Browsing Category

ଗଜପତି

ଗଜପତିରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା।

ଗଜପତି,୨୩.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।ରିପୋର୍ଟ ଅନୁଯାୟୀ ତା:-୨୩/୦୮/୨୦୨୬ ରିଖରେ କାଶୀନଗରଠାରେ ୧୩୨.୦, ପାରଳାଖେମୁଣ୍ଡିଠାରେ ୧୧୯.୦, ରାୟଗଡଠାରେ ୧୨୦.୪ , ଗୁମ୍ମାଠାରେ ୧୦୦.୦, ନୁଆଗଡଠାରେ ୮୯.୨, ଆର.…

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ।

ଗଜପତି,୨୩.୮(ମନୋଜ ପାଢ଼ୀ)-: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା, ସମ୍ମାନ, ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କର ଅଧିକାର ସମ୍ପର୍କରେ…

ଶିଆଳିଲଟି ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା।

ଆର, ଉଦୟଗିରି,୨୨.୮(ମନୋଜ ପାଢ଼ୀ)-:ଆର୍.ଉଦୟଗିରି ଥାନା ଶିଆଳିଲଟି ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଗଞ୍ଜାମ ଜିଲ୍ଲା ଗୁମ୍ମା ଗାଁର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି…

ଭାଷାକୋଷବିତ୍ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ଉସ୍ଛବ ଅନୁଷ୍ଠିତ।

ଗଜପତି,22/8(ମନୋଜ ପାଢ଼ୀ): ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଗବେଷକ…

ରାସ୍ତାକଡ଼ରେ ମୃତ୍ୟୁ ସହ ସଂଗ୍ରାମ ରଥ ଅସହାୟ ବୃଦ୍ଧଙ୍କୁ ଦେବଦୂତ ସାଜି ଚିକିତ୍ସା ସୁବିଧା ଯୋଗାଇଲେ ଗଜପତିର ୩ ଯୁବକ…

ଗଜପତି 22/8(ମନୋଜ ପାଢ଼ୀ): ସମାଜରୁ ମାନବିକତା ସମ୍ପୂର୍ଣ୍ଣ ମରିଯାଇନାହିଁ, ବରଂ ଆଜି ବି କିଛି ସହୃଦୟ ଯୁବକଙ୍କ ପାଇଁ ଏହା ଜୀବିତ ରହିଛି। ଏଭଳି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ। ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ…

ଜମିପାଇଁ ଥିବା ଜଳସେଚନ ନାଳ ଠାରୁ ଆରମ୍ଭ କରି ଚାଷ ଜମି, ଖାଲି ସ୍ଥାନ ଆଦି ଠାରେ କୁଢ କୁଢ ଅଳିଆ ଚାଷୀ ହେଲେ ହନ୍ତସନ୍ତ…

ଗଜପତି,୨୨.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଗ୍ରାମ ଛକ ର ବିଭିନ୍ନ ସ୍ଥାନରେ  କୁଢ କୁଢ ଅଳିଆ ଆବର୍ଜନା ପଡିରହିଥିବାର ଦେଖିବାକୁ ମିଳୁଛି । ଏହା ଏବେ ଅଳିଆ ଆବର୍ଜନା ର କେନ୍ଦ୍ରବିନ୍ଦୁ ପାଲଟିଛି । ସଫେଇ ପାଇଁ ସ୍ବଚ୍ଛ ଭାରତ ଯୋଜନା ଏଠାରେ ଫେଲ୍…

ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି, ତୃତୀୟ ବୈଠକ ଏବଂ କ୍ଷେତ୍ର ପରିଦର୍ଶନ ।

ଗଜପତି, ୨୨.୮.(ମନୋଜ ପାଢୀ) :-ଓଡ଼ିଶା ବିଧାନସଭାର ଗୃହ କମିଟି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଭିତ୍ତିଭୂମି ସମେତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ।

ମୋହନା,୨୧ା୮(ମନୋଜ ପାଢ଼ୀ): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି ଶୁକ୍ରବାର ପାରଳାଖେମୁଣ୍ଡି ଆଣିଛି। ସେମାନେ ହେଲେ ଅଭିଳାଷ ଦଳବେହେରା (୨୧), ନିଥନିଏଲ ରଇତ (୨୪), ଜାରବିଏମ ଗମାଙ୍ଗ (୨୩), ବିକାଶ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ ।

ମୋହନା,୨୧ା୮(ମନୋଜ ପାଢ଼ୀ): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ ରାସ୍ତାରେ ଚାଲିଚାଲି ଯିବାକୁ ପଡୁଛି। ମଙ୍ଗଳବାର ଏହି ରାସ୍ତାରେ ସାଇକେଲରେ ବିଦ୍ୟାଳୟକୁ…

ଖଲାସୀଙ୍କ ସମସ୍ୟା ସମାଧାନ ଓ ଆର୍‌ଏମ୍‌ସି ବ୍ୟବସ୍ଥା ସୁଧାର ପାଇଁ ବିଧାୟକଙ୍କୁ ଗୁହାରି।

ଗଜପତି (ମନୋଜ ପାଢ଼ୀ)-:ଖଲାସୀମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖଲାସୀ ସଂଘ ପକ୍ଷରୁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏଥିସହ ଆର୍‌ଏମ୍‌ସି ବ୍ୟବସ୍ଥାରେ ସୁଧାର ଆଣିବା ସହ ଖଲାସୀମାନଙ୍କ ପାଇଁ ଆବଶ୍ୟକ…