Browsing Category

ଗଜପତି

ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ।

ମୋହନା(ମନୋଜ ପାଢ଼ୀ) – : ମୋହନା ବ୍ଲକ ଅନ୍ତର୍ଗତ ଖଣି ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ…

ପୋଲ ତଳୁ ଓ ଆଲମାରୀ ବିପଲ ପରିମାଣ ମଦ ଜବତ ‌।

ଗଜପତି,୯.୭(ମନୋଜ ପାଢ଼ୀ)-: ୦୮.୦୬.୨୦୨୬ ସନ୍ଧ୍ୟାରେ, ପାରଳାଖେମୁଣ୍ଡି ପୋଲିସ ବେଆଇନ ଦେଶୀ ମଦ ବିରୋଧରେ ଏକ ସ୍ୱତନ୍ତ୍ର ଚଢାଉ କରିଥିଲା। ରାଣୀପେଣ୍ଟା ଗାଁ ନିକଟ ଏକ ବ୍ରିଜ ତଳୁ ପ୍ରାୟ ୧୨୦ ଲିଟର ବେଆଇନ ଦେଶୀ ମଦ ଏବଂ ମେହୁଲ ପୋଚ ଜବତ କରାଯାଇଥିଲା ଏବଂ ଘଟଣାସ୍ଥଳରୁ ନଷ୍ଟ କରାଯାଇଥିଲା।…

ଗଜପତିରେ ଜୁଲାଇ 10 ଠାରୁ ସମୂହ ଛୁଟିରେ ଯିବେ ଯୋଗାଣ ସହାୟକ, ଅଚଳ ହେବ ରାସନ ବଣ୍ଟନ ବ୍ୟବସ୍ଥା ।

ପାରଳାଖେମୁଣ୍ଡି, 8/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ଯୋଗାଣ ସହାୟକମାନେ ଆଗାମୀ ଜୁଲାଇ 10 ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ଘୋଷଣା କରିଛନ୍ତି. ଯଦ୍ୱାରା ଜୁଲାଇ 10 ତାରିଖ ଠାରୁ ଗଜପତି ଜିଲ୍ଲାରେ ଖାଦ୍ୟଶସ୍ୟ ବା ରାସନ ବଣ୍ଟନ ବ୍ୟବସ୍ଥା ଅଚଳ ହୋଇ ପଡିବାର ସମ୍ଭାବନା ଦେଖାଦେଇଛି.…

ଆର୍‍.ଉଦୟଗିରିରେ ୭୭ତମ ବନ ମହୋତ୍ସବ ପାଳିତ।

ଆର, ଉଦୟଗିରି,୯.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର୍‍.ଉଦୟଗିରି ଠାରେ ୭୭ତମ ବନ ମହୋତ୍ସବ ଉତ୍ସାହର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟି.ଏଲ୍‍.ଏସ୍‍.ସି.ର ଅଧ୍ୟକ୍ଷ ତଥା ଆର୍‍.ଉଦୟଗିରିର ବରିଷ୍ଠ ସିଭିଲ୍ ଜଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା…

ଶପଥ ପାଠ ଗ୍ରହଣ, ପଦ୍ମପୁର, ଜୁମୁରୀଗୁଡା, ଆଞ୍ଚଳିକ ପରିଷଦ ।

ମୋହନା,୯.୭(ମନୋଜ ପାଢ଼ୀ)-:ଗତ କାଲି ରାତ୍ର ଘ -9.00ଣ୍ଟା ସମୟ ରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ପରିଷଦ ଗୋଟିଏ ଓ ପଦ୍ମପୁର ଆଞ୍ଚଳିକ ପରିଷଦ ଅନ୍ତର୍ଗତ ପାଞ୍ଚ ଗୋଟି ଗ୍ରାମ୍ୟ ପରିଷଦ ଯଥା -ନୂଆସାହି, ତଳସାହି (ମେଇନରୋଡ ), ଥାତମନ ପୁର,…

କେ.ଏମ.ଭାଲିଆସାହିରେ ଗଠନ ହେଲା ବିଦ୍ୟାଳୟ ପରିଚାଳନା କମିଟି

ଆର, ଉଦୟଗିରି,୮.୭ (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ, ଶୃଙ୍ଖଳାର ସହିତ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ରାଇକାଙ୍କ ସଭାପତିତ୍ୱରେ ଏହି ବୈଠକଟି…

ଆଶାକର୍ମୀଙ୍କୁ ବାସନ୍ଦ ଅଭିଯୋଗ: ସେବା ଦେବାକୁ ବାରଣ, ଗାଁ ବୈଠକରେ ୫ ହଜାର ଟଙ୍କା ଜରିମାନା; ନ୍ୟାୟ ପାଇଁ ଏସ୍‌ପିଙ୍କ…

ଗଜପତି,୮.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ରାୟଗଡ଼ା ଥାନା ଅନ୍ତର୍ଗତ ଜିରଙ୍ଗ ଖ୍ରୀଷ୍ଟିଆନ ସାହିର ଜଣେ ଆଶାକର୍ମୀଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଓ ହିନ୍ଦୁ ପରିବାରକୁ ସ୍ୱାସ୍ଥ୍ୟ ସେବା ନ ଦେବାକୁ ବାରଣ କରାଯାଇଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତା…

ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତ ନତା କାର୍ଯ୍ୟକ୍ରମ ।

ଗଜପତି,8.7(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନ:ଭି:ବି:ଡି:ସି:ପି ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ…

ଅସୁରକ୍ଷିତ ହ୍ୟାପି ଚାଇଲଡ୍ ହୋମ୍‌କୁ ସିଲ୍ କଲା ଗଜପତି ପ୍ରଶାସନ ।

ମୋହନା,୮.୭(ମନୋଜ ପାଢ଼ୀ)-:ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି। ସେଠାରୁ 79 ଜଣ ଅନ୍ତେବାସୀଙ୍କୁ…

ବାଲ୍ୟ ବିବାହ ବନ୍ଦ କଲା ଜ଼ିଲ୍ଲା ପ୍ରଶାସନ ଗଜପତି ।

ଗଜପତି,୮.୭(ମନୋଜ ପାଢ଼ୀ): ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏବେ ବି ଏହି ବାଲ୍ୟ ବିବାହ ଜାରି ରହିଛି, ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୌରପାଳିକା ଅନ୍ତର୍ଗତ | ଏକ 17 ବର୍ଷର ନାବାଳିକା ଦଶମ ଶ୍ରେଣୀରେ ପଢୁଅଛି, ତାହାର ବାହାଘର ଉଭୟ ବାପା…