Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରିଲିଫ ବଣ୍ଟନକରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ପୌର ପରିଷଦ ଡି ଏଲ ଆର୍ କର୍ମଚାରୀଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ୧୪/୯ : ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ଜନୈକ ଡି ଏଲ ଆର୍ କର୍ମଚାରୀ ଅକ୍ଷୟ ମଲ୍ଲିକ (ଅମିନ) ୧୦ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନ କରି ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି I ପ୍ରକାଶ…
ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ
.ନୂଆଦିଲ୍ଲୀ ତା ୧୫.୦୯. ରିଖ ; ଏଠାକାର ବିକାଶ ପୁରୀ ଠାରେ ୨୬ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା । ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର…
ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ
ନୂଆଦିଲ୍ଲୀ ତା ୧୫.୦୯. ରିଖ ; ଏଠାକାର ପୁଷ୍ପଵିହାର ଠାରେ ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ୧୬ ତମ ବାର୍ଷିକ ଗଣେଶ ପୂଜା ମହା ସମାରୋହରେ ପାଳନ କରାଯାଇଛି ।ଭକ୍ତିପୂତ ପରିବେଶ ମଧ୍ଯରେ ଅପରାହ୍ନରେ ଗଣପତି ଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ…
ବାଗବଜାର : ଶ୍ରୀରାମକୃଷ୍ଣ ଭାବାନ୍ଦୋଳନର ପୁଣ୍ୟତୀର୍ଥ
କଲକାତା (୧୫/୯): ଦକ୍ଷିଣେଶ୍ୱର ଯଦି ‘ମା’ କାଳୀଙ୍କ ଗଡ଼’ ହୁଏ, ତେବେ ବାଗବଜାର ନିଶ୍ଚିତ ଭାବରେ ‘ଶ୍ରୀରାମକୃଷ୍ଣଙ୍କ ଗଡ଼’। ଉତ୍ତର କୋଲକାତାର ଏହି ଅଞ୍ଚଳରେ ହିଁ ଠାକୁରଙ୍କ କୋଲକାତାବାସୀ ଅଧିକାଂଶ ଭକ୍ତଙ୍କ ବାସସ୍ଥାନ ଥିଲା। ଏପରିକି ଠାକୁର ଦକ୍ଷିଣେଶ୍ୱରରୁ ‘କଲିକତା’ର ଏହି ଅଞ୍ଚଳକୁ ହିଁ…
ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ବିରାଟ ଗାତ ଓ ଭଙ୍ଗା ଭୂତଳ ପୋଲ
ଗଜପତି,୧୫.୯ (ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ସୁରକ୍ଷାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ଏବଂ ପାରଳାଖେମୁଣ୍ଡି–ବ୍ରହ୍ମପୁର–ପଲାସା ଯାତାୟାତର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଭୂତଳ…
ପଦ୍ମପୁର ନିକଟରେ ଜୁଆ ଆଡ୍ଡା ଉପରେ ଚଢାଉ,୫ ଜୁଆଡି ଗିରଫ
ଗଜପତି,୧୫.୯(ମନୋଜ ପାଢ଼ୀ) :- ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପଦ୍ମପୁର ଗ୍ରାମ ନିକଟସ୍ଥ ଏକ କାଜୁ ବଗିଚାରେ ଚାଲିଥିବା ଏକ ସଂଗଠିତ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି।ଏହି ଘଟଣାରେ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୩୭୮/୨୦୨୬, ତା. ୧୩.୦୯.୨୦୨୬ରେ ଭାରତୀୟ ନ୍ୟାୟ…
ବଡଖେମୁଣ୍ଡି ତାଲୁକା ମାଳମୁଠା ମଧୁବୈଶ୍ୟ ସମାଜର ଗଣେଶ ପୂଜା ଓ ବାର୍ଷିକ ବନ୍ଧୁମିଳନ ।
ମୋହନା ତା 15/09/26 ରିଖ(ମନୋଜ କୁମାର ପାଢୀ) ସୋମବାର ଦିନ ବଡଖେମୁଣ୍ଡି ତାଲୁକା ଅନ୍ତର୍ଗତ ଚାନ୍ଦିପୁଟ ଠାରେ ମାଳମୁଠା ମଧୁବୈଶ୍ୟ ସମାଜ ତରଫରୁ ବାର୍ଷିକ ଗଣେଶ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସହ ସମ୍ପାଦକ ଶ୍ରୀ…
ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆନ୍ଦୋଳନକାରୀଙ୍କ…
ଗଜପତି,୧୫.୯(ମନୋଜ ପାଢ଼ୀ) :- ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣକୁ ବିରୋଧ କରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଆହ୍ବାନ ଦେଇ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡକାରଣ୍ୟ ବିକାଶ…
ରାଷ୍ଟ୍ରଭାଷା ପ୍ରଚାର ସମିତି ପକ୍ଷରୁ ନଗର ଭବନଠାରେ ହିନ୍ଦୀ ଦିବସ ପାଳିତ ।
ଗଜପତି,୧୫.୯.(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ନଗର ଭବନଠାରେ ରାଷ୍ଟ୍ରଭାଷା ପ୍ରଚାର ସମିତି, ୱାର୍ଧ୍ଧା ପକ୍ଷରୁ ହିନ୍ଦୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ କୁଲଦୀପ…
ଗଣ୍ଡାହାତୀ ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼, ମନ ମୋହୁଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ
ଗଜପତି,୧୫.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଥିବା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତ ଏବେ ଦର୍ଶକ ଓ ପର୍ଯ୍ୟଟକଙ୍କ ମନ ମୋହୁଛି। ବର୍ତ୍ତମାନ ବର୍ଷା ଲାଗିରହିଥିବା ଯୋଗୁଁ ଜଳପ୍ରପାତରେ ଜଳସ୍ତର ବୃଦ୍ଧି ପାଇଛି, ଯାହା…