Browsing Category

ଓଡିଶା

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ଜିଲ୍ଲା ରସାଳପୁର ସ୍ଥିତ ଡକ୍ଟର ଯଦୁନାଥ କଲେଜ୍‌ ପରିସରରେ ଦିନିକିଆ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି…

ସୁବର୍ଣ୍ଣରେଖା ନଦୀରେ ପ୍ରବଳ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ୧୯ଟି ପଞ୍ଚାୟତ ଗୁରୁତର ପ୍ରଭାବିତ

ବାଲେଶ୍ୱର, ୨୦/୮(କୃଷ୍ଣ କୁମାର ମହାନ୍ତି): ସୁବର୍ଣ୍ଣରେଖା ନଦୀରେ ବୁଧବାର ରାତିରୁ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ପ୍ରାୟ ୧୯ଟି ପଞ୍ଚାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟାପାଣି ଜନବସତିରେ ପଶିଯିବା ଯୋଗୁଁ ବ୍ୟାପକ ଅଞ୍ଚଳରେ ଜନଜୀବନ…

ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ପାଳନ ଅବସରରେ  ସାରସ୍ୱତ ସାଧନା ପାଇଁ ଛବିରାଣୀ ପତି ପାଇଲେ ‘ସରଳା ଦେବୀ ସାରସ୍ୱତ…

ବାଲେଶ୍ଵର, ୨୦/୮(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ମହିଳା ବିଧାୟିକା, ସୁସାହିତ୍ୟିକା ଓ ସମାଜ ସଂସ୍କାରକ ଲୌହମାନବୀ ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ କଟକସ୍ଥିତ ସାରଳା ଭବନରେ…

ଗାଁରେ ମିଳିବ ସହରୀ ସୁବିଧା, ସରକାରଙ୍କ ୩ କୋଟି ପ୍ଲାନ୍

ଭୁବନେଶ୍ୱର: ମୋହନ ସରକରାଙ୍କୁ ଦୁଇ ବର୍ଷ ପୂରି ତୃତୀୟ ବର୍ଷ ଚାଲିଲାଣି । ହେଲେ ଗାଁ ଭୋଟରଙ୍କ ମନ ଜିଣିବାକୁ ଆଗକୁ ଏକ ବଡ଼ କାର୍ୟ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ସରକାର । ଗ୍ରାମାଂଚଳ ଲୋକଙ୍କ ପାଇଁ ଭଣ୍ଡାର ଖୋଲି ବର୍ଷକୁ ବିଭିନ୍ନ ଯୋଜନା ପାଇଁ ୩ କୋଟି ଟଙ୍କା ଦେବ ପଂଚାୟତିରାଜ ବିଭାଗ ।…

ପରିବା ଓ ପିଆଜ ପରେ ଏବେ ଖାଉଟିଙ୍କ ଉପରେ ଚିନି ମାଡ଼।

ଭୁବନେଶ୍ୱର: କନ୍ଦାଉଛି ପିଆଜ, ଡରାଉଛି ଚିନି। ମିଠା ଚିନିକୁ କିଣିବାକୁ ଖାଉଟିଙ୍କୁ ଲାଗୁଛି ପିତା। କାରଣ ଏଇ କିଛି ଦିନ ଭିତରେ ଚିନିର ଦର ଆକାଶଛୁଆଁ। ମାସେ ତଳେ ରାଜ୍ୟର ଖୋଲା ବଜାରରେ ରୋଷେଇ ଘରର ଏ ଅନ୍ୟତ୍ୟମ ଅତ୍ୟାବଶ୍ୟକ ସାମଗ୍ରୀର କିଲୋ ପ୍ରତି ଦର ଥିଲା ୪୦ରୁ ୪୫ ଟଙ୍କା। କିନ୍ତୁ ଏବେ…

ମାଷ୍ଟର କ୍ୟାଣ୍ଟିନସ୍ଥିତ ବେଆଇନ୍ ଅଟୋ ଷ୍ଟାଣ୍ଡରେ ଚାଲିଲା ବୁଲଡୋଜର୍

ଭୁବନେଶ୍ୱର: ଡ୍ରାଇଭରଙ୍କ ଲଙ୍କାକାଣ୍ଡ ପରେ ଆକ୍ସନ ମୋଡ୍ ରେ ପୋଲିସ୍। ସାବାଡ୍ ହେବେ  ହିଂସାକାଣ୍ଡ ଭିଆଇଥିବା ଅନଲାଇନ୍ ଅଟୋଚାଳକ। ଗତକାଲିର ଅଭାବନୀୟ ଘଟଣା ପରେ ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଅନଲାଇନ୍ ଅଟୋ ଷ୍ଟାଣ୍ଡରେ ବୁଲିଛି ବୁଲ୍ ଡୋଜର୍। ଏଣ୍ଟ୍ରି ପଏଣ୍ଟକୁ ଖୋଳି ଦେଇଛି ପୋଲିସ୍ ,…

ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ।

ଗଜପତି,୨୦।୮(ମନୋଜ ପାଢ଼ୀ) :-ଓଡ଼ିଶା ସାମ୍ବାଦିକ ସଂଘ, ଗଜପତି ଜିଲ୍ଲା ଶାଖା, ଅଖିଳ ଭାରତୀୟ ଯୁବ ଜନ ସେବା ସମିତି, ଭାରତୀୟ ହ୍ୟୁମାନ ରାଇଟସ୍ କାଉନସିଲ,ବନ ବିଭାଗ, ପୋଲିସ ବିଭାଗର ମିଳିତ ସହଯୋଗରେ ଗଣ୍ଡାହାତୀ ଜଳପ୍ରପାତ ଠାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି।…

ବିଶାଖା ମାମଲା ଓ ପରମାନେଣ୍ଟ ଲୋକ ଅଦାଲତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ।

ଗଜପତି,୨୦। ୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଅପରାହ୍ନ ୩ଟା ସମୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଡିଏଲଏସଏର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ…

ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ପାଳିତ ।

ଗଜପତି,୨୦.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶିଷ୍ଟ ସାହିତ୍ୟିକ, ଐତିହାସିକ ତଥା ଗବେଷକ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ସ୍ମୃତି ସଂସଦର ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ଏସ ରାଉତପୂର ଆଦିବାସୀଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବିଧାୟକ।

ଗଜପତି (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏସ ରାଉତପୁରରେ ଦୀର୍ଘଦିନ ଧରି ବସବାସ କରୁଥିବା ଆଦିବାସୀ ପରିବାରଙ୍କ ଥଇଥାନ ଓ ମୌଳିକ ସମସ୍ୟା ସମାଧାନ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବିଧାୟକ ରୂପେଶ ପାଣିଗ୍ରାହୀ। ଆଜି ସକାଳେ ବିଧାୟକ ଏସ ରାଉତପୁର ଗସ୍ତ କରି…