Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୃଦ୍ଧ ଙ୍କୁ ଅପମାନ ଦେବା ଅଭିଯୋଗରେ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋର୍ଟ ରେ ହାଜର ।
ଗଜପତି,୧୮.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ଆସିଛି ଏକ ଅପ୍ରୀତିକର ଖବର। ଜଣେ ୬୫ ବର୍ଷୀୟ ବୃଦ୍ଧ ଙ୍କୁ ଅପମାନ ଜନକ ମନ୍ତବ୍ୟ ଦେବା ଓ ଜାତି ବୟସ ତଥା ଶିକ୍ଷାଗତ ଯୋଗ୍ୟତା କୁ ନେଇ ଆକ୍ଷେପ କରିବା ତଥା ଧମକ ଦେବା ଅଭିଯୋଗରେ ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ…
ବୃନ୍ଦାବନ ପ୍ୟାଲେସ ଉନ୍ନତିକରଣ ଓ ନୂଆ ବସ୍ଷ୍ଟାଣ୍ଡ ପାଇଁ ଦାବି ଜଣାଇଲେ ପାରଳା ବିଧାୟକ ।
ଗଜପତି, ୧୮.୮(ମନୋଜ ପାଢ଼ୀ) :- ଓଡ଼ିଶା ବିଧାନସଭାର *ସଭା ଟେବୁଲ୍ରେ ଉପସ୍ଥାପିତ ଦଲିଲ ସମ୍ପର୍କିତ କମିଟି* ୨୦୨୬-୨୭ ବର୍ଷର ୪ର୍ଥ ବୈଠକ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର ରୁମ୍ ନମ୍ବର ୫୫ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପର୍ଯ୍ୟଟନ ଓ ପରିବହନ ବିଭାଗ ସମ୍ପର୍କିତ…
ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ ।
ଗଜପତି,୧୮.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସନ୍ନିକଟ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପାରଳାଖେମୁଣ୍ଡି…
ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ପାଳିତ ।
ଗଜପତି, ୧୮.୮(ମନୋଜ ପାଢୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶିଷ୍ଟ ସାହିତ୍ୟିକ, ଐତିହାସିକ ତଥା ଗବେଷକ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ସ୍ମୃତି ସଂସଦର ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତି ।
ଗଜପତି, ତା. ୧୯.୦୮.୨୦୨୬(ମନୋଜ ପାଢୀ) :ଆଜି ଗଜପତି ଜିଲ୍ଲାରୁ ୮୮ ଓ ୮୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.) ପୋଷ୍ୟ ସନ୍ତାନ ଭାବେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଆଜକୁ ପ୍ରାୟ ୧ ବର୍ଷ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ…
ବିଡ଼ିଓ ଓ ଅଧ୍ୟକ୍ଷଙ୍କ ସହିତ ରିଲିଫ ସମ୍ବନ୍ଧୀୟ ସମିକ୍ଷା କଲେ ବିଧାୟକ ଗଣେଶ୍ଵର ବେହେରା!
ପଟ୍ଟାମୁଣ୍ଡାଇ ୧୮/୮: ଆଜି ସନ୍ଧ୍ୟାରେ ବିଧାୟକ ଗଣେଶ୍ଵର ବେହେରା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ପଟ୍ଟାମୁଣ୍ଡାଇ ଵିଡିଓ ଶୀତଲ ଅଗ୍ରୱାଲ, ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ
ସହିତ ରିଲିଫ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ବିଶେଷକରି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଶୁଖିଲା…
ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କଲେ ଯୁବ ଗୋଷ୍ଠୀ
ପଟାମୁଣ୍ଡାଇ (ଅସିତ ବନ୍ଧୁ ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟା ବୁଝିବା ସହ ସେମାନଙ୍କ ନିକଟରେ ପହଞ୍ଚି ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ଯୁବ…
ଜେଲ୍ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…
ଗଜପତି,୧୮।୮(ମନୋଜ ପାଢ଼ୀ): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ ନେତା ଆଜାଦ ଓରଫ ଡନା କେଶବ ରାଓ। ଆଜି ଏକ ସ୍ୱତନ୍ତ୍ର କୋର୍ଟର ରାୟ ଅନୁସାରେ ତାଙ୍କୁ ସମସ୍ତ ମାମଲାରୁ ନିର୍ଦୋଷରେ ଖଲାସ କରାଯାଇଛି।
ଗତ ୨୦୧୧…
ବନ୍ୟା ପୀଡ଼ିତଙ୍କୁ ଭେଟିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତାଞ୍ଜଳି ସେଠୀ
ପଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକର ଧୋଇଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ବନ୍ୟାଜଳ ଘେରରେ ରହିଥିବା ବେଳେ ଅଞ୍ଚଳବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟା ଯୋଗୁଁ ଅନେକ ଲୋକ ଖାଦ୍ୟ, ପାନୀୟ ଜଳ, ଯାତାୟାତ ସମେତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏଭଳି…
ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ, ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର ଦେଲେ ଶତାଧିକ ଲୋକ
ନବରଙ୍ଗପୁର (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧୀନ ପୁଜାରୀଗୁଡ଼ା ପଞ୍ଚାୟତ ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ଦେଖାଦେଇଛି।
ପ୍ରକଳ୍ପକୁ ବିରୋଧ କରି ଅଞ୍ଚଳବାସୀ ପୂର୍ବରୁ ଜିଲ୍ଲାପାଳ ଓ…