Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ଛେଳିଗଡ଼ ଜଳସେଚନ ପ୍ରକଳ୍ପ: ବିସ୍ଥାପିତ ପରିବାରଙ୍କୁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍
ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ପ୍ରତୀକ୍ଷିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୭୮ଟି ପରିବାରଙ୍କୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କାର ସଂଶୋଧିତ ଆର୍ଥିକ ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ଏନେଇ ଜଳ ସମ୍ପଦ ବିଭାଗ…
ମୋହନା ବନ ବିଭାଗ ପକ୍ଷରୁ ବନମହୋତ୍ସବ,ଚ଼ାରା ରୋପଣ ଓ ସବୁଜ ରଥ ଉଦଘାଟନ
ମୋହନା,୧୦.୭ (ମନୋଜ ପାଢ଼ୀ): ମୋହନା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବନମହୋତ୍ସବ, ଚ଼ାରାରୋପଣ କରାଯିବା ସହ ସବୁଜ ରଥ ର ଉଦଘାଟନ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀ କେ.ନାଗରାଜୁ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ନଡ଼ିଆ ଭାଙ୍ଗି ଓ ଦୀପ…
ଜିଲ୍ଲାରେ ୭୭ ତମ ବନ ମହୋତ୍ସବ ପାଳିତ : “ଏକ ପେଡ଼ ମା’ କେ ନାମ” ଅଭିଯାନରେ ବୃକ୍ଷରୋପଣ ।
ଗଜପତି,୧୦.୭(ମନୋଜ ପାଢ଼ୀ)-:ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ’ର ମିଳିତ ଆନୁକୂଳ୍ୟରେ ୭୭ ତମ ବନ ମହୋତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।
ଏହି ଅବସରରେ ଗଜପତି…
ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ।
ମୋହନା(ମନୋଜ ପାଢ଼ୀ) – : ମୋହନା ବ୍ଲକ ଅନ୍ତର୍ଗତ ଖଣି ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ…
ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ
ମୋହନା, ୯।୭(ମନୋଜ ପାଢ଼ୀ): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ ବେଆଇନ ଭାବେ ମଦ ଗଚ୍ଛିତ ରଖାଯାଇଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛି। ଏହି ଘଟଣାରେ ଜଣେ…
ବେତାଗୁଡ଼ା ଅଞ୍ଚଳ ରେ ଆଲୋକିକରଣ ଶୁଭାରମ୍ଭ କଲେ ବିଧାୟକ।
ଗଜପତି,୯.୭(ମନୋଜ ପାଢ଼ୀ):– ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବେତଗୁଡ଼ା ଅଞ୍ଚଳ ରେ ଅଲୋକିକରଣ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ , ଏହି ଅଞ୍ଚଳ ପାରଳା ସହର କୁ ଲାଗି ରହିଛି ଅନେକ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ରହିଛି ,
ଏହି ଅଞ୍ଚଳ ରେ ହଜାର ହଜାର ଲୋକ…
ଆର୍ ସୀତାପୁର ଗ୍ରାମ ର ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ ଗୋଷାଣୀ ।
ଗଜପତି,୯.୭(ମନୋଜ ପାଢ଼ୀ)-: ଆର୍ ସୀତାପୁର ଗ୍ରାମ ର ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ ଗୋଷାଣୀ – (ଲମ୍ବୋଦର ସାହୁ )-ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତ ର ଆର୍ ସିତାପୁର ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା…
ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀନିବାସ ର ମାଟ୍ରନ ମାନଙ୍କୁ ଏକ ଦିନିକିଆ…
ଗଜପତି,୯.୭(ମନୋଜ ପାଢ଼ୀ)-: ଆଜି ଗଜପତି ଜିଲ୍ଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀନିବାସ ର ମାଟ୍ରନ ମାନଙ୍କୁ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷ-4 ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ…
ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ
ଗଜପତି,୯ା୭(ମନୋଜ ପାଢ଼ୀ):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ ଆଶାକର୍ମୀଙ୍କୁ ନିଜ ସମ୍ପ୍ରଦାୟରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଭିନ୍ନ…
ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ ।
ଆର, ଉଦୟଗିରି,୯.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବନମହୋତ୍ସବ ସପ୍ତାହ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଓ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର…