Browsing Category

ଓଡିଶା

ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ।

ଗଜପତି,୨୦.୮(ମନୋଜ ପାଢ଼ୀ) :-ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାରଳାଖେମୁଣ୍ଡି, ରା.ଉଦୟଗିରି, ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ ବିଚାରଣ ଥିବା…

ଭାଗବତଙ୍କ ଗସ୍ତକୁ ଆମେରିକା ଧାର୍ମିକ ସଂଗଠନର ବିରୋଧ

ୱାଶିଂଟନ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ପ୍ରସ୍ତାବିତ ଆମେରିକା ଗସ୍ତକୁ ଦେଶର ଧାର୍ମିକ ସଂଗଠନ ବିରୋଧ କରିଛି। ଶ୍ରୀ ଭାଗବତ ଅଗଷ୍ଟ ୨୫ରୁ ଆମେରିକା, କାନାଡା ଓ ବ୍ରିଟେନ୍ ଗସ୍ତରେ ଯିବାକୁ ଥିବାବେଳେ ଆମେରିକାର ଧାର୍ମିକ ସଂଗଠନ ଦ ୟୁନାଇଟେଡ୍ ଷ୍ଟେଟସ୍‌…

ବନ୍ୟା ପ୍ରଭାବିତ ୪ ଜିଲାକୁ ମିଳିବ ଅତିରିକ୍ତ ଚାଉଳ

ଭୁବନେଶ୍ବର : ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ୪ ଜିଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆର୍‌ସି) ରାଜେଶ ପ୍ରଭାକର ପାଟିଲ। ଏନେଇ ସେ ଏହି ୪ ଜିଲାର…

କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡି ଚାଳକ ସଂଘର ହିଂସା ଘଟଣାରେ ଶୁକ୍ରବାର ବଡ ଖବର ସାମ୍ନାକୁ ଆସିଛି। କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର ସଂଘ। ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ।…

ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି ; ବର୍ଷକୁ ଖର୍ଚ୍ଚ ହେବ ଅତିରିକ୍ତ ୯୬.୨୨ ଲକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାର ଜେଲ୍‌ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ, ଜେଲ୍‌ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ…

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ପାଣି ଟାଙ୍କିରୁ ମୁଣ୍ଡବିହୀନ ଶବ ଉଦ୍ଧାର ହେବା ପରେ ତଦନ୍ତ କରି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘରୁ ମୃତକଙ୍କ କଟାମୁଣ୍ଡ ମଧ୍ୟ ଉଦ୍ଧାର ହୋଇଛି।…

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

ରାଉରକେଲା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର-କମ୍-ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମଳ। ୫ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଲାଠିକଟା ତହସିଲ ଅଫିସ୍‌ରୁ ରାଉରକେଲା ଆସୁଥିବା…

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଭୁବନେଶ୍ବର : ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ବୟସାଧିକ ବ୍ୟାଧି ଯୋଗୁଁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ପୂର୍ବରୁ ବହୁଥର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଓଡିଆ ଚଳଚିତ୍ର ତଥା ସଂଗୀତ…

ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ଆରମ୍ଭ: ସବୁଜ ବାର୍ତ୍ତା ସହ କ୍ୟାମ୍ପସ ପରିକ୍ରମା

ଭୁବନେଶ୍ୱର, ୨୧ ଅଗଷ୍ଟ ୨୦୨୬(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଥିବା ମା’ ସରସ୍ୱତୀଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ…