Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ
ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ଶିଶୁଙ୍କୁ ଯାତନା ଓ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଜଣେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ପ୍ରତି ପ୍ରଧାନଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ଓ ଅମାନବୀୟ ବ୍ୟବହାର କାରଣରୁ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କଟକ ଜିଲ୍ଲା…
ଓଡ଼ିଶାର ସହରାଞ୍ଚଳରେ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ପାଇଁ ରାଜ୍ୟସ୍ତରୀୟ ଅଭିମୁଖ୍ୟ ବୈଠକ ଅନୁଷ୍ଠିତ
ଭୁବନେଶ୍ବର:ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ (MoHUA)ର ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ସହ ଗତକାଲି ଅନୁଷ୍ଠିତ ଭିଡିଓ କନଫରେନ୍ସରେ ନିଆଯାଇଥିବା ନିଷ୍ପତ୍ତିକୁ ଆଧାର କରି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗଦର୍ଶନରେ ଆଜି ପୌର…
ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଅତିବଡ଼ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତା…
ଗଜପତି,୧୨.୯(ମନୋଜ ପାଢ଼ୀ):-ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଗଜପତି ଶାଖା ପକ୍ଷରୁ ଅତିବଡ଼ ଜଗନ୍ନାଥ ଦାସ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
ମହେନ୍ଦ୍ରତନୟା ନଦୀରେ ଗାଧୋଇବାକୁ ଯାଇ ୬୯ ବର୍ଷୀୟ ବୃଦ୍ଧ ନିଖୋଜ
ଗଜପତି,୧୨.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ଅମରା ଗ୍ରାମରେ ଜଣେ ୬୯ ବର୍ଷୀୟ ବୃଦ୍ଧ ମହେନ୍ଦ୍ରତନୟା ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ,…
ଚୋରି ମାମଲାରେ ଅଭିଯୁକ୍ତ ଗିରଫ,୨ ମୋବାଇଲ ଫୋନ୍ ଓ ଚୋରି ମୋଟର ସାଇକେଲ ଉଦ୍ଧାର
ଗଜପତି,୧୨.୯(ମନୋଜ ପାଢ଼ୀ) :- ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସଞ୍ଜୟ ଗାନ୍ଧୀ କଲୋନୀର ଚିନ୍ତାଲା କଲ୍ୟାଣ (୨୫) ପିତା- ଚିନ୍ତାଲା ହେମନ୍ତ କୁମାରଙ୍କୁ ପୋଲିସ ଗିରଫ କରିଛି। ଏହି ଚୋରି…
ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧକୁ ଭକ୍ତଙ୍କ ଭବ୍ୟ ସ୍ୱାଗତ ।
ଗଜପତି,୧୨.୯(ମନୋଜ ପାଢ଼ୀ) :- ପାରଳାଖେମୁଣ୍ଡିରେ ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧ ଆଜି ମନ୍ଦିର ପରିସରରେ ପହଞ୍ଚିଛି। ଏହି ଅବସରରେ ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ, ହରିବୋଲ ଓ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇ ଉଠିଥିଲା।ସୁଦୂର ହରିୟାଣାରୁ ଆବଶ୍ୟକ…
ମୋଦୀଙ୍କ ଜନ୍ମଦିନ ଠାରୁ ବିଜେପି ପକ୍ଷରୁ ଆରମ୍ଭ ହେବ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ।
ଗଜପତି,୧୨.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରିବାକୁ ଭାରତୀୟ ଜନତା ପାର୍ଟି ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।ସେପ୍ଟେମ୍ବର ୧୭ରୁ…
ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ
ରାଉରକେଲା: ଭିଜିଲାନ୍ସ ସ୍କାନରରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼। ଉଦିତନଗରସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରିବା ବେଳେ ଭିଜିଲାନ୍ସ ଟିମ୍ ୫ ଲକ୍ଷ ଟଙ୍କା ଜବତ କରିଛି।
ଗାଡ଼ିରେ ଥିବା ସ୍ଥାନୀୟ ମଦ ଦୋକାନର ଜଣେ ବିକ୍ରେତା…
ଶରତ ଆସିଛି
ଶରତ ଆସିଛି
==========
ବର୍ଷାରେ ଆଷାଢ଼ ଶ୍ରାବଣ l
ମେଘ ବର୍ଷିଲା ଘନ ଘନ ll
ଏବେ ବରଷା କାଳ ଗଲା l
ଶରତ ଋତୁ ପ୍ରକାଶିଲା ll
ହରିତ ମହୀ ମନ ହରେ l
ନିର୍ମଳ ଶୋଭା ଜଗତରେ ll
ନିର୍ମଳ ସରସୀର ଜଳ l
ଫୁଟିଲେ କୁମୁଦ କମଳ ll
କାଶତଣ୍ଡିରେ ହୋଇ ମଣ୍ଡି l
ସୁନ୍ଦର ଦିଶେ ପଠା ଦଣ୍ଡୀ ll…
(ସଵାରୀ )
ଶୀର୍ଷକ //
(ସଵାରୀ )
ସଵାରୀ ଵାଲା ରେ ସଵାରୀ ଵାଲା
ତୋ ପାଦର ଗତି ସଅଳ ଚଲା
ବାପ ଘରୁ କେତେ ଲୁହ ଗଡେଇ
ଝିଅଟି ଆସିଛି ମୋହରି ପାଇଁ........!
ଭାଇ,ବନ୍ଧୁ, ସାଥେ ମନକୁ ନେଇ
ଆସିଥିଲି ମୋର କନିଆ ପାଇଁ
ବେଗି ବେଗି ଚାଲ ସଵାରୀ ଭାଇ
ମୋ ଘର ଲକ୍ଷ୍ମୀ ଙ୍କୁ କାନ୍ଧରେ…