Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
CISCE ଜାତୀୟ ଯୋଗ ପ୍ରତିଯୋଗିତାରେ ହେରିଟେଜ୍ ସ୍କୁଲ୍ର ଛାତ୍ରଙ୍କ ସ୍ୱର୍ଣ୍ଣିମ ସଫଳତା
କୋଲକାତା (୧୫/୯): କୋଲକାତାର ଦି ହେରିଟେଜ୍ ସ୍କୁଲ୍ର ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ଅର୍ମାନ ଶର୍ମା ଯାଦବ ଏବଂ ଅଦିତ ମଚ୍ଛର CISCE ଜାତୀୟ ଯୋଗ ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବୟସ ବର୍ଗର ରିଦମିକ୍ ପେୟାର୍ (Rhythmic Pair) ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ବିଦ୍ୟାଳୟ ପାଇଁ…
ପୂଜା ମଣ୍ଡପରେ ବିଦ୍ୟୁତ ୱାୟରିଂ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ
ରାୟଗଡ଼ା: ଭି ଗୌରୀଶଙ୍କର ରାଓ ;- ଚାନ୍ଦିଲି ଥାନା ଅନ୍ତର୍ଗତ ମନରଞ୍ଜନ କେନ୍ଦ୍ର ପୂଜା ମଣ୍ଡପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂଜା ମଣ୍ଡପରେ ବିଦ୍ୟୁତ ୱାୟରିଂ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଆଲୁ ସୀତାରାମ ରାଜୁ (୨୮)। ସେ…
ଆସୁଛି ପାର୍ବଣ ଋତୁ : ଶାନ୍ତିଶୃଙ୍ଖଳା ରକ୍ଷା ନେଇ ପୁଲିସର ପ୍ଲାଗମାର୍ଚ୍ଚ, ଅସାମାଜିକଙ୍କ ଉପରେ କଡା ନଜର
ପଟ୍ଟାମୁଣ୍ଡାଇ୧୪/୯ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏକ ସମ୍ବେଦନଶୀଳ ଅଂଚଳ । ଆଗକୁ ପାର୍ବଣ ରୁତୁ ଆସୁଥିବାରୁ, ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ସକ୍ରିୟ ହୋଇ ଉଠିଛି । ଗଣେଶ ପୂଜାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦେଶରେ…
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ନୂଆଦିଲ୍ଲୀ, ତା ୧୪.୦୯.ରିଖ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା ଓ ସୋ) ପକ୍ଷରୁ କିମ୍ବଦନ୍ତୀ ଗାୟକ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୱା ଓ ସୋ ଦ୍ୱାରା ଆଭାସୀ ମଞ୍ଚରେ ଆୟୋଜିତ ଏକ ଶୋକସଭାରେ ବିଶ୍ୱବ୍ୟାପୀ ପ୍ରବାସୀ ଓଡ଼ିଆ ନେତାମାନେ ଯୋଗଦେଇ ଶ୍ରୀ…
ଏମ୍ଏମ୍ଡ଼ିଆର୍ ସଂଶୋଧନ ଆଇନ-୨୦୨୬ : ବିକଶିତ ଭାରତ -ବିକଶିତ ଓଡ଼ିଶା ପାଇଁ ଏକ ମାଇଲ ଖୁଂଟ
ଓଡ଼ିଶାକୁ ପ୍ରକୃତିର ଏକ ଅମୂଲ୍ୟ ଉପହାର ଏହାର ଖଣିଜ ସମ୍ପଦ । ଅନେକ ରାଜ୍ୟରେ ଖଣିଜ ସମ୍ପଦ ନଥିବାବେଳେ ଓଡ଼ିଶାରେ ଉଭୟ ଗୁରୁ ଓ ଲଘୁ ଖଣିଜ ସମ୍ପଦର ଭଣ୍ଡାର ଅଛି । ସାରା ଦେଶ ପରି ଓଡ଼ିଶାର ଗୁରୁ ଖଣିଜ ସମ୍ପଦ, କେନ୍ଦ୍ର ସରକାରଙ୍କର ଅଧୀନରେ ଥିବାବେଳେ ଲଘୁ ଖଣିଜ ସମ୍ପଦ, ରାଜ୍ୟ ସରକାରଙ୍କର…
ଦିମାଗି ନକ୍ସଲ: ବିଭାଜନକାରୀ ଏବଂ ବିନାଶକାରୀ ଚିନ୍ତାଧାରାର ପ୍ରସାର ପାଇଁ ଶିକ୍ଷାଗତ କାର୍ଯ୍ୟକ୍ରମ, ଗଣମାଧ୍ୟମ,…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୨୬ରେ ସ୍ୱାଧୀନତା ଦିବସ ଭାଷଣରେ ଏହି ଶବ୍ଦଟି ପ୍ରଚଳନ କରିଥିଲେ। ସେ କହିଥିଲେ ଯେ ଦୂରବର୍ତ୍ତୀ ଜଙ୍ଗଲରେ ସଶସ୍ତ୍ର ନକ୍ସଲବାଦ ଶେଷ ହେଉଥିବା ବେଳେ, ସହରାଞ୍ଚଳରେ "ଦିମାଗି ନକ୍ସଲ" ଏକ ବିପଦ ରହିଛି ଏବଂ ସେମାନଙ୍କୁ ଅଲଗା କରାଯିବା ଉଚିତ।…
ଶିଶୁ ଶ୍ରମମୁକ୍ତ ବାଲେଶ୍ୱର ଗଠନ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱାରୋପ
ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ଶିଶୁ ଶ୍ରମମୁକ୍ତ ବାଲେଶ୍ୱର ତଥା ଶିଶୁ ଶ୍ରମମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଛି।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ…
ଭୂତଳ ଜଳ ସୁରକ୍ଷା ଓ ଶିଳ୍ପାଞ୍ଚଳର ପଦକ୍ଷେପ ନେଇ ବିଧାନସଭା ସ୍ଥାୟୀ କମିଟିର ସମୀକ୍ଷା
ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସର୍କିଟ ହାଉସ୍ ଠାରେ ଓଡିଶା ବିଧାନସଭାର ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି-୨ ବାଲେଶ୍ଵର ଗସ୍ତ କରି ବିଭାଗ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା କମିଟିର ୨୦୨୬-୨୭ ବର୍ଷର ୪ର୍ଥ ସମୀକ୍ଷା ବୈଠକ ଯାହା ଜିଲ୍ଲା ପ୍ରଶାସନ ସହଯୋଗରେ…
ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଶେଖ୍ ଖାଲିଦ ବିନ୍ ମହମ୍ମଦଙ୍କ ସହ ଏକ ବୈଠକ କରିଥିଲେ।
ଉଭୟ ନେତା ଭାରତ-ୟୁଏଇ ବ୍ୟାପକ ରଣନୀତିକ ସହଭାଗିତାର ଗୁରୁତ୍ୱକୁ ଦୋହରାଇଥିଲେ, ଯାହା ଦୃଢ଼ ରାଜନୈତିକ, ସାଂସ୍କୃତିକ, ବାଣିଜ୍ୟିକ, ଉର୍ଜା ଏବଂ…
ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ
ମାଲକାନଗିରି: ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରାତି ଅବିଶ୍ରାନ୍ତ ଗତିରେ ବର୍ଷା ଜାରି ରହିଥିବାରୁ ଲୋକଙ୍କ ପାଇଁ ଘରୁ ବାହାରକୁ ଯିବା ଆସିବା ଅତ୍ୟନ୍ତ କଷ୍ଟସାଧ୍ୟ…