Browsing Category

ମୟୁରଭଞ୍ଜ

ମୟୂରଭଞ୍ଜରେ ଗୋ-ମାଫିଆ ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

 ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆର ସୁରଜିତ ମହାନ୍ତିଙ୍କ ଘରେ ଚଢାଉ ହୋଇଛି। ଆଜି ସକାଳୁ ଚଢାଉ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୦ ଲକ୍ଷ ନଗଦ ଟଙ୍କା, ୩୭୦ ଗ୍ରାମ ସୁନା ଓ ୨୮୦ ଗ୍ରାମ ରୂପା ଜବତ କରିଛି ଭିଜିଲାନ୍ସ । ଏହାସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି।…

ମହାମହିମ ରାଷ୍ଟ୍ରପ୍ରତିଙ୍କ ଗସ୍ତ ନେଇ ମୟୂରଭଂଜ ଚଳଚଂଚଳ, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଦିନ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ପାଇଁ ସେ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡଖଣ୍ଡର ରାଂଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଂଚିବା ପରେ ସେଠାରେ ବିଶ୍ୱବିଦ୍ୟାଳୟରର…

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ‌: ଫେବ୍ରୁଆରି ୨ରେ ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ

ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି । ଏନେଇ ଗୁରୁବାର ରାଇରଙ୍ଗପୁରଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦୂବରାଜ ନାଗ୍‌ଙ୍କ ସଭାପତିତ୍ୱରେ…

ବନ କର୍ମଚାରୀଙ୍କ ହାତରେ ଏକେ-୪୭: ଜଗିବେ ଶିମିଳିପାଳ

ବାରିପଦା: ଶିମିଳିପାଳ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଗତବର୍ଷ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀ ଟଳି ପଡ଼ିବା ପରେ ଶିମିଳିପାଳ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା, ଯାହା ଏଯାଏ ବଳବତ୍ତର ରହିଛି। ତେବେ ଅଭୟାରଣ୍ୟ ଜଗିବା ଓ…

ରାଇରଙ୍ଗପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା; ଜାତୀୟ ରାଜପଥ ଅବରୋଧ କଲେ ଖେଳାଳି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଷ୍ଟାଡିୟମଠାରେ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ ସମାରୋହରେ ଖେଳାଳିମାନେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି। ଖାଇବା ଓ ପୁରସ୍କାରକୁ ନେଇ…

ଶିମିଳିପାଳରେ ୦ ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା,

ବାରିପଦା : ଶୀତର ପ୍ରକୋପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ତାପମାତ୍ରା ହ୍ରାସ ପାଇଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ…

ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ କରଞ୍ଜିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅରୁଣ କୁମାର ଓତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ସେତୁ ପୁରୋଧା ତଥା ଏସସିବି ମେଡିକାଲ କଲେଜ ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ,…

ଗଡ଼ିଲା ନୂତନ ସାପ୍ତାହିକ ଶାଲିମାର-ବାଦାମପାହାଡ଼, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍‌ ଟ୍ରେନ୍‌

ରାଇରଙ୍ଗପୁର: ଗତ ୨୧ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଥିବା ସାପ୍ତାହିକ ଏକ୍ସପ୍ରେସ ଟ୍ରେସ୍‌ ‘ଶାଲିମାର-ବାଦାମପହାଡ଼ ଓ ବାଦାମପହାଡ଼-ରାଉରକେଲା ଟ୍ରେନ୍‌ ନିର୍ଧାରିତ ସମୟାନୁସାର ଶନିବାର ଠାରୁ ସମୟ ରାତ୍ରି ୧୧:୩୦ ମଧ୍ୟରାତ୍ରିରେ କୋଲକାତା/ଶାଲିମାର ଷ୍ଟେସନରୁ…

କୂଳ ଖାଉଛି ବୁଢ଼ାବଳଙ୍ଗ: ଲୀନ ହେବାକୁ ଯାଉଛି ୫ଟି ଗାଁର ଚାଷ ଜମି, ଚିନ୍ତାରେ ନଦୀକୂଳବାସୀ

ବେତନଟୀ  : ବର୍ଷକୁ ବର୍ଷ କୂଳ ଖାଇ ଚାଲିଛି ବୁଢ଼ାବଳଙ୍ଗ। ଯଦି ଏମିତି ନଦୀକୂଳ ଖାଇ ଚାଲେ, ତେବେ ଖୁବ୍‌ଶୀଘ୍ର ୫ଟି ଗାଁ ସହିତ ଶତାଧିକ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହେବ। ଏହାକୁ ନେଇ ନଦୀକୂଳିଆ ଚାଷୀମାନେ ଆଶାଆଶଙ୍କାରେ କାଳାତିପାତ କରୁଛନ୍ତି। ଏପରି ଚିତ୍ର ବେତନଟୀ ବ୍ଲକ୍‌ ପାଟୁଳିପୁରା…

ବିନା ବର୍ଷାରେ ବଜ୍ରାଘାତ; ‌ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି।

ବେତନଟୀ : ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତ ନଖରା ଗାଁରେ ରବିବାର ବିନା ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ବର୍ଗତ ଉପେନ୍ଦ୍ର ପାଳଙ୍କ ପୁଅ ସୁଦର୍ଶନ (୪୫)। ସୂଚନା ମୁତାବକ ସୁଦର୍ଶନ ଅପରାହ୍ନରେ ନିଜ…