Browsing Category

ଓଡିଶା

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ନେପାଳର ବିଦ୍ୟୁତ ସଙ୍କଟ ଦୂର କରିବା ପାଇଁ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଛନ୍ତି। ନେପାଳକୁ ଦୈନିକ ୧୮ ଘଣ୍ଟା ବିଜୁଳି ରପ୍ତାନି କରିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି। ଏହି ବିଦ୍ୟୁତ୍ ଯୋଗାଣ ଆସନ୍ତା…

ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

କଟକ: ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ସିଲଭର ସିଟି କଟକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। କଟକର ବିଶ୍ୱପ୍ରସିଦ୍ଧ ଚାନ୍ଦି ମେଢଗୁଡ଼ିକର ଚମକ ଫେରାଇ ଆଣିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଚାନ୍ଦି ଅଳଙ୍କାର ସଫେଇ ଓ ମରାମତି କାମ ଜୋରଦାର ଆରମ୍ଭ ହୋଇଯାଇଛି। ଖାନନଗର-ଖପୁରିଆ…

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଭିତ୍ତିଭୂମି ଅଭାବ: ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସୁରକ୍ଷା ଅଭାବକୁ ନେଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ହଷ୍ଟେଲ ସୁବିଧା, ପାଠପଢ଼ା ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସୁରକ୍ଷା ବ୍ୟବସ୍ଥା ନଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ…

ଆଇଏଲଏସ୍ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

ପୁରୀ: “ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର-କ୍ଲିନ୍ କୋଷ୍ଟ, ସେଫ୍ ସି” ଅଭିଯାନର ଏକ ଅଂଶ ସ୍ୱରୂପ, ବିଆରଆଇସି-ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ୍), ଭୁବନେଶ୍ୱର ପକ୍ଷରୁ ସୋମବାର ପୁରୀ ବେଳାଭୂମିରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉପକୂଳବର୍ତ୍ତୀ ସ୍ୱଚ୍ଛତା ଏବଂ…

ଆଜି ନୂଆଁଖାଇ ; ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ, ଅନ୍ନ ଏଠି ବ୍ରହ୍ମ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ। ଆଧୁନିକତାର ଦ୍ରୁତ ପ୍ରବାହ ଓ ଡିଜିଟାଲ୍ ବିପ୍ଳବ ଭିତରେ ଅନେକ ପାରମ୍ପରିକ ପର୍ବପର୍ବାଣି ଆଜି କ୍ୟାଲେଣ୍ଡର୍‌ର…

ଇସ୍ରୋର ପୂର୍ବାନୁମାନ ; ଅକ୍ଟୋବର-ଡିସେମ୍ବରରେ ୩ ବଡ଼ ବାତ୍ୟା

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତର ଉପକୂଳ ଅଞ୍ଚଳ ପାଇଁ ବଡ଼ ସାମୁଦ୍ରିକ ବିପଦ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋର) ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍‌ର ଆକଳନ ଅନୁଯାୟୀ ବର୍ଷର ଶେଷ ତିନି ମାସ ମଧ୍ୟରେ ଉତ୍ତର…

UPI ପାଇଁ ଆସିଲା ନୂଆ ନିୟମ ; ୨,୦୦୦ ଟଙ୍କା ପର୍ଯ୍ୟନ୍ତ ମାଗଣା

ନୂଆଦିଲ୍ଲୀ : ୟୁପିଆଇକୁ ନେଇ ଆସିଲା ନୂଆ ନିୟମ। ଏଣିକି ୨ ହଜାର ପର୍ଯ୍ୟନ୍ତ ଟଙ୍କା ନେଣଦେଣ ଉପରେ ଦେୟ ଲଗାଯିବ ନାହିଁ। ଯଦି ଆପଣ ୟୁପିଆଇ ବ୍ୟବହାର କରି ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାର ସ୍ପଷ୍ଟ କରିଛନ୍ତି ଯେ ୨,୦୦୦ ପର୍ଯ୍ୟନ୍ତ ୟୁପିଆଇ…

ମୁନ କମ୍ୟୁନିକେସନ ପକ୍ଷରୁ ଆରମ୍ଭ ହେଲା ବନ୍ୟା ପରବର୍ତ୍ତୀ ନୀଳ ରକ୍ତ କଙ୍କଡା ଉଦ୍ଧାର ଅଭିଯାନ 

ବାଲେଶ୍ୱର, ୧୪/୯(କୃଷ୍ଣ କୁମାର ମହାନ୍ତି): ବନ୍ୟା ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ନୀଳରକ୍ତ କଙ୍କଡା ଉଦ୍ଧାର ଅଭିଯାନ ସାମାଜିକ ସଂଗଠନ 'ମୁନ କମ୍ୟୁନିକେସନ' ତରଫରୁ ମହିଁଶାଳୀ ମୁହାଁଣରେ ଆରମ୍ଭ କରାଯାଇଛି l ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ତ୍ଵରେ ଉଦ୍ଧାର…

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା, ଗୁଜରାଟ ଦ୍ଵାରା ପ୍ରଭୁ ଶ୍ରୀ ଗଜାନନ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ

ବରୋଦା ( ଗୁଜରାଟ) ତା ୧୫.୦୯.୨୦୨୬: ରିଖ। ଗତ କାଲି ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା, ଗୁଜରାଟ ( ଦୀର୍ଘ ୪୫ ବର୍ଷର ସଫଳତା ଯାତ୍ରା) ଦ୍ଵାରା ପ୍ରଭୁ ଶ୍ରୀ ଗଜାନନ ମହାପ୍ରଭୁଙ୍କ ପୂଜା ଧୁମ୍ ଧାମରେ ଶୃଙ୍ଖଳିତ ଭାବରେ ସମାହିତ ହୋଇ ଯାଇଛି। ପୂଜା ସମାଜର କାର୍ଯ୍ୟାଳୟରେ ଅନୁଷ୍ଠିତ…