Browsing Category

ଗଜପତି

ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ଆରହୁଛନ୍ତି ଯୁବକ ।

ମୋହନା, ୨୭।୮ (ମନୋଜ ପାଢ଼ୀ): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ କଲାଭଳି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମରେ ଏଭଳି ଏକ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ…

ଛାତ୍ରୀ ନିବାସ କୁ ରାସ୍ତା ନାହିଁ, ଅସୁବିଧାରେ ୨୩୦ ଆଦିବାସୀ ଛାତ୍ରୀ ।

ଆର, ଉଦୟଗିରି,୨୭.୮(ମନୋଜ କୁମାର ପାଢୀ)-:ଛାତ୍ରୀ ନିବାସ ଅଛି, ଛାତ୍ରୀ ଅଛନ୍ତି, ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ ପ୍ରତିଦିନ ଯାତାୟାତରେ ହନ୍ତସନ୍ତ ହେଉଛନ୍ତି ପ୍ରାୟ ୨୩୦ ଜଣ ଆଦିବାସୀ ଛାତ୍ରୀ। ଏଭଳି ଅବ୍ୟବସ୍ଥାର ଚିତ୍ର…

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।

ମୋହନା,୨୬।୮(ମନୋଜ ପାଢ଼ୀ): ଗଜପତି ଜିଲା ଏକ ପ୍ରକାର ଗଞ୍ଜେଇ ଚୋରାଚାଲାଣର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରୁ ବାରମ୍ବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ଘଟଣା ଦେଖିବାକୁ ମିଳିଛି । ପୁଣି ଥରେ ମୋହନା ପୋଲିସ ଜଙ୍ଗଲର ନିଛାଟିଆ ସ୍ଥାନରୁ ଶହେ କିଲୋ ଗଞ୍ଜେଇ ଜବତ…

ଇସିଙ୍କ ଦରମାରୁ ୨୭ ହଜାର ଠକି ନେଇଥିବା ଅଭିଯୋଗ ।

ଆର, ଉଦୟଗିରି ୨୭।୮(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତ ଡେରବା ଓ କୁରୁତଲ ଆଞ୍ଚଳିକ ମଞ୍ଚ ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜିର ଇସି ସଦସ୍ୟ ଜୟନ୍ତୀ ବଡରଇତଙ୍କ ଦରମା ଟଙ୍କାରୁ ୨୭ ହଜାର ଟଙ୍କା ସ୍ଥାନୀୟ ସିଆରପି ଓ ଏମ୍‌ବିକେ ନେଇଥିବା ଅଭିଯୋଗ ହୋଇଛି।…

ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଖେଲୋ ଇଣ୍ଡିଆ ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି, ୨୭ . ୮(ମନୋଜ ପାଢ଼ୀ) :-ଜାତୀୟ କ୍ରୀଡ଼ା ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଏବଂ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ "ଖେଳ କି ବାତ୍ ମୋଦି କେ ସାଥ" ଗଜପତି ଜିଲ୍ଲା ସଦରମହକୁମା…

ଅଜୟଗଡ଼ରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ।

ଗଜପତି,୨୭.୮(ନନ୍ଦିନୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମ ପଞ୍ଚାୟତ ସଦରମହକୁମା ଠାରେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଏକ ବୃହତ୍ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଜୟଗଡ଼ ଓ ଏହାର ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ…

ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ରଙ୍କ ସଫଳତା ।

ଗଜପତି, 26/8(ମନୋଜ କୁମାର ପାଢୀ):ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଚମ୍ପାସାହି ଗ୍ରାମର ଜଣେ ସାଧାରଣ ଚାଷୀ ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁତ୍ର କାହ୍ନୁ ଭୂୟାଁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ରାୟଗଡ ଆଦର୍ଶ ବିଦ୍ୟାଳୟରୁ +୨ ବିଜ୍ଞାନରେ ପାସ୍ ହୋଇଥିଲେ। ତାଙ୍କର…

ଗଜପତି ଜିଲ୍ଲା ଦୌରାଜଜ କୋୖର୍ଟରୁ ପୁଣି ଏକ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ ।

ଗଜପତି, 26/8(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଘଟିଥ‌ିବା ଏକ ମାଓବାଦୀ ସମ୍ପର୍କିତ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି ଗଜପତି ଜିଲ୍ଲା ଦୌରାଜଜ. ସୂଚନା ଅନୁଯାୟୀ, ମୋହନା କେନ୍ଦୁପଡା ପରେଷ୍ଟ ନିକଟରୁ ୧୦ କିମି ଦୂରରେ…

ଶିକ୍ଷା କ୍ଷେତ୍ରରେ ଗଜପତିର ଗୌରବ ବଢ଼ାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ..

ଗଜପତି,୨୬.୮(ମନୋଜ ପାଢ଼ୀ)-: ଗଜପତି—ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ, ଉତ୍ତମ ପ୍ରଚଳନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ” ନେସନାଲ…

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।

ମୋହନା,୨୬।୮(ମନୋଜ ପାଢ଼ୀ): ଗଜପତି ଜିଲା ଏକ ପ୍ରକାର ଗଞ୍ଜେଇ ଚୋରାଚାଲାଣର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରୁ ବାରମ୍ବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ଘଟଣା ଦେଖିବାକୁ ମିଳିଛି । ପୁଣି ଥରେ ମୋହନା ପୋଲିସ ଜଙ୍ଗଲର ନିଛାଟିଆ ସ୍ଥାନରୁ ଶହେ କିଲୋ ଗଞ୍ଜେଇ ଜବତ…