Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଶାର ଗର୍ବ: ସେନା ମେଡାଲ ପାଇଁ ମନୋନୀତ ଓଡ଼ିଆ ପୁଅ ମେଜର ସୁଧାଂଶୁ ପାଣି
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରେ ଜନ୍ମ ମେଜର ସୁଧାଂଶୁ ପାଣିଙ୍କୁ ସାହସିକତା ପାଇଁ ପ୍ରତିଷ୍ଠିତ ‘ସେନା ମେଡାଲ (ଗ୍ୟାଲାଣ୍ଟ୍ରି)’ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୦୨୫ ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ହୋଇଥିବା ‘ଅପରେସନ ଗୁଡ୍ଡର’ ସମୟରେ ଲଶ୍କର-ଏ-ତୋଏବାର ଜଣେ ବରିଷ୍ଠ ଆତଙ୍କବାଦୀ…
୫୭ ମାମଲାରେ ନିର୍ଦୋଷ ସାବ୍ୟସ୍ତ ମୁକୁଳିଲେ ମାଓନେତା ଆଜାଦ
ଭୁବନେଶ୍ବର:ବିଶ୍ବହିନ୍ଦୁ ପରିଷଦ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା, ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ଓ ପୁଲିସକୁ ହତ୍ୟା ଭଳି ୫୭ଟି ସଂଗିନ୍ ମାମଲାର ଅଭିଯୁକ୍ତ ମାଓନେତା ଡୁନା କେଶବ ରାଓ ଓରଫ୍ ଆଜାଦ କାରାଗାରରୁ ମୁକୁଳିଛନ୍ତି। ଦୀର୍ଘ ୧୫ବର୍ଷ ଧରି ସେ ବନ୍ଦୀ ଜୀବନ…
ଭାରତ ଭଳି ଆମେରିକାରେ ହେବ ଭୋଟର ଆଇଡି
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଭୋଟର ପରିଚୟପତ୍ର ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ପ୍ରସ୍ତାବିତ ‘ସେଭ୍ ଆମେରିକା ଆଇନ’ ଗୃହୀତ କରିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାର ଉଦାହରଣ ଦେଇଛନ୍ତି। ଆମେରିକାର ବୈଧ ଭୋଟରଙ୍କୁ ଚିହ୍ନଟ କରିବା…
ହର୍ମୁଜ ପ୍ରଣାଳୀକୁ ଆମେରିକାର ଭୂଖଣ୍ଡ ଘୋଷଣା କଲେ ଟ୍ରମ୍ପ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଆମେରିକାର ନୂତନ ଭୂଖଣ୍ଡ ଭାବେ ଘୋଷଣା କରିଛନ୍ତି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଟ୍ରୁଥ ସୋସିଆଲ’ରେ ହର୍ମୁଜ ପ୍ରଣାଳୀର ମାନଚିତ୍ର ପୋଷ୍ଟ କରି ଏହାକୁ ଆମେରିକାର ଭୂଖଣ୍ଡ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ…
ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ
ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଏକ କାରର ତାଣ୍ଡବ ଯୋଗୁଁ ଘଟିଛି ଭୟଙ୍କର ସିରିଜ୍ ଦୁର୍ଘଟଣା। ପିପିଲି ଟୋଲ୍ ପ୍ଲାଜା ନିକଟ ପମଶର ସିଡି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ସମେତ ଏକ ଷଣ୍ଢର ମୃତ୍ୟୁ ଘଟିଛି। ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଭୟ ଓ…
ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ଵର: ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଅନୁଷ୍ଠିତ ବୈଠକରେ ଟ୍ୱିନ୍ ସିଟିର ଟ୍ରାଫିକ୍…
ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ
ଭୁବନେଶ୍ଵର: ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB) ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ପାଇଁ ପ୍ରଦତ୍ତ ରିଲିଫ ସାମଗ୍ରୀକୁ ମଙ୍ଗଳବାର ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି…
NEET-JEE ମାଗଣା କୋଚିଂ: ଅକ୍ଟୋବର ୨ ରୁ ଆରମ୍ଭ ହେବ ଯୋଜନା!
ନୂଆଦିଲ୍ଲୀ: NEET ଏବଂ JEE ପରି ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ କୋଚିଂକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତଥାପି ଉଚ୍ଚ ଫି ଏବଂ ଭଲ କୋଚିଂ ପ୍ରତିଷ୍ଠାନର ସୀମିତ ଉପଲବ୍ଧତା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ। ଏହି ବ୍ୟବଧାନକୁ ପୂରଣ କରିବା…
ସ୍ୱାସ୍ଥ୍ୟ ହିଁ ସମ୍ପଦ : ସୁସ୍ଥ ରୁହନ୍ତୁ ସକ୍ରିୟ ରୁହନ୍ତୁ।
ଏକ ଅଧ୍ୟୟନ ରେ କୁହାଯାଇଛି ଯେ ୫୧% ଠାରୁ ଅଧିକ ବୃଦ୍ଧ ଲୋକ ସିଢ଼ି ଚଢ଼ୁଥିବା ବେଳେ ପଡ଼ିଯାଆନ୍ତି। ପ୍ରତିବର୍ଷ ସିଢ଼ି ଚଢ଼ିବା ସମୟରେ ଖସିପଡ଼ି ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏଣୁ ବିଶେଷଜ୍ଞମାନେ ଏହି ପରାମର୍ଶ ଦେଇଥାନ୍ତି ଯେ ୬୦ ବର୍ଷ ବୟସ ହେଲାପରେ ନିମ୍ନଲିଖିତ କାମଗୁଡ଼ିକ ନିଜେ…
ରାୟଗଡା DRDA ସମିଳନୀ କକ୍ଷ ଠାରେ ପଂଚତମ ଆରପିଡିଏସ୍ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାୟଗଡା (ଭି ଗୌରୀଶଙ୍କର ରାଓ):ରାୟଗଡା ଡିଆରଡି ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ର ସଂଗ୍ରାମ କେଶର ମହାପାତ୍ର ଙ୍କ ଅଧକ୍ଷ୍ଯତାରେ କାଶୀପୁର ବ୍ଲକ କଂସାରୀଗୁଡା ଠାରେ ପ୍ରସ୍ଥାବିତ ଆଦିତ୍ୟ ଆଲୁମିନା ରିଫାଇନାରୀ ପାଇଁ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବିସ୍ଥାପିତ…