Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:
କ.) ଖଡ଼ଗପୁର – ଭଦ୍ରକ…
ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ଉତ୍ତର ବାଲେଶ୍ୱରରେ ଛନକା
ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ। ଲଗାତାର ବଢ଼ୁଛି ଜଳସ୍ତର। ରାଜଘାଟଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିବାରୁ ଉତ୍ତର ବାଲେଶ୍ୱରରେ ବଡ଼ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର…
ଅଟୋକୁ ବଞ୍ଚେଇବାକୁ ଯାଇ ଗଛକୁ ପିଟିଲା ପୋଲିସ୍ ଗାଡ଼ି
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୁଜାଙ୍ଗୀ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଅଟୋ ଏବଂ ସଦର ପୋଲିସ୍ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଛି। ଅଟୋକୁ ବଞ୍ଚେଇବାକୁ ଯାଇ ପୋଲିସ୍ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୋଲିସ୍ ଗାଡ଼ିଟି ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ଯାହାଫଳରେ…
ଚତୁର୍ଥ ଦିବସରେ ଅହୋରାତ୍ର ଧାରଣା: ରାଜରାସ୍ତାରେ ହଜାର ହଜାର ଅଧ୍ୟାପକ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ଚତୁର୍ଥ ଦିବସରେ ଉପନୀତ। ତୁହାକୁ ତୁହା ବର୍ଷା, ପ୍ରବଳ ଗୁଳୁଗୁଳି ଓ ଚାଇଁଚାଇଁ ଖରାକୁ ଖାତିର ନକରି ରାଜଧାନୀର ରାଜରାସ୍ତାରେ ହଜାର ହଜାର…
ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର:ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲି. (ଇମ୍ଫା)ର ସାମାଜିକ ଶାଖା ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ପକ୍ଷରୁ ଚଳିତବର୍ଷ ‘ଶାରଳା ପୁରସ୍କାର’ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ପୂର୍ବତନ ବୈଜ୍ଞାନିକ ଡ. ଆଶୁତୋଷ…
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ
ଫରିଦାବାଦ, ତା ୧୯.୦୮. ରିଖ ; ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିକଟରେ ଫରିଦାବାଦ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଅଗ୍ରଣୀ ଦାତବ୍ୟ ସଂଗଠନ ଆଇ କାନ କେୟାରଏବଂ ଫରିଦାବାଦ ସ୍ଥିତ ଜଗନ୍ନାଥ ମନ୍ଦିରର ସହଯୋଗରେ ଫରିଦାବାଦ ଜଗନ୍ନାଥ ମନ୍ଦିର ପରିସରରେ…
ବନ୍ୟା ବିପନ୍ନଙ୍କ ପାଖରେ ସାହାରା ହୋଇ ଠିଆ ହେଲେ ସାମାଜିକ କର୍ମୀ ସୁମନ୍ତ ଜେନା
ବାଲେଶ୍ୱର, ୧୯/୮(କୃଷ୍ଣ କୁମାର ମହାନ୍ତି): ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ବଡ଼ ବନ୍ୟା ଦେଖାଦେବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ବହୁ ପରିବାରଙ୍କ ଘରେ ବନ୍ୟାଜଳ ପଶିଯିବା ସହ ରୋଷେଇ ଓ ଖାଦ୍ୟପେୟ ଭଳି ମୌଳିକ ସମସ୍ୟା ସୃଷ୍ଟି…
ବନ୍ୟା ପ୍ରଭାବିତ ବାଲେଶ୍ୱରବାସୀଙ୍କ ପାଖରେ ଓଜେସି; ରିଲିଫ ବଣ୍ଟନ କାର୍ଯ୍ୟକ୍ରମ
ବାଲେଶ୍ୱର, (୧୯.୦୮.୨୦୨୬): ଭୟଙ୍କର ବନ୍ୟାରେ ବାଲେଶ୍ୱରଜିଲ୍ଲାର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଏହି ଦୁର୍ଦ୍ଦିନରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ…
ଉତ୍କୃଷ୍ଟ ସେବା ପାଇଁ ପାରଳା ଆଦର୍ଶ ଥାନାର ଆଇ:ଆଇ:ସି ପ୍ରଶାନ୍ତ ଭୂପତି ଓ ଆର୍.ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କୁ…
ଗଜପତି (ମନୋଜ ପାଢ଼ୀ) –: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ତଥା ଥାନାଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ ଡିଜି ଙ୍କ ପ୍ରଶଂସା…
ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ।
ଗଜପତି (ମନୋଜ ପାଢ଼ୀ)-: ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ବାଲେଶ୍ୱର ଜିଲ୍ଲାର ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ସାରସ୍ୱତ ଓ ସାଂସ୍କୃତିକ ଶାଖା ‘ବନ୍ଦେ ମାତରଂ’ ତରଫରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ…