Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଣ୍ଡାହାତୀ ଠାରେ ଓଡିଶା ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଲୋଚନା ଵୈଠକ ଅନୁଷ୍ଠିତ।
ଗଜପତି,୨୦.୮(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଠାରେ ଓଡିଶା ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଲୋଚନା ଵୈଠକ ଅନୁଷ୍ଠିତ ହୋଇ ଯାଇଛି। ଆବାହକ ତଥା ସଂଘ ର ଉପଦେଷ୍ଠା ରାଜେନ୍ଦ୍ର କୁମାର ରଥ ଙ୍କ ତତ୍ୱାବଧାନ ଏବଂ ସଂଘର ଜିଲ୍ଲା ସଭାପତି ଅମିତ…
ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ
କୋରାପୁଟ :ଆଜି ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ ର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଜୟପୁର ଏସଡିପିଓ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି, ତହସିଲଦାର ସବ୍ୟସାଚୀ ଜେନା , ବିଡିଓ ଶକ୍ତି ମହାପାତ୍ର…
ସିଜିମାଳି ବଞ୍ଚାଅ’ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ମାନବାଧିକାର ସଂଗଠନ
ରାୟଗଡ଼ା, ୨୦ ଅଗଷ୍ଟ (ଭି ଗୌରୀଶଙ୍କର ରାଓ):ସିଜିମାଳି ପାହାଡ଼ ସୁରକ୍ଷା ତଥା ସ୍ଥାନୀୟ ଆଦିବାସୀଙ୍କ ମୌଳିକ ଅଧିକାର ରକ୍ଷା ଦାବିରେ ‘ଜୟନ୍ତୀ ମହାନ୍ଦିଆ ହ୍ୟୁମାନ୍ ରାଇଟ୍ସ ପ୍ରୋଟେକ୍ସନ୍’ ସଂଗଠନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ଙ୍କ ଦ୍ୱାରସ୍ଥ ହୋଇଛି। ଗତ ଏପ୍ରିଲ ମାସରେ ଗ୍ରାମସଭା…
ବର୍ଷା ଋତୁରେ କ’ଣ ଖାଇବା ଉଚିତ ଓ ଅନୁଚିତ
ବର୍ଷା ଋତୁରେ ଆର୍ଦ୍ରତା ବଢ଼ିଥାଏ ଏବଂ ବ୍ୟାକ୍ଟେରିଆ, ଭାଇରସ ଓ ଫଙ୍ଗସର ବୃଦ୍ଧି ଅଧିକ ହୁଏ। ତେଣୁ ଏହି ସମୟରେ ସ୍ୱଚ୍ଛ, ତାଜା ଓ ସହଜପାଚ୍ୟ ଖାଦ୍ୟ ଖାଇବା ଉଚିତ।
ଖାଇବା ଉଚିତ
୧. ଗରମ ଓ ସତେଜ ଖାଦ୍ୟ
ଗରମ ଭାତ
ଡାଲି
ଖିଚୁଡ଼ି
ତାଜା ତରକାରୀ
୨. ଭିଟାମିନ C ଯୁକ୍ତ…
ତ୍ରିକାଟୁ – ପାଚନ ଏବଂ କଫ ରୋଗ ପାଇଁ ଆୟୁର୍ବେଦିକ ସୁପର ଫର୍ମୁଲା
ତ୍ରିକଟୁ କ'ଣ?
ତ୍ରିକାଟୁ ହେଉଛି ତିନୋଟି କଠିନ (ତିକ୍ତ) ପଦାର୍ଥରୁ ତିଆରି ଏକ ଜଣାଶୁଣା ଆୟୁର୍ବେଦିକ ଫର୍ମୁଲା:
ଶୁଖିଲା ଅଦା (ସୋନ୍ଥ) (ଶୁଖିଲା ଅଦା) (କଳା ଗୋଲମରିଚ) (ପିପ୍ପାଲି) (ଲମ୍ବା ଗୋଲମରିଚ) (ତ୍ରି) ଅର୍ଥ ତିନୋଟି ଏବଂ "କଟୁ" ଅର୍ଥ କଠିନ। ତେଣୁ ଏହାକୁ ତ୍ରିକାଟୁ…
ଡେଙ୍ଗୁ ଜ୍ୱର ସମ୍ପର୍କରେ ଆମେ କ’ଣ ଜାଣିବା ଉଚିତ?
