Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ଅଣ ଓସାରିଆ ପୋଲକୁ ନେଇ ଜନ ଅସନ୍ତୋଷ।
ଗଜପତି,୧୬.୯(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡି ସହର ସନ୍ନିକଟ ନୂଆ କେରାଣ୍ଡି ଗ୍ରାମ ନିକଟରେ ଅବସ୍ଥିତ ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଅଣ ଓସାରିଆ ପୋଲ ପାର୍ଶ୍ଵରେ ପ୍ରାୟ ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିବା ଯୋଗୁଁ ସେହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ସେହି…
ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ
ପାଟନା: ବିହାର ରାଜନୀତିରେ ପୁଣି ଥରେ ତେଜ ହେଉଛି ରାଜନୈତିକ ତାତି। ସମାନ ନାଗରିକ ସଂହିତା (UCC)କୁ ନେଇ NDA ଭିତରେ ମତଭେଦ ଚର୍ଚ୍ଚାରେ ଥିବାବେଳେ, ଏବେ ଜନତା ଦଳ ୟୁନାଇଟେଡ୍ (JDU) ଡାକିଛି ଏକ ବଡ଼ ବୈଠକ। ସେପ୍ଟେମ୍ବର ୧୮ରେ ପାଟନାରେ ହେବାକୁ ଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦ,…
ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ନୂଆଁଖାଇ ହେଉଛି ଆମ ଚାଷୀ, ଫସଲ ଏବଂ ଏକତା ଭାବନାର ପର୍ବ। ଏହି ବିଶେଷ ଅବସର ସମାଜରେ ସଦ୍ଭାବନା ଏବଂ ଏକତାର ଭାବନାକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ…
ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ପରେ ଏବେ ୟୁସିସି ଉପରେ ପ୍ରତିକ୍ରିୟା ପ୍ରକାଶ କଲା ଟିଡିପି
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟଗୁଡ଼ିକରେ ୟୁସିସି ଲାଗୁ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ମେଣ୍ଟ ଭିତରେ ଥିବା ସମସ୍ତ ସହଯୋଗୀମାନେ ସହମତ ହେବେ କି ନାହିଁ ସେ ବିଷୟରେ ସସପେନ୍ସ ରହିଛି। ଜେଡିୟୁ ଏବଂ ଚିରାଗ ପାସୱାନ ଏହି ପ୍ରସଙ୍ଗରେ…
ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ
ଆଦିଲ୍ଲୀ: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ କରାଯିବାକୁ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ସମ୍ପର୍କରେ ଏକ ନୂତନ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାରଙ୍କ ଅନୁଯାୟୀ, 2,000 ଟଙ୍କାରୁ ଅଧିକ UPI ପେମେଣ୍ଟ ପାଇଁ ବ୍ୟବସାୟୀଙ୍କଠାରୁ 0.4% ଶୁଳ୍କ ଆଦାୟ…
ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର
ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ଆଜି ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର ଦୁଇଜଣ ପିଲା ଗ୍ରାମ ବାହାରେ ଖେଳୁଥିବା ବେଳେ ପାରାଟି ଆସି ସେମାନଙ୍କ ନିକଟରେ ବସିଥିଲା। ପାରାଟିର ଗୋଡ଼ରେ ଏକ ପ୍ଲାଷ୍ଟିକ ଟ୍ୟାଗ…
ଦାରା ସିଂଙ୍କ ମୁକ୍ତି ଆବେଦନକୁ ଖାରଜ କଲା ଓଏସ୍ଏସ୍ଆର୍ବି
ଭୁବନେଶ୍ବର:ଅଷ୍ଟ୍ରେଲୀୟ ପାଦ୍ରୀ ଗ୍ରାହାମ ଷ୍ଟେନ ଏବଂ ତାଙ୍କ ୨ ଶିଶୁପୁତ୍ରଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ୍ ସିଂ ଓରଫ ଦାରା ସିଂଙ୍କ ଜେଲରୁ ଖଲାସ ଆଶା ମଉଳି ଯାଇଛି । ମଙ୍ଗଳବାର ଓଡ଼ିଶା ଷ୍ଟେଟ ସେନଟେନ୍ସ ରିଭ୍ୟୁ ବୋର୍ଡ ଦାରାଙ୍କ ମୁକ୍ତି…
ରିଲିଫ ବଣ୍ଟନକରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ପୌର ପରିଷଦ ଡି ଏଲ ଆର୍ କର୍ମଚାରୀଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ୧୪/୯: ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ଜନୈକ ଡି ଏଲ ଆର୍ କର୍ମଚାରୀ ଅକ୍ଷୟ ମଲ୍ଲିକ (ଅମିନ) ୧୦ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନ କରି ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି I ପ୍ରକାଶ…
ସୁନା ଗହଣା ଚୋରି ଘଟଣା: କିଛି ଜଣଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲା ପୋଲିସ ।
ଗଜପତି,15.9(ମନୋଜ ପାଢ଼ୀ): ଗଜପତି ଜିଲ୍ଲା କାଶୀନଗର ଏନଏସିର ଷ୍ଟେଟ ବ୍ୟାଙ୍କ ନିକଟରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଗୋଟି ଘରୁ 3 ଲକ୍ଷ 60 ହଜାର ଏବଂ ସୁନା ଗହଣା ଚୋରି ଘଟଣାରେ ପୋଲିସ ଆନ୍ଧ୍ରରୁ କିଛି ଜଣଙ୍କୁ ଆଣି ତନାଘନା କରୁଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,…
ଶୁଣିଲାନି ପ୍ରଶାସନ: ମିଳିତ ଭାବେ ନିଜ ରାସ୍ତା ନିଜେ ନିର୍ମାଣ କଲେ ଗ୍ରାମବାସୀ
ଗଜପତି,15.9(ମନୋଜ ପାଢ଼ୀ): ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ନିବେଦନ ପରେ ମଧ୍ୟ ପ୍ରଶାସନ ଶୁଣିଲେନି, ରାସ୍ତା ନିର୍ମାଣ ହୋଇପାରିଲାନାହିଁ. ପରେ ଗ୍ରାମବାସୀମାନେ ମିଳିତ ବୈଠକ କରି ନିଷ୍ପତ୍ତି ନେଲେ, ନିଜ ଗ୍ରାମ ରାସ୍ତା ନିଜେ ନିର୍ମାଣ କରିବେ | ଏଭଳି ଘଟଣା ଦେଖିବାକୁ ମିଳିଛି…