Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଆର୍ ସୀତାପୁର ଗ୍ରାମ ର ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ ଗୋଷାଣୀ ।
ଗଜପତି,୯.୭(ମନୋଜ ପାଢ଼ୀ)-: ଆର୍ ସୀତାପୁର ଗ୍ରାମ ର ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ ଗୋଷାଣୀ – (ଲମ୍ବୋଦର ସାହୁ )-ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତ ର ଆର୍ ସିତାପୁର ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା…
ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀନିବାସ ର ମାଟ୍ରନ ମାନଙ୍କୁ ଏକ ଦିନିକିଆ…
ଗଜପତି,୯.୭(ମନୋଜ ପାଢ଼ୀ)-: ଆଜି ଗଜପତି ଜିଲ୍ଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀନିବାସ ର ମାଟ୍ରନ ମାନଙ୍କୁ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷ-4 ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ…
ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ
ଗଜପତି,୯ା୭(ମନୋଜ ପାଢ଼ୀ):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ ଆଶାକର୍ମୀଙ୍କୁ ନିଜ ସମ୍ପ୍ରଦାୟରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଭିନ୍ନ…
ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ ।
ଆର, ଉଦୟଗିରି,୯.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବନମହୋତ୍ସବ ସପ୍ତାହ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଓ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର…
ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ।
ମୋହନା(ମନୋଜ ପାଢ଼ୀ) – : ମୋହନା ବ୍ଲକ ଅନ୍ତର୍ଗତ ଖଣି ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ…
ଖୋଲିଲା ହୀରାକୁଦର ଆଉ ୬ ଗେଟ୍
ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା।
ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର…
ପୋଲ ତଳୁ ଓ ଆଲମାରୀ ବିପଲ ପରିମାଣ ମଦ ଜବତ ।
ଗଜପତି,୯.୭(ମନୋଜ ପାଢ଼ୀ)-: ୦୮.୦୬.୨୦୨୬ ସନ୍ଧ୍ୟାରେ, ପାରଳାଖେମୁଣ୍ଡି ପୋଲିସ ବେଆଇନ ଦେଶୀ ମଦ ବିରୋଧରେ ଏକ ସ୍ୱତନ୍ତ୍ର ଚଢାଉ କରିଥିଲା। ରାଣୀପେଣ୍ଟା ଗାଁ ନିକଟ ଏକ ବ୍ରିଜ ତଳୁ ପ୍ରାୟ ୧୨୦ ଲିଟର ବେଆଇନ ଦେଶୀ ମଦ ଏବଂ ମେହୁଲ ପୋଚ ଜବତ କରାଯାଇଥିଲା ଏବଂ ଘଟଣାସ୍ଥଳରୁ ନଷ୍ଟ କରାଯାଇଥିଲା।…
ଗଜପତିରେ ଜୁଲାଇ 10 ଠାରୁ ସମୂହ ଛୁଟିରେ ଯିବେ ଯୋଗାଣ ସହାୟକ, ଅଚଳ ହେବ ରାସନ ବଣ୍ଟନ ବ୍ୟବସ୍ଥା ।
ପାରଳାଖେମୁଣ୍ଡି, 8/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ଯୋଗାଣ ସହାୟକମାନେ ଆଗାମୀ ଜୁଲାଇ 10 ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ଘୋଷଣା କରିଛନ୍ତି. ଯଦ୍ୱାରା ଜୁଲାଇ 10 ତାରିଖ ଠାରୁ ଗଜପତି ଜିଲ୍ଲାରେ ଖାଦ୍ୟଶସ୍ୟ ବା ରାସନ ବଣ୍ଟନ ବ୍ୟବସ୍ଥା ଅଚଳ ହୋଇ ପଡିବାର ସମ୍ଭାବନା ଦେଖାଦେଇଛି.…
ଆର୍.ଉଦୟଗିରିରେ ୭୭ତମ ବନ ମହୋତ୍ସବ ପାଳିତ।
ଆର, ଉଦୟଗିରି,୯.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର୍.ଉଦୟଗିରି ଠାରେ ୭୭ତମ ବନ ମହୋତ୍ସବ ଉତ୍ସାହର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟି.ଏଲ୍.ଏସ୍.ସି.ର ଅଧ୍ୟକ୍ଷ ତଥା ଆର୍.ଉଦୟଗିରିର ବରିଷ୍ଠ ସିଭିଲ୍ ଜଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା…
ଶପଥ ପାଠ ଗ୍ରହଣ, ପଦ୍ମପୁର, ଜୁମୁରୀଗୁଡା, ଆଞ୍ଚଳିକ ପରିଷଦ ।
ମୋହନା,୯.୭(ମନୋଜ ପାଢ଼ୀ)-:ଗତ କାଲି ରାତ୍ର ଘ -9.00ଣ୍ଟା ସମୟ ରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ପରିଷଦ ଗୋଟିଏ ଓ ପଦ୍ମପୁର ଆଞ୍ଚଳିକ ପରିଷଦ ଅନ୍ତର୍ଗତ ପାଞ୍ଚ ଗୋଟି ଗ୍ରାମ୍ୟ ପରିଷଦ ଯଥା -ନୂଆସାହି, ତଳସାହି (ମେଇନରୋଡ ), ଥାତମନ ପୁର,…