ଡେଙ୍ଗୁ ହେଉଛି ଏଡିସ୍ (Aedes aegypti) ମଶା କାମୁଡ଼ିବା ଦ୍ୱାରା ସଂକ୍ରମିତ ଏକ ଭାଇରାଲ୍ ରୋଗ। ଏହି ମଶା ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ ଅଧିକ କାମୁଡ଼େ ଏବଂ ପରିଷ୍କାର, ଜମା ପାଣିରେ ବଂଶବୃଦ୍ଧି କରେ।
🩺 ଡେଙ୍ଗୁର ପ୍ରମୁଖ ଲକ୍ଷଣ
🤒 ହଠାତ୍ ୧୦୨–୧୦୪°F ପର୍ଯ୍ୟନ୍ତ ଜ୍ୱର
🤕…
ସରଳ ୭ ଦିନିଆ ଯୋଗ ଚ୍ୟାଲେଞ୍ଜ – ସୁସ୍ଥ ଶରୀର ଓ ଫିଟ୍ ଜୀବନ ପାଇଁ
ସ୍ୱାସ୍ଥ୍ୟ ସୂଚନା
ଆପଣଙ୍କ ଫିଟ୍ନେସ୍ ଯାତ୍ରାକୁ ଏହି ସରଳ ୭ ଦିନିଆ ଯୋଗ ଚ୍ୟାଲେଞ୍ଜ ସହ ଆରମ୍ଭ କରନ୍ତୁ।
ଯୋଗ କେବଳ ଶରୀରକୁ ନମନୀୟ କରିବା ପାଇଁ ନୁହେଁ; ଏହା ଶରୀର ପ୍ରତି ସଚେତନତା ବଢ଼ାଇବା, ଶରୀରର ଚଳନକୁ ସୁଧାରିବା, ସଠିକ୍ ଶରୀର ଭଙ୍ଗିମା (Posture), ଶ୍ୱାସକ୍ରିୟାରେ ଉନ୍ନତି…
– ଜୀବନର ଅମୂଲ୍ୟ ଅମୃତ
"ପାଣି"
ସଂସ୍କୃତ ଶ୍ଲୋକ:
अजीर्णे भेषजं वारि जीर्णे वारि बलप्रदम् ।
भोजने चामृतं वारि भोजनान्ते विषप्रदम् ॥
ଅର୍ଥ:
ଅଜୀର୍ଣ୍ଣ ସମୟରେ ପାଣି ଔଷଧ ସଦୃଶ, ଖାଦ୍ୟ ହଜମ ହୋଇଗଲା ପରେ ପାଣି ଶକ୍ତିଦାୟକ। ଭୋଜନ ସମୟରେ ଅଳ୍ପ ପରିମାଣରେ ପାଣି ଅମୃତ ସମାନ, କିନ୍ତୁ ଭୋଜନ…
ମହାକାଶ ମିଶନରେ ଓଡ଼ିଆ ଯୁବକଙ୍କ କମାଲ, ପୋଲାଣ୍ଡରୁ ଟ୍ରେନିଂ ନେଇ ଫେରିଲେ ବିଶ୍ୱଜିତ
ବ୍ରହ୍ମପୁର: ପୋଲାଣ୍ଡରେ ଟ୍ରେନିଂ ନେଇ ଫେରିଛନ୍ତି ବ୍ରହ୍ମପୁରର ବିଶ୍ବଜିତ। ବ୍ୟୋମ ସେତୁ ଆନାଲଗ ସ୍ପେସ ମିଶନରୁ ୧ ମାସ ଟ୍ରେନିଂ ନେଇଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସ୍ପେସ ଆର୍କିଟେକ୍ଟ। ବିଶ୍ୱଜିତଙ୍କ ତତ୍ତ୍ବାବଧାନରେ ପୋଲାଣ୍ଡରେ ପ୍ରଶିକ୍ଷଣରେ ଭାରତରୁ ମାତ୍ର ୭ ଜଣ ଭାଗ ନେଇଥିଲେ।…
ଲୋୟର ପିଏମ୍ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ
ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍ଜିରେ ହଙ୍ଗାମା ଘଟଣାକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଗିରଫ ହୋଇଥିବା ସମସ୍ତ ୧୧୩ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ…