Browsing Category

ଗଜପତି

ଅସୁରକ୍ଷିତ ହ୍ୟାପି ଚାଇଲଡ୍ ହୋମ୍‌କୁ ସିଲ୍ କଲା ଗଜପତି ପ୍ରଶାସନ ।

ମୋହନା,୮.୭(ମନୋଜ ପାଢ଼ୀ)-:ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି। ସେଠାରୁ 79 ଜଣ ଅନ୍ତେବାସୀଙ୍କୁ…

କେ.ଏମ.ଭାଲିଆସାହିରେ ଗଠନ ହେଲା ବିଦ୍ୟାଳୟ ପରିଚାଳନା କମିଟି

ଆର, ଉଦୟଗିରି,୮.୭ (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ, ଶୃଙ୍ଖଳାର ସହିତ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ରାଇକାଙ୍କ ସଭାପତିତ୍ୱରେ ଏହି ବୈଠକଟି…

ଉନ୍ନତିକରଣ ନାଁରେ ଅର୍ଥର ଅପଚୟ? କାମ ସରିବା ପୂର୍ବରୁ ଧସିଲା ପୋଖରୀ ବନ୍ଧ, ଉଠିଲା କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ।

ଗଜପତି,୮.୭ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ହାଟପଦା ପୋଖରୀ ଉନ୍ନତିକରଣ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି। କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ପୋଖରୀ ବନ୍ଧର ଏକ ଅଂଶ ଧସିଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଳ୍ପ କିଛି ବର୍ଷାରେ ଯଦି…

ସ୍ଲୋଗ: ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାର ତଦନ୍ତ ଆରମ୍ଭ l

ମୋହନା,୭.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ସକାଳେ ଗାଁ ନିକଟସ୍ଥ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,…

୨୦୨୭ ଜନଗଣନା ଉପଲକ୍ଷେ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ଗଜପତି (ମନୋଜ ପାଢ଼ୀ): ଆସନ୍ତା ୨୦୨୭ ଜନଗଣନାକୁ ସୁଚାରୁ, ସଠିକ୍ ଓ ସଫଳ ଭାବେ ସମ୍ପାଦନ କରିବା ସହିତ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…

ଜୀରାଙ୍ଗ ରେ ପାଳିତ ହେଲା ବନମହୋତ୍ସ ସପ୍ତାହ।

ମୋହନା,୭.୭(ମନୋଜ କୁମାର ପାଢୀ)-: ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗ ଠାରେ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ, ଭାରତ ସ୍କାଉଟ ଏବଂ ଗାଇଡ଼ ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ମାନଙ୍କ ଦ୍ୱାରା 200 ରୁ ଅଧିକ ଚାରା…

ମହେନ୍ଦ୍ରଗଡ଼ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟରେ 77 ତମ ବନ ମହୋତ୍ସବ ପାଳିତ ।

ଆର, ଉଦୟଗିରି (ମନୋଜ କୁମାର ପାଢୀ)-:ତା 07.07.26 ରିଖ ସୋମବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟରେ 77 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ଉଚ୍ଚ ମାଧ୍ୟମିକ…

ବ୍ଲୁ ମୁନ୍ ପ୍ରଭାବକୁ ନେଇ ବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକ କରିଥିବା ପୂର୍ବାନୁମାନ ସତ ହେଲା ! 

ବାଲେଶ୍ଵର, ୬/୭(କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ମେ ୩୧ ତାରିଖରେ ଦୃଶ୍ୟମାନ ହୋଇଥିବା ବ୍ଲୁ ମୁନ୍ ର ପ୍ରଭାବ ସମ୍ପର୍କରେ ଇନ୍-ଫ୍ରା ବାସ୍ତୁ ସଂସ୍ଥାର ଅଧ୍ୟକ୍ଷ, ସଂସ୍କୃତି ଗବେଷକ ଏବଂ ନାନୋ ବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକ କରିଥିବା ପୂର୍ବାନୁମାନ ସତ ପ୍ରମାଣିତ ହୋଇଥିବା ସେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ…

ମାନବାଧିକାର ସୁରକ୍ଷା ପରିଷଦ ଦ୍ୱାରା “ଓଡ଼ିଶା ଗୌରବ ସମ୍ମାନ”ରେ ସମ୍ମାନୀତ ହେଲେ ପ୍ରଦୀପ କୁମାର ଦାସ ।

ଗଜପତି (ମନୋଜ ପାଢ଼ୀ)- : ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ-ଗଜପତି,ପାରଳାଖେମୁଣ୍ଡିର ପ୍ରାଧ୍ୟାପକ ତଥା ଶିକ୍ଷା ସଂଯୋଜକ ରୂପେ କାର୍ଯ୍ୟରତ ଶ୍ରୀ ପ୍ରଦୀପ କୁମାର ଦାସ ମାନବାଧିକାର ସୁରକ୍ଷା ପରିଷଦ ଦ୍ବାରା “ଓଡ଼ିଶା ଗୌରବ ସମ୍ମାନ”ରେ ସମ୍ମାନୀତ…