Browsing Category

କେନ୍ଦ୍ରାପଡା

ବାଲିପାଟଣା ବନ୍ୟା ଦୁର୍ଗତଙ୍କୁ ‌ ଭେଟିଲେ ବିଧାୟକ

ପଟ୍ଟାମୁଣ୍ଡାଇ ୩/୮ : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବାଲିପାଟଣା ପଞ୍ଚାୟତର ବନ୍ୟା ଦୁର୍ଗତଙ୍କୁ ଭେଟିଛନ୍ତି ବିଧାୟକ ଗଣେଶ୍ଵର ବେହେରା। ବାଲିପାଟଣା ଭେଡିସାହୀ ହରିଜନ ସାହିରେ ପହଞ୍ଚି ବନ୍ୟା ଦୁର୍ଗତ ମାନଙ୍କୁ ସମସ୍ତ ବିଷୟରେ ପଚାରି ବୁଝିଥିଲେ।…

କୁମ୍ଭୀର ଆକ୍ରମଣର ଶିକାର ମହିଳାଙ୍କ ମୃତ ଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ୪/୮: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର ସୁଚିତ୍ରା ଦାସ (୪୬) ଗତକାଲି ସକାଳ ୫ଟା ସମୟରେ ସବୁ ଦିନ ପରି ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ I ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ନଦୀକୂଳରେ ଖୋଜାଖୋଜି…

ବନ୍ୟାଞ୍ଚଳ ବୁଲିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିର୍ଦେଶ

ପଟ୍ଟାମୁଣ୍ଡାଇ ୪/୮ : ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ ବିପନ୍ନ ଲୋକମାନଙ୍କ ସହିତ ଆଲୋଚନା କରିଥିଲେI ଉପ ମୁଖ୍ୟମନ୍ତ୍ରୀ ଶ୍ରୀସିଂହଦେଓ ପଟ୍ଟାମୁଣ୍ଡାଇ ବ୍ଲକର କ୍ଷତିଗସ୍ତ ସିଂହଗାଁ…

ଅଳପୁଆ ଦାମୋଦରପାଟଣା ରେ ଅଭାବନୀୟ ଘଟଣା ଶୌଚ ପାଇଁ ନଦୀକୁ ଯାଇଥିବା ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ!

ପଟ୍ଟାମୁଣ୍ଡାଇ୩/୮: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଅଳପୁଆ ପଞ୍ଚାୟତର ଦାମୋଦରପାଟଣା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ସୁଚିତ୍ରା ଦାସ (୪୬) ନାମକ ଜନୈକା ମହିଳା ଶୌଚ ପାଇଁ ସକାଳ ୫ଟା ସମୟରେ ବ୍ରାହ୍ମଣୀ ନଦୀକୂଳକୁ ଯାଇଥିଲେ I ଦୀର୍ଘ ସମୟ ଧରି ସେ…

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ମହିଳା ଜଣକ ନଦୀ କୂଳକୁ ଶୌଚ ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଆଶଙ୍କା…

ବନ୍ୟାଜଳ ଖସୁଛି:ହିଡମୁଣ୍ଡରେ ଚାଷି କାନ୍ଦୁଛି

ପଟ୍ଟାମୁଣ୍ଡାଇ ୨/୮ : ଲଘୁଚାପ ଜନିତ ବର୍ଷା ତା ସାଙ୍ଗକୁ ବନ୍ୟାର ବିଭୀଷିକା ପଟ୍ଟାମୁଣ୍ଡାଇ ଅଂଚଳର ଚାଷିମାନଙ୍କୁ ଦାରୁଣ ଦୁଃଖ ଦେଇଛି। ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଅଂଚଳରେ ଚାଷିମାନେ ପକାଇଥିବା ତଳି ୭ଦିନ ହେବ ପାଣିରେ ବୁଡି ଆଜି ଚାଷି ବିଲକୁ ପହଞ୍ଚି ଦେଖିଲା ବେଳକୁ ତାର ତଳି ସମ୍ପୂର୍ଣ…

ବିଧାୟକଙ୍କ ବନ୍ୟାଞ୍ଚଳ ଗସ୍ତ .ଗୋଖାଦ୍ୟ, ବୋତଲ ପାଣି ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ…

ପଟ୍ଟାମୁଣ୍ଡାଇ ୩୧/୭ : ବିଧାୟକ ଗଣେଶ୍ଵର ବେହେରା ଓ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାମାନେ ବ୍ରାହ୍ମଣୀ ନଦୀର ବନ୍ୟାପ୍ଲାବିତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ଓ ପେଣ୍ଠପାଳ ପଞ୍ଚାୟତ ଅଧିନସ୍ଥ ସିଂହଗାଁ, ନୂଆପାଟଣା, ବଡ଼ ରାଉଳିଆ, ଦାଣ୍ଡିସାହି ଓ ନା ୟାଡ଼ିଆ ଆଦି…

ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ବନ୍ୟାର ଦୁର୍ଗମ ଓ୍ଵାର୍ଡ ତଳଵାଲିପଡା ! ପାଣିଘେରରୁ ଦୁଇ କନ୍ୟାଙ୍କୁ ଉଦ୍ଧାର କଲେ ଆଇଆଇସି…

ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ପୈାରପରିଷଦର ବନ୍ୟାର ଦୁର୍ଗମ ଓ୍ଵାର୍ଡ ଭାବେ ପରିଚିତ ତଳଵାଲିପଡା ।ଏହା ଅତ୍ୟନ୍ତ ଖାଲୁଆ ଅଂଚଳ ହୋଇଥିବାରୁ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପଡିଵା ମାତ୍ରେ ଏହି ଗ୍ରାମକୁ ବନ୍ୟା ଗ୍ରାସ କରିଥାଏ । ବିଶେଷ କରି କଟକ- ଚାନ୍ଦବାଲି ରାସ୍ତା ଗ୍ରାମ ଠାରୁ…

ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର !

ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡରେ ଜଳମଗ୍ନ ହୋଇପଡିଛି ।ପ୍ରାୟ ୫୦ ହଜାରରୁ…

ବନ୍ୟାଞ୍ଚଳ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ବିଧାୟକ!

ପଟ୍ଟାମୁଣ୍ଡାଇ ୩୦/୭ : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଧୋୟାଞ୍ଚଳ ୭ଗୋଟି ପଞ୍ଚାୟତ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନକରିଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା।ଆଜି ଅପରାହ୍ନରେ ବିଧାୟକ ଶ୍ରୀ ବେହେରା ଦାଣ୍ଡିସାହୀ ଠାରେ ପହଞ୍ଚି ପେଣ୍ଠପାଳ,…