Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ
ଗଜପତି (ମନୋଜ ପାଢ଼ୀ);ଅସୁସ୍ଥ ଶିଶୁଙ୍କୁ ଦେଖି ଭାବବିହ୍ୱଳ, ତୁରନ୍ତ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଲେ ପରାମର୍ଶ ରୋଗୀଙ୍କ ପାଇଁ ହସ୍ପିଟାଲ କେବଳ ଏକ ଚିକିତ୍ସା କେନ୍ଦ୍ର ନୁହେଁ, ଏହା ଅସହାୟ ମଣିଷଙ୍କ ଆଶା ଓ ଭରସାର ସ୍ଥାନ। ଏଠାକୁ ଆସୁଥିବା ପ୍ରତ୍ୟେକ ରୋଗୀ ନିଜ ଜୀବନ ଓ ସୁସ୍ଥତା…
ପାରଳାଖେମୁଣ୍ଡିରେ ଗହ୍ମାପୂର୍ଣ୍ଣିମାରେ ଗହ୍ମାଡିଆଁର ଅନନ୍ୟ ପରମ୍ପରା ।
ଗଜପତି,୩୦.୮(ମନୋଜ ପାଢ଼ୀ)-:ପାରଳାଖେମୁଣ୍ଡି ସହରରେ ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଖେଳର ଅନନ୍ୟ ପରମ୍ପରା ପାଳିତ ହୋଇଥାଏ। ଏହି ପୁରାତନ ଲୋକପରମ୍ପରାକୁ କେନ୍ଦ୍ର କରି ସହରରେ ପରିବେଶ ଉତ୍ସବମୁଖର ହୋଇଥାଏ।ବିଶେଷକରି ଯୁବବର୍ଗ ଏହି ପାରମ୍ପରିକ ଖେଳରେ ବେଶ୍…
ପାରଳା ସହରର ମୌଳିକ ସମସ୍ୟା ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲା ବରିଷ୍ଠ ନାଗରିକ ମଞ୍ଚ।
ଗଜପତି,୩୦.୮(ମନୋଜ ପାଢୀ):-ଗଜପତି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ସଙ୍ଗଠନ ସମ୍ପାଦକ ଶ୍ରୀ ବିନୋଦ ବିହାରି ପଣ୍ଡାଙ୍କ ନେତୃତ୍ୱରେ ଯୁଗ୍ମ…
ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାଇକଲ ରାଲି ଆୟୋଜିତ ।
ଗଜପତି, 30.8(ମନୋଜ ପାଢୀ) -:ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ କ୍ରୀଡ଼ା ଦିବସର ତୃତୀୟ ତଥା ଶେଷ ଦିବସରେ ଜିଲ୍ଲା ସଦର ମହକୁମା ଠାରେ ଏକ ସାଇକଲ ରାଲି ଆୟୋଜିତ ହୋଇଯାଇଛି। ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ…
୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର ।
ଗଜପତି,୩୦ା୮(ମନୋଜ): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ମାତ୍ର ୨ଟି ଶ୍ରେଣୀଗୃହରେ ୫ ଶ୍ରେଣୀର ୧୦୪ ଛାତ୍ରୀଛାତ୍ର ପାଠ…
ଶିଶୁ ସୁରକ୍ଷା କର୍ମଚାରୀଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ ।
ଗଜପତି (ମନୋଜ ପାଢ଼ୀ)- : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ (Disability Inclusion) ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମେଳନ କକ୍ଷ-2 ଠାରେ ସଫଳତାର ସହ ଆୟୋଜିତ…
ସ୍ମାର୍ଟ PDSରେ ରାସନ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବାରମ୍ବାର ଫିଙ୍ଗର ସ୍କାନ୍, ସର୍ଭର ସମସ୍ୟାରେ ଘଣ୍ଟା ଘଣ୍ଟା…
ଗଜପତି,29.8(ମନୋଜ ପାଢ଼ୀ)-: ଗରିବ ଓ ଆବଶ୍ୟକତା ଥିବା ପରିବାରଙ୍କୁ ସୁବିଧାରେ ରାସନ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟରେ ସରକାର ପକ୍ଷରୁ ସ୍ମାର୍ଟ PDS ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ରାସନ ହିତାଧିକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ…
ଖାରଡା ଚାଷୀଙ୍କ ଗୁହାରି ଶୁଣିଲେ ବିଧାୟକ
ଗଜପତି (ମନୋଜ ପାଢ଼ୀ) : ନିଜ ଜମି, ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଖାରଡା ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଚାଷୀ ଓ…
ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ
ଆର, ଉଦୟଗିରି,୨୯.୮(ମନୋଜ କୁମାର ପାଢୀ) : କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଉତ୍ସାହ ଓ ଆନନ୍ଦର ସହ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ…
ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶାର ୧୦୬ ଏକର ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ।
ଗଜପତି,୨୯ .୮(ମନୋଜ ପାଢ଼ୀ) :-ଗଜପତି ଜିଲା କାଶୀନଗର ବ୍ଳକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ପଞ୍ଚାୟତର ସାରା ଗ୍ରାମ ନିକଟରେ ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶା ଅଞ୍ଚଳର ୧୦୬ ଏକର ଜମି ଅଧିଗ୍ରହଣ ଓ ହସ୍ତାନ୍ତର ନିମନ୍ତେ…