Browsing Category

ଓଡିଶା

ଓଡ଼ିଆ ମହିଳା ଉଦ୍ୟୋଗୀ ଇତିଶ୍ରୀ ରଥ ପୁରସ୍କୃତ

ମୁମ୍ବାଇ:ମୁମ୍ବାଇରେ ଆୟୋଜିତ ଏକ ଉତ୍ସବରେ ଇତିଶ୍ରୀ ରଥ ଙ୍କୁ ‘ବିଜନେସ ୱମାନ ଅଫ୍ ଦି ଇଅର ‘ ସମ୍ମାନ ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ପ୍ରଦାନ କରୁଛନ୍ତି ।

ପ୍ଲାଷ୍ଟିକ ମୁକ୍ତ ଦୋଳବନ୍ଧ ଡାକରା ଦେଲେ ସ୍ବେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ ।

ଗଜପତି,3.10(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱଚ୍ଛ ପରିବେଶ ଉପରେ ବିଶେଷ ଦୃଷ୍ଟି ଦେବାକୁ ନେଇ ଜନସାଧାରଣଙ୍କୁ ଆହ୍ୱାନ କରୁଥିବା ବେଳେ ଏହି କଥାକୁ ଚିନ୍ତା କରି ପ୍ରକୃତି ପ୍ରେମୀ ମନୋଜ ଦାଶଙ୍କ ଡ଼ାକରାରେ ଗଜପତି…

ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନସିପ୍‌ର ତୃତୀୟ ଦିନ ସଫଳତାର ସହ ସମ୍ପନ୍ନ ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ କଇଁପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନସିପ୍‌ର ତୃତୀୟ ଦିନ ସଫଳତାର ସହ ସମ୍ପନ୍ନ ହୋଇଛି।ତୃତୀୟ ଦିନରେ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳା ବର୍ଗରେ…

ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ଅବସରରେ ଜନସମ୍ପର୍କ ପଦଯାତ୍ରା ରେ ଜନ ସମୁଦ୍ର ।

ଗଜପତି 3/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗାନ୍ଧିଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମାଛମରା ଓ କଣ୍ଟାଗଡ଼ ଅଞ୍ଚଳ…

ଠିକା କର୍ମଚାରୀଙ୍କ ସମସ୍ୟା ନେଇ ବିଧାୟକଙ୍କୁ ଗୁହାରି କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ, ସମାଧାନ ପାଇଁ ବିଧାୟକଙ୍କ…

ଗଜପତି, ୩/୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଅଧୀନରେ କାର୍ଯ୍ୟରତ କିଛି ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଅଭିଯୋଗ କରାଯାଇଛି। ନିଯୁକ୍ତି ପ୍ରକ୍ରିୟା, କାର୍ଯ୍ୟ ବଣ୍ଟନ, ପାରିଶ୍ରମିକ ପ୍ରଦାନ, କାର୍ଯ୍ୟ ସୁରକ୍ଷା ଓ…

ମୁଖ୍ୟ ନିର୍ବାନ ଅଧିକାରୀ ଓଡ଼ିଶା’ଙ୍କ କାର୍ଯ୍ୟାଳୟର ତା ୦୩.୧୦.୨୦୨୬ ରିଖର ନିର୍ଦ୍ଦେଶ ଅନୁସାରେ ଏସଆଇଆର -୨୦୨୬…

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ) :ଆଜି ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଛନ୍ତି ଯେ, ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ମୁଖ୍ୟ ନିର୍ବାଚନ…

ବନ୍ୟା ପ୍ରଭାବିତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପରିଖିରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଲେ ବାଲେଶ୍ଵର ସାଂସଦ…

ବାଲେଶ୍ୱର, ୦୩.୧୦(କୃଷ୍ଣ କୁମାର ମହାନ୍ତି) : ବନ୍ୟା ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଖି ପଞ୍ଚାୟତରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ…

ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗ; ତଦନ୍ତରୁ ସାମ୍ନାକୁ ଆସିଲା ଭିନ୍ନ କାହାଣୀ

ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ନୂଆ ମୋଡ଼ ଆସିଛି। ଚୋରି ଉଦ୍ଦେଶ୍ୟରେ ଅଭିଯୁକ୍ତ ଘରେ ପଶିଥିବା ଏବଂ ପରେ ଯୁବତୀଙ୍କୁ ଧମକ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି…

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ନୂଆଦିଲ୍ଲୀରେ ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ‘‘ଏ ୱାର୍ଲ୍ଡ ପ୍ରାଇସଡ୍‌ ଫର୍‌ ରିସ୍କ’’ ବା ବିପଦ ହିସାବରେ ବିଶ୍ୱରେ ମୂଲ୍ୟ ନିର୍ଦ୍ଧାରଣ- ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଅଧିବେଶନରେ…

ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା। ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ବ୍ୟାପକ…