Browsing Category

ଜିଲ୍ଲା

ବାଲ୍ୟ ବିବାହ ବନ୍ଦ କଲା ଜ଼ିଲ୍ଲା ପ୍ରଶାସନ ଗଜପତି ।

ଗଜପତି,୮.୭(ମନୋଜ ପାଢ଼ୀ): ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏବେ ବି ଏହି ବାଲ୍ୟ ବିବାହ ଜାରି ରହିଛି, ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୌରପାଳିକା ଅନ୍ତର୍ଗତ | ଏକ 17 ବର୍ଷର ନାବାଳିକା ଦଶମ ଶ୍ରେଣୀରେ ପଢୁଅଛି, ତାହାର ବାହାଘର ଉଭୟ ବାପା…

ଅସୁରକ୍ଷିତ ହ୍ୟାପି ଚାଇଲଡ୍ ହୋମ୍‌କୁ ସିଲ୍ କଲା ଗଜପତି ପ୍ରଶାସନ ।

ମୋହନା,୮.୭(ମନୋଜ ପାଢ଼ୀ)-:ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି। ସେଠାରୁ 79 ଜଣ ଅନ୍ତେବାସୀଙ୍କୁ…

କେ.ଏମ.ଭାଲିଆସାହିରେ ଗଠନ ହେଲା ବିଦ୍ୟାଳୟ ପରିଚାଳନା କମିଟି

ଆର, ଉଦୟଗିରି,୮.୭ (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ, ଶୃଙ୍ଖଳାର ସହିତ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ରାଇକାଙ୍କ ସଭାପତିତ୍ୱରେ ଏହି ବୈଠକଟି…

ଆସନ୍ତାକାଲି ଖୋଲିବ ହୀରାକୁଦର ୪ ଗେଟ୍ ,ପ୍ରଥମ ପର୍ଯ୍ୟାୟରେ ଛଡ଼ାଯିବ ୧ ଲକ୍ଷ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର : ରାଜ୍ୟରେ ବର୍ଷାର ପରିମାଣ କମୁଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ପ୍ରବଳ ଜଳପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

କେନ୍ଦ୍ରପଡା : ଦୁର୍ନୀତି ବିରୋଧୀ ଅଭିଯାନକୁ ଜୋରଦାର କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ବିରୋଧରେ ବୁଧବାର ସକାଳୁ ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସର ଏକାଧିକ ଟିମ୍…

ଗେଙ୍ଗୁଟି ଉଚ୍ଚ ବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ ପାଳିତ ହେଲା ବନ ମହୋତ୍ସବ : ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ୩୦୦…

ବାଲେଶ୍ୱର, ୮/୭(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମପଞ୍ଚାୟତର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ମହାସମାରୋହରେ ବିଦ୍ୟାଳୟର ଏକାବନତମ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି। ପୁରାତନ ବିଦ୍ୟାର୍ଥୀ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବାଲେଶ୍ୱରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରଶିକ୍ଷଣ ଶିବିର : ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ…

ବାଲେଶ୍ୱର, ୮/୭(କୃଷ୍ଣ କୁମାର ମହାନ୍ତି): ଆସନ୍ତା ଜନଗଣନା-୨୦୨୭କୁ ସଫଳ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହୋଇଛି। ଏହି ଶିବିର ୧୦ ଜୁଲାଇ…

ମାନବିକତାର ଦୃଷ୍ଟାନ୍ତ ରଖିଲେ ଟ୍ରକ୍ ଚାଳକ : ଆତ୍ମହତ୍ୟା ଉଦ୍ୟମରୁ ମହିଳାଙ୍କୁ ବଞ୍ଚାଇ ଘରେ ପହଞ୍ଚାଇଲେ ଟ୍ରକ୍…

ବାଲେଶ୍ୱର, ୭ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ମାନବିକତା ଓ ସାହସର ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ଟ୍ରକ୍ ଚାଳକ। ଫୁଲାଡ଼ି ନିକଟ ଜାତୀୟ ରାଜପଥ-୧୬ରେ ଚଳନ୍ତା ଟ୍ରକ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ବିବାହିତାଙ୍କୁ ସେ ଶେଷ…

ବାଲେଶ୍ୱରରେ ଧୁମଧାମରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ବନ ମହୋତ୍ସବ:୫୦୦୦ ଚାରା ଲଗାଇବାର ଲକ୍ଷ୍ୟଧାର୍ଯ୍ୟ 

ବାଲେଶ୍ୱର, ୦୭ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ଜିଲ୍ଲାର ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଆଜି ବାଲେଶ୍ୱର ଜିଲ୍ଲା ବନ ବିଭାଗ ପକ୍ଷରୁ ସଦର ବ୍ଲକ୍ ଗୁଡୁ ପଞ୍ଚାୟତର ଶେଖପାଟଣା ଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ - ୨୦୨୬ ମହାସମାରୋହ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ…

୩୦ କୋଟି ଖର୍ଚ୍ଚ ପରେ ବି ଅନ୍ଧାରରେ ଅଛି ଚାନ୍ଦିପୁର ବିଚ୍ : ମେରାଇନ୍ ଡ୍ରାଇଭ୍ ପାଲଟିଛି ଘାସଜଙ୍ଗଲ, 

ବାଲେଶ୍ୱର, ୭ ଜୁଲାଇ(କୃଷ୍ଣ କୁମାର ମହାନ୍ତି) : ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ବାଲେଶ୍ୱର ଚାନ୍ଦିପୁର ବେଳାଭୂମିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ସରକାରୀ ପ୍ରକଳ୍ପ ଏବେ ଧୂଳିସାତ୍…