Browsing Category

ଗଜପତି

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର ।

ମୋହନା,୧୦।୭(ମନୋଜ ପାଢ଼ୀ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ଏକ କେଟିଏମ୍ ବାଇକ୍ ଓ ମ୍ୟାକ୍ସ ପିକ୍‌ଅପ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।…

ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ।

ଗଜପତି (ମନୋଜ ପାଢ଼ୀ) – : ମୋହନା ବ୍ଲକ ଅନ୍ତର୍ଗତ ଖଣି ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ…

ସିଲିଣ୍ଡର କଳାବଜାରୀ ରୋକିବାରେ ଯୋଗାଣ ବିଭାଗ ବିଫଳ ।

ଗଜପତି (ମନୋଜ ପାଢ଼ୀ) – : ଗ୍ୟାସ ସିଲିଣ୍ଡର କଳାବଜାରୀ ରୋକିବାରେ ଗଜପତି ଯୋଗାଣ ବିଭାଗ ବିଫଳ । ଗୁହାରି କରିବି ଯାହାକୁ , ଘଇତା କରିଛି ତାହାକୁ ନୀତିରେ ଚାଲିଛି ବେପାର । ଗଜପତି ଜିଲ୍ଲାରେ ଦିନକୁ ଦିନ ଗ୍ୟାସ ସିଲିଣ୍ଡର କଳାବଜରୀ ବଢ଼ିବାରେ ଲାଗିଛି , ତାହାକୁ ରୋକିବାରେ ବିଫଳ ହୋଇ ପଡିଛି…

ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ! ସହର ର ବିଭିନ୍ନ ମନ୍ଦିର ଗୁଡ଼ିକ ସଫେଇ କାର୍ଯକ୍ରମ ଜାରି , ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଗଛ…

ଗୋଷାଣି ଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସହ ମାଗଣା ସ୍ବାସ୍ଥ୍ୟ ସେବା ଅନୁଷ୍ଠିତ ।

ଗଜପତି (ମନୋଜ ପାଢ଼ୀ) – : ଗୋଷାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ।

ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ,ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ,…

ଆଶା କର୍ମୀଙ୍କ ୯ ଦଫା ଦାବି ନେଇ ଆନ୍ଦୋଳନ : ମାସିକ ୧୮ ହଜାର ଟଙ୍କା ବେତନ ସହ କର୍ମଚାରୀ ମାନ୍ୟତା ଦାବି ।

ଗଜପତି (ମନୋଜ ପାଢ଼ୀ)- : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରକୁ ନେଇ ୯ ଦଫା ଦାବି ଉପସ୍ଥାପନ କରାଯାଇଛି । ଏହି ଆନ୍ଦୋଳନ ଭାରତୀୟ ମଜଦୁର ସଂଘର ଗଜପତି ଜିଲ୍ଲା ସଭାପତି ଶ୍ରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ…

ଗଜପତି ରେ ନୂତନ ମତ୍ସ୍ୟ ଅଧିକାରୀ ଭାବରେ ଅରୁଣ କୁମାର ସାହୁଙ୍କ ଯୋଗଦାନ ।

ଗଜପତି (ମନୋଜ ପାଢ଼ୀ)- : ଗଜପତି ଜିଲ୍ଲାରେ ନୂତନ ମତ୍ସ୍ୟ ଅଧିକାରୀ ଭାବେ ଅରୁଣ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ନୂଆପଡ଼ା ରେ କାର୍ଯ୍ୟରତ ଥିଲେ , ବର୍ତ୍ତମାନ ଗଜପତି ଜିଲ୍ଲାର ଡି ଏଫ ଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ! ଜିଲ୍ଲାରେ ବିଭାଗ ରେ ହେଉଥିବା…

ମଦ ପିଇବାକୁ ନେଇ ତୁମୁଳକାଣ୍ଡ : ୫ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବେ ମୁଖ୍ୟ ଅଭିଯୁକ୍ତ ।

ଗଜପତି,୧୦.୭ (ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ଯିବା ରାସ୍ତାରେ ଅବସ୍ଥିତ ରୋୟାଲ ବାର ଏବଂ ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ୨୦୨୪ମସିହା ମେ ମାସ ୩ତାରିଖରେ ଘଟିଥିବା ତୁମୁଳକାଣ୍ଡ ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା…

ଛେଳୀଗଡ ଜଳ ସଚେତନ ଥଇଥାନ ଓ ଉପାନ୍ତ ଅଞ୍ଚଳର ଉନ୍ନୟନ କମିଟି ର ୬ଷ୍ଟ୍ ତମ ବୈଠକ ରେ ଯୋଗଦେଲେ ମୋହନା ବିଧାୟକ

ଗଜପତି,୧୦.୭(ମନୋଜ ପାଢ଼ୀ) :– ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟା ବୈଠକ ଗୃହ ଠାରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଛେଳୀଗଡ ଜଳସେଚନ ପ୍ରକଳ୍ପ କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପାନ୍ତ ଅଞ୍ଚଳରେ ଏହି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମଗ୍ର…