Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ନୂଆଦିଲ୍ଲୀର ଯଶୋଭୂମିଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ ର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ।
୧୭ ରୁ ୧୯ ସେପ୍ଟେମ୍ବର ୨୦୨୬…
EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ EPF ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, EPF ଦ୍ୱାରା ଆବୃତ କର୍ମଚାରୀଙ୍କ ମୂଳ ଦରମା 15,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି…
ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଡ଼କାୟତି ଘଟଣାରେ ୫ ଗିରଫ
ବାଲିଆପାଳ: ଚଳିତ ମାସ ୮ ତାରିଖ ଦିନ ଦ୍ୱିପ୍ରହରରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ଖାପରାପଦା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇ ଥିବା ସଶାସ୍ତ୍ର ଡକାୟତିରେ ସଂପୃକ୍ତ ୫ ଜଣ ଡ଼କାୟତଙ୍କୁ ବାଲିଆପାଳ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ ବାଲିଆପାଳ ଥାନାରେ…
ବାତ୍ୟା ନେଇ ଏଯାଏଁ କୌଣସି ଆକଳନ ହୋଇନି: ଆଇଏମଡି ଡିଜି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ଆକଳନ କରାଯାଇନାହିଁ। କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି। ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ୧୯ ତାରିଖ ବେଳକୁ ପୂର୍ବ…
ସମ୍ବଲପୁରକୁ ନୂଆଁଖାଇ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ୯୬୦ କୋଟି ଟଙ୍କାର ପ୍ରକଳ୍ପ, ଦେଶର ୫୧ତମ ଡଫଲର ରାଡାର
ସମ୍ବଲପୁର,: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସମ୍ୱଲପୁର ଗସ୍ତ ଅବସରରେ ଜିଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ନୁଆଁଖାଇ ଭେଟି ଦେଇଛନ୍ତି । ସମ୍ୱଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ୱଲପୁର…
ବାଲେଶ୍ଵର ସହରକୁ ପ୍ରବେଶ ପଥ ତାମୁଳିଆ ବ୍ରିଜ୍ ବନ୍ଦ କାରଣରୁ ଯାନବାହାନ ଯାତାୟାତରେ ଅସୁବିଧା
•ଆଳୁପୁର ରେଳଧାରଣାରେ ବଢୁଛି ବିପଦପୂର୍ଣ୍ଣ ଯାତ୍ରା,
•ରେଳ ଫାଟକ ନଥିବାରୁ ଦୁର୍ଘଟଣା ଆଶଙ୍କା
Swami Brajeshanandaji Maharaj Passes Away
Kolkata (16/9): With profound sorrow, the Ramakrishna Mission has announced the passing away of Swami Brajeshanandaji Maharaj, popularly known as Achintya Maharaj, at Ramakrishna Mission Seva Pratishthan, Kolkata, on September 16, 2026, at…
ରାୟଗଡ଼ ବ୍ଲକ୍ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଗୁରତ୍ୱପୂର୍ଣ୍ଣ ନଥିପତ୍ର ନଷ୍ଟ ।
ଗଜପତି,୧୬.୯(ମନୋଜ ପାଢ଼ୀ) -: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ସରକାରୀ ଦସ୍ତାବିଜ୍ ଓ ଆସବାବପତ୍ର…
ବେଆଇନ୍ ବାଣ ଗଚ୍ଛିତ ଅଭିଯୋଗରେ ପୁଲିସର ଚଢ଼ାଉ,ଗୋଦାମ ସିଲ୍।
ଗଜପତି, ୧୬.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଠାରୁ କାଶୀନଗର ଯିବା ରାସ୍ତାରେ ଅବସ୍ଥିତ ଏକ ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଲାଡି ଶାମ୍ଭାମୂର୍ତ୍ତି ଆଣ୍ଡ ସନ୍ସ ନାମକ ଏହି ଗୋଦାମରେ ବେଆଇନ୍ ଭାବେ ବାଣ ମହଜୁଦ ଓ ବ୍ୟବସାୟ କରାଯାଉଥିବା…
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଯୁବ ରେଡକ୍ରସ୍ର ଶପଥ ଗ୍ରହଣ ଓ ଅଭିମୁଖୀକରଣ ।
ଗଜପତି,୧୬.୯(ମନୋଜ ପାଢ଼ୀ) :-ସ୍ଥାନୀୟ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଯୁବ ରେଡକ୍ରସ୍ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀଙ୍କ ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର…