Browsing Category

ଗଜପତି

ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ

ଗଜପତି,୨୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ନିକଟସ୍ଥ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଖବର ସାମ୍ନାକୁ ଆସିଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଗଜପତି…

ନୀଳମଣି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଭଲିବଲ୍ ଖେଳାଳି ଚୟନ କାର୍ଯ୍ୟକ୍ରମ ଉଦଯାପିତ।

ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ନାରାୟଣପୁରସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଭଲିବଲ୍ ଖେଳାଳି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ମୋଟ ୩୩୬ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ…

ଜାତୀୟ ସ୍ତରରେ ଗଜପତିର ଜାନଭୀଙ୍କ ଦିଭା ଏକ୍ସେଲେନ୍ସ- ୨୦୨୬ ମୁକୁଟ ହାସଲ।

ଗଜପତି,୨୪.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସେକ୍ସନ ଅଫିସର ଶ୍ରୀମତୀ ଚୂତପ୍ରିୟା ଜେନାଙ୍କ ପ୍ରତିଭାବାନ କନ୍ୟା ଜାନଭୀ ଜେନା ମିସ୍ ଦିଭା ଏକ୍ସେଲେନ୍ସ - ୨୦୨୬ ମୁକୁଟ ହାସଲ କରି ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି।ଦିଲ୍ଲୀ ଏନ୍‌ସିଆର୍‌ର ହାୟାତ୍ ସେଣ୍ଟରଠାରେ…

ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍‌ରେ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶ୍ରେୟସ ପାତ୍ର ।

ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ଛାତ୍ର ଶ୍ରେୟସ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ରିଜିଅନ୍ ପକ୍ଷରୁ ଅଣ୍ଡର-୧୭ ବାଳକ ଭଲିବଲ୍ ଦଳରେ ମନୋନୀତ ହୋଇ ଗଜପତି ଜିଲ୍ଲାକୁ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ପାଳିତ

ଗଜପତି:୨୪/୮(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ନ୍ୟାସନାଲ ସ୍ପେସ-ଡେ ୨୦୨୬ ପାଳନ ଅବସରରେ ଆଜି ଏକ ବିଶେଷଜ୍ଞ ଆଲୋଚନା ଓ ଛାତ୍ରଛାତ୍ରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍…

ବିଦ୍ୟୁତ୍‌ ମରାମତି ବେଳେ ଆଘାତ ଲାଗି ଯୁବକ ମୃତ

ଆର, ଉଦୟଗିରି,୨୪.୮(ମନୋଜ କୁମାର ପାଢୀ): ପୁଲିସ ଉପସ୍ଥିତିରେ ଖୁଣ୍ଟରୁ ମୃତଦେହ ଉଦ୍ଧାର; ଘଟଣାକୁ ନେଇ ତଦନ୍ତ ଚାଲିଛି। ବିଦ୍ୟୁତ୍‌ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମ ପଞ୍ଚାୟତର ଚମ୍ପାନାଳ…

ଘରଭଙ୍ଗା ଏବଂ ଚୋରି ମାମଲା: ପାରଳାଖେମୁଣ୍ଡି ପୋଲିସ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ, ₹1.50 ଲକ୍ଷ ଟଙ୍କା ଉଦ୍ଧାର ।

ଗଜପତି,୨୩.୮(ମନୋଜ ପାଢ଼ୀ)-:ମଡେଲ ପୋଲିସ ଷ୍ଟେସନ, ପାରଳାଖେମୁଣ୍ଡି, ମାମଲା ନଂ. 327, ତାରିଖ 08.08.2026, ଧାରା 331(4)/305(A)/3(5) BNS, ଅଧିକ ତଦନ୍ତ ପରେ, ପୋଲିସ ଆଜି ମାମଲାର ଦ୍ୱିତୀୟ ଅଭିଯୁକ୍ତ, ପାରଳାଖେମୁଣ୍ଡିର ସଞ୍ଜୟ ଗାନ୍ଧୀ କଲୋନିର ମାଲଗାମୁ ରାମୁଙ୍କ ପୁଅ ମାଲଗାମୁ ଗଣପତି…

ଗୁଟୁକାର ଅବୈଧ ପରିବହନ ଧରାପଡ଼ିଲା – ୭ଟି କାର୍ଟନ୍ ବାକ୍ସ ଜବତ ।

ଗଜପତି,୨୩.୮(ମନୋଜ ପାଢ଼ୀ)-:22.08.2026 ରେ, ଅଡଭା ଛକରେ ଯାଞ୍ଚ କରିବା ସମୟରେ, ଅଡଭା ପୋଲିସ ବରମ୍ପପୁରରୁ ଉମାର୍କୋଟ ଅଭିମୁଖେ ଯାଉଥିବା କାମାଧେନୁ ବସ୍‌ରେ ଗୁଟୁକା ବେଆଇନ ପରିବହନକୁ ଚିହ୍ନଟ କରିଥିଲା। ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟୁନ୍ ବାକ୍ସ ପାଇଲା, ପ୍ରତ୍ୟେକରେ "ମାଲା…

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ

ଗଜପତି ,୨୩.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ମହାରାଜା ପ୍ୟାଲେସ ନିକଟରେ ସନ୍ତୋଷ ସାହୁଙ୍କ ଭଡା ଘରେ ଜୁଆ ଖେଳ ହେଉଥିବା ବେଳେ ଚଢ଼ାଉ କରିଛି । ନୀଳା ପାଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟସନ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ…

ଗଜପତିରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା।

ଗଜପତି,୨୩.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।ରିପୋର୍ଟ ଅନୁଯାୟୀ ତା:-୨୩/୦୮/୨୦୨୬ ରିଖରେ କାଶୀନଗରଠାରେ ୧୩୨.୦, ପାରଳାଖେମୁଣ୍ଡିଠାରେ ୧୧୯.୦, ରାୟଗଡଠାରେ ୧୨୦.୪ , ଗୁମ୍ମାଠାରେ ୧୦୦.୦, ନୁଆଗଡଠାରେ ୮୯.୨, ଆର.…