Browsing Category

ଓଡିଶା

ବୈତରଣୀ ବନ୍ୟା ପାଇଁ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ।

ଭୁବନେଶ୍ୱର:ବୈତରଣୀରେ ବାରମ୍ବାର ବନ୍ୟା ଆସିବା ଘଟଣା ନେଇ ବୈତରଣୀ ପାଓ୍ୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ ଜାରି। ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ BPPLକୁ କାରଣ ଦର୍ଶାଅ ନୋଟିସ…

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ରାଜସ୍ଥାନର ଜୟପୁରରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଦ୍ୱିତୀୟ ବ୍ରିକ୍ସ ୨୦୨୬ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ (ଟିଡବଲ୍ୟୁଜି) ବୈଠକ ଆୟୋଜନ କରିଥିଲା। ଏହି ବୈଠକ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବ ଭୁବନେଶ କୁମାରଙ୍କ…

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

ନୂଆଦିଲ୍ଲୀ: ‘ବିକଶିତ ଭାରତ କୁଇଜ୍’ର ଶୁଭାରମ୍ଭ ସହିତ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’ ଆରମ୍ଭ ହୋଇଯାଇଛି। ଏହା ଦେଶର ଯୁବପିଢ଼ିଙ୍କ ପାଇଁ ନେତୃତ୍ୱ, ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣର ଏକ ସୁସଂଗଠିତ ଓ ଯୋଗ୍ୟତା-ଭିତ୍ତିକ ଅଭିଯାନରେ ଭାଗନେବା ପାଇଁ ଏକ ଦେଶବ୍ୟାପୀ ସୁଯୋଗ…

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍ଘାଟିତ

ଭୁବନେଶ୍ଵର: ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଫଟୋଗ୍ରାଫି କର୍ମଶାଳା’ ଉଦ୍ଘାଟିତ ହୋଇଯାଇଛି। ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ‘ଫଟୋଗ୍ରାଫି କର୍ମଶାଳା’ ଅନୁଷ୍ଠିତ ହେଉଛି। ଆଜିର ଉଦ୍ଘାଟନୀ ସମାରୋହରେ ଓଡ଼ିଶା…

ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କଲେ ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି ଓ ଶିଳ୍ପ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଦୃଢ଼ ପରିବେଶ ଗଠନ ଲକ୍ଷ୍ୟରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଗୁଜରାଟର ଧୋଲେରା ଶିଳ୍ପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଧୋଲେରାରେ…

ଆମେରିକା ରାଷ୍ଟ୍ରଦୂତଙ୍କ ଟିପ୍ପଣୀ ‘କାଶ୍ମୀର ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ’

ଶ୍ରୀନଗର: ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର ଜାମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି। ବୁଧବାର ସେ ଶ୍ରୀନଗରରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟି ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କାଶ୍ମୀରକୁ ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଏହି କେନ୍ଦ୍ରଶାସିତ…

୧୪ ଦିନିଆ ଜେଲ୍‌ ହାଜତକୁ ଗଲେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବୁଧବାର ୧୪ ଦିନ ପାଇଁ ଜେଲ୍‌ ହାଜତକୁ ପଠାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ୧୪ ଦିନ ପାଇଁ ଜେଲ୍‌ ହାଜତକୁ ପଠାଯାଇଛି। ଅନ୍ୟ ଜଣଙ୍କୁ ୨ଦିନ ପାଇଁ ପୁଲିସ…

ରାଜ୍ୟରେ ଧୀରେ ଧୀରେ ସୁଧୁରୁଛି ବନ୍ୟାସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧାରୁଛି ବନ୍ୟାସ୍ଥିତି। ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ବିଶେଷକରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି। ତେବେ ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ ପ୍ରଭାବିତ ହୋଇଛି। ମୋଟ…

ଭୁବନେଶ୍ୱରରେ ଗର୍ଜିଲେ ଅନଲାଇନ୍‌ ଚାଳକ; ତୃତୀୟ ଦିନରେ ଆନ୍ଦୋଳନ ତୀବ୍ର

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍‌ ଚାଳକ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ତୃତୀୟ ଦିନରେ ତୀବ୍ର ହୋଇଛି। ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ OLA, Uber ଓ Rapido ଚାଳକମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଛନ୍ତି। ପ୍ରାପ୍ୟ ବୃଦ୍ଧି ସହ ସାମାଜିକ ସୁରକ୍ଷା ଦାବିରେ ଚାଳକମାନେ…

ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ବଡ଼ ଅଭିଯାନ;ଉଦ୍ଧାର ହେଲେ ୨୪୭ ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ:୪ ଦିନ ଧରି ବନ୍ୟାଜଳରେ ଜଳବନ୍ଦୀ ହୋଇ ରହିଥିବା କୂଳସାହି ଆଶ୍ରମ ସ୍କୁଲର ୨୪୭ ଛାତ୍ରଛାତ୍ରୀଙ୍କୁ ଶେଷରେ ସୁରକ୍ଷିତ ଉଦ୍ଧାର କରାଯାଇଛି। ବ୍ରାହ୍ମଣୀ ନଦୀର ବନ୍ୟାଜଳ ଘେରରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ଧାରକାରୀ ଦଳ ଅଭିଯାନ ଚଳାଇ…