ଚାଲି ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ…

କେ.ଏମ.ଭାଲିଆସାହିରେ ଗଠନ ହେଲା ବିଦ୍ୟାଳୟ ପରିଚାଳନା କମିଟି

ଆର, ଉଦୟଗିରି,୮.୭ (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ, ଶୃଙ୍ଖଳାର ସହିତ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ରାଇକାଙ୍କ ସଭାପତିତ୍ୱରେ ଏହି ବୈଠକଟି…

ଆଶାକର୍ମୀଙ୍କୁ ବାସନ୍ଦ ଅଭିଯୋଗ: ସେବା ଦେବାକୁ ବାରଣ, ଗାଁ ବୈଠକରେ ୫ ହଜାର ଟଙ୍କା ଜରିମାନା; ନ୍ୟାୟ ପାଇଁ ଏସ୍‌ପିଙ୍କ…

ଗଜପତି,୮.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ରାୟଗଡ଼ା ଥାନା ଅନ୍ତର୍ଗତ ଜିରଙ୍ଗ ଖ୍ରୀଷ୍ଟିଆନ ସାହିର ଜଣେ ଆଶାକର୍ମୀଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଓ ହିନ୍ଦୁ ପରିବାରକୁ ସ୍ୱାସ୍ଥ୍ୟ ସେବା ନ ଦେବାକୁ ବାରଣ କରାଯାଇଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତା…

ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତ ନତା କାର୍ଯ୍ୟକ୍ରମ ।

ଗଜପତି,8.7(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନ:ଭି:ବି:ଡି:ସି:ପି ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ…

ଅସୁରକ୍ଷିତ ହ୍ୟାପି ଚାଇଲଡ୍ ହୋମ୍‌କୁ ସିଲ୍ କଲା ଗଜପତି ପ୍ରଶାସନ ।

ମୋହନା,୮.୭(ମନୋଜ ପାଢ଼ୀ)-:ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି। ସେଠାରୁ 79 ଜଣ ଅନ୍ତେବାସୀଙ୍କୁ…