Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ଗଣମାଧ୍ୟମ ପ୍ରତିନିଧିଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ ।
ଗଜପତି,୨୯. ୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଓମ୍ ଶାନ୍ତି କଲୋନୀଠାରେ ଅବସ୍ଥିତ ବ୍ରହ୍ମକୁମାରୀସ୍ ଶାନ୍ତି ସନ୍ଦେଶ ଭବନ ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଏକ ନିଆରା ଭାଇ-ଭଉଣୀ ସମ୍ପର୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରର ଦାୟିତ୍ଵ…
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।
ଗଜପତି,୨୯.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କମ୍ପ୍ୟୁଟର ପ୍ରକୋଷ୍ଠରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦:୦୦ ଘଣ୍ଟା ସମୟରେ କାର୍ଯ୍ୟାଳୟରୁ ଧୁଆଁ ବାହାରିବା ଦେଖି ଅଗ୍ନିଶମ ବାହିନୀକୁ ସୂଚନା ପ୍ରଦାନ…
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ।
ଗଜପତି,୨୯.୯(ମନୋଜ ପାଢ଼ୀ) :-ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଠାରେ ପାରଳା ପୋଲିସ ଦ୍ୱାରା ନିଶା ନିବାରଣ ଏବଂ ସାଇବର ସଚେତନତା କର୍ମଶାଳା ।
ଗଜପତି,29/8(ମନୋଜ ପାଢ଼ୀ): ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର “ଶକ୍ତିଶ୍ରୀ ସାଥି”ସେଲ ଏବଂ ଆଦର୍ଶ ପୋଲିସ ଥାନା ପାରଳାଖେମୁଣ୍ଡିର ମିଳିତ ଆନୁକୂଳ୍ୟରେ ପୋଷ , ପୋସ୍କ , ନିଶା ନିବାରଣ ଅଭିଯାନ ଏବଂ ସାଇବର ସଚେତନତା ସମ୍ପର୍କରେ ଶୀର୍ଷକ ଏକ ଦିବସୀୟ କର୍ମଶାଳା ସଫଳତାର ସହ…
ତାମିଲନାଡୁ ପୋଲିସ ଦ୍ୱାରା ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଗଜପତିର ଯୁବକ ଗିରଫ ।
ଗଜପତି 29/8(ମନୋଜ ପାଢ଼ୀ): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲ୍ଲାରେ ପହଞ୍ଚିଲା ତାମିଲନାଡୁ ପୁଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ପୁଲିସ ତଦନ୍ତ କରିବା ପରେ ଗଞ୍ଜେଇ ଗଜପତି ଜିଲ୍ଲାର କେଶରୀଗୁଡ଼ା…
ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ।
ଗଜପତି,29/8(ମନୋଜ ପାଢ଼ୀ): ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାରେ ଆଜି ୨୮ ଅଗଷ୍ଟ ରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ…
ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ ।
ମୋହନା, ୨୮।୮ (ମନୋଜ ପାଢ଼ୀ): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ପୋଲିସର ତଦନ୍ତରୁ ଗଜପତି ଜିଲାର କେଶରୀଗୁଡ଼ା ଅଞ୍ଚଳର ଜଣେ…
ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ।
ଗଜପତି (ମନୋଜ ପାଢ଼ୀ):ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ…
ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ ହରାଇବେ ଜମି ଓ ବାସଗୃହ ।
ଗଜପତି 27/8(ମନୋଜ ପାଢ଼ୀ):ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ 106 ରୁ ଉର୍ଦ୍ଧ ଏକର ଚାଷ ଜମି ଓ ବାସଗୃହ ହରାଇବେ. ଏଥିନେଇ ଚାଷୀ ଓ ଅଞ୍ଚଳବାସୀଙ୍କ ଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସର୍ବସାଧାରଣରେ ଏହାକୁ ଦୃଢ ବିରୋଧ କରାଯାଉଛି । ଏନେଇ ସାଧାରଣଙ୍କ ବଂଶଧାରା…
ଜଙ୍ଗଲ ମଧ୍ୟରୁ ୧ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ ।
ଗଜପତି, 27/8(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କାଦମୁଳି ଗ୍ରାମ ପଛପଟ ପାହାଡ଼ିଆ ଜଙ୍ଗଲରୁ ୯ କ୍ରିଣ୍ଟାଲ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ଗଜପତି…