Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଆଶାୟୀଙ୍କ ଧାରଣା ଜାରି,
ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି। କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି? କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରି ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ସେପଟେ…
ମାଲକାନଗିରି, କୋରାପୁଟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ବିଏସ୍ଏଫ୍ ଆଇଜି
କୋରାପୁଟ: ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍ ସ୍ବତନ୍ତ୍ର ଅପରେସନ୍)ର ଆଇଜି କୌଳାଶ ଚନ୍ଦ୍ର ଜାଠ୍ ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଗତ ୧୮ ତାରିଖ ଦିନ ପ୍ରଥମ ଦିନର ଗସ୍ତ କାଳରେ ଆଇଜି ଶ୍ରୀ ଜାଠ୍ ବେଜାଙ୍ଗିୱାଡା…
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୨୨ ଯାଏଁ ଦର୍ଶନ ବନ୍ଦ
ଡେସ୍କ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଆସୁଥିବା ନିମନ୍ତ୍ରିତ ଅତିଥିମାନଙ୍କ…
୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଆଠଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ୮୯-ଆଠଗଡ ଓ ୮୭-ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳି ଦ୍ୱୟର ସମସ୍ତ ବ୍ଲକ ଓ ଏନଏସିର ସେକ୍ଟର ଅଫିସର ଓ ଥାନା ଅଧିକାରୀମାନଙ୍କର ଏକ ତାଲିମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ…
ଖୋଲିଲା ପରିକ୍ରମା ମାର୍ଗ: ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ।
ପୁରୀ: ମନେ ରହିବ ଏ ମୁହୂର୍ତ୍ତ। ଅମଳିନ ରହିବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ। ଦୀର୍ଘ ପ୍ରତୀକ୍ଷା, ତମାମ ଆଲୋଚନା-ପର୍ଯ୍ୟାଲୋଚନା, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ କାରିଗରଙ୍କ ଅହରହ ଶ୍ରମର ଫଳଶ୍ରୁତି ସ୍ବରୂପ ପୂର୍ଣ୍ଣାଙ୍ଗ ରୂପ ନେଇଛି ୩୩୦ କୋଟିର…
ମା’ ଲକ୍ଷ୍ମୀଙ୍କ ମକର ଭାର
ମା' ଲକ୍ଷ୍ମୀଙ୍କ ମକର ଭାର
------------------------------
ମକର ସଂକ୍ରାନ୍ତି ଦିନ କି ବିଚାରି ମୁହିଁ l
ଶ୍ରୀକ୍ଷେତ୍ର ଚାଲିଲି ଜଗା ଦରଶନ ପାଇଁ ll
ଦେଖିଲି ସେବକ ଗଣ ବଡ଼ ତତପର l
ଲକ୍ଷ୍ମୀଙ୍କର ବାପଘରୁ ଆସିଅଛି ଭାର ll
ଧନୁ ସଂକ୍ରାନ୍ତିରୁ ଯାଇଥିଲେ ବାପ ଘର l
ମକରେ ଫେରିଲେ…
ଶ୍ରୀରାମଙ୍କ ଶାଳକ
ଶ୍ରୀରାମଙ୍କ ଶାଳକ
============
ଶିବଧନୁ ଭଗ୍ନ ପରେ ମାଆ ଜାନକୀଙ୍କ ବିବାହ ପ୍ରଭୁ ଶ୍ରିରାମଙ୍କ ସହିତ ହେବ ବୋଲି ସ୍ଥିର ହେଲା l ରାଜା ଦଶରଥ ତାଙ୍କ ଅନ୍ୟ ଦୁଇପୁତ୍ର, ଭରତ ଓ ଶତ୍ରୁଘ୍ନଙ୍କୁ ଘେନି ମିଥିଳାରେ ପହଁଚିଲେ l ରଘୁ କୁଳ ଓ ମିଥିଳା ରାଜ ଜନକଙ୍କ କୁଳର ବଂଶ ପରିଚୟ ପରେ, ଋଷି…
Best Innovation Award 2023 awarded to Dr. Suresh Kumar Agarwal
Kolkata (16/1):Dr. Suresh Kumar Agarwal, Director International Institute of Lifestyle Medicine in recognition of his outstanding innovation and contribution in the field of Meditation has been awarded with Best Innovation Award 2023 for 7…
କମିଶନରେଟ ପୁଲିସ ହାତରେ ୨ ଲୁଟେରା
ଭୁବନେଶ୍ୱର: ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗୁ ଗିରଫ କରିଛି କମିଶନରେଟ ପୁଲିସ। ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଆତଙ୍କ ଖେଳାଇଥିଲେ। ଡିସେମ୍ବର ୨୩ରେ ନିରୁପମା…
ସୁବର୍ଣ୍ଣପୁର ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ପରିକ୍ରମା ପକଳ୍ପର ଲାଇଫ ଟେଲିକାଷ୍ଟ ା
ସୁବର୍ଣ୍ଣପୁର- ଶ୍ରୀକ୍ଷେତ୍ର ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ପୁର ପଲ୍ଲୀରେ ମଧ୍ୟ ଉତ୍ସବ ପାଳନ କରାଯାଉଛି । ସେହିପରି ଭାବରେ ଜିଲ୍ଲାର ସମସ୍ଥ ପଚାଂୟତ ଗୁଡିକରେ ସ୍ଥାନିୟ ଲୋକେ ଏଲଇଡି ମଧ୍ୟମରେ ଲେକାର୍ପଣ ଉତ୍ସବକୁ ଉପଭୋଗ କରୁଥିବା…