Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
World Hypertension Day Celebrated.
New Delhi (17/5):In observance of World Hypertension Day (celebrated on 17th May), Dr. Ananda Balayogi Bhavanani, MBBS, MD, DSc (Yoga) C-IAYT, Professor and Director ISCM of Sri Balaji Vidyapeeth & Chairman ICYER at Ananda Ashram,…
ମୁମ୍ବାଇ ପରେ ତରଭୁଜକୁ ନେଇ ଓଡ଼ିଶାରେ ବି ବଢ଼ିଲା ଚର୍ଚ୍ଚା। ପଟ୍ଟାମୁଣ୍ଡାଇ କୁପୁଣି ଗାଁରେ ସପ୍ତମ ଛାତ୍ରର ମୃତ୍ୟୁ।
କେନ୍ଦ୍ରାପଡ଼ା : ମୁମ୍ବାଇ ପରେ ତରଭୁଜକୁ ନେଇ ଓଡ଼ିଶାରେ ବି ବଢ଼ିଲା ଚର୍ଚ୍ଚା। ତରଭୁଜ ଖାଇ ପରିବାରର ୫ ଜଣ ଅସୁସ୍ଥ ହେବା ସହ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ସ୍ତବ୍ଧ କେନ୍ଦ୍ରାପଡ଼ା ଜିଲ୍ଲା। ଗତକାଲି ପରିବାର ସହ ପୋଇ ରାଇ ଖାଇଥିଲେ, ହେଲେ ପୂର୍ବରୁ ଖାଇଥିବା ତରଭୁଜକୁ ନେଇ ଏବେ…
ନିର୍ଦ୍ଧାରିତ ସମୟ ଆଗରୁ ଆଣ୍ଡାମାନ ଛୁଇଁଲା ମୌସୁମୀ
ଭୁବନେଶ୍ବର : ଆଗକୁ ବଢ଼ିଲା ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟ ଆଗରୁ ଆଜି ଆଣ୍ଡାମାନ ଛୁଇଁ ଆଗକୁ ବଢ଼ିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ଅନେକ ଅଂଶ, ସମଗ୍ର ନିକୋବର ଦ୍ୱୀପପୁଞ୍ଜ…
ମାସିକ ଇ-ପତ୍ରିକା “ସୂର୍ଯ୍ୟପ୍ରଭା” ଲୋକାର୍ପିତ
କୋଲକାତା (୧୬/୫) : ଶୁକ୍ରବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ଷଷ୍ଠ ଅଙ୍କ । ଶ୍ରୀ ଶ୍ରୀ ଜଗନ୍ନାଥ ବନ୍ଦନା ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ବର୍ତ୍ତମାନ ଦେଶରେ ଉତ୍ପନ୍ନ ହେଇଥିବା ତୈଳ ସଙ୍କଟ ତଥା ଏହାର…
ମହିଳା CRCCଙ୍କୁ ନିର୍ଯାତନା ଓ ଟଙ୍କା ହେରଫେର ମାମଲା। ସସପେଣ୍ଡ ହେଲେ ବରଗଡ଼ ଡିଇଓ ଓ ବିଇଓ।
ବରଗଡ଼ : ମହିଳା CRCCଙ୍କୁ ଯୌନ ନିର୍ଯାତନା ଓ ଟଙ୍କା ହେରଫେର ମାମଲାରେ ବରଗଡ଼ ଡିଇଓ ଓ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଡିଇଓ ଜ୍ୟୋତିକାନ୍ତ ସାହୁ ଓ ବିଇଓ ସୁରେନ୍ଦ୍ର ସାହୁଙ୍କୁ ନିଲମ୍ବନ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପୂର୍ବରୁ PET ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ…
ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର…
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ
ସମ୍ବଲପୁର : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ…
ନୂଆ ପୁଲିସ ମହାନିର୍ଦେଶକ ପଦ ପାଇଁ ୧୧ ନାମ ସୁପାରିସ
ଭୁବନେଶ୍ବର : ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୬ ବ୍ୟାଚ ମଧ୍ୟରେ ଥିବା ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସ୍ସିକୁ ସୁପାରିସ କରିଛନ୍ତି। ଏଥିମଧ୍ୟରୁ ୟୁପିଏସ୍ସି ତିନୋଟି…
ସରଳୀକରଣ ହେଲା ଆପାର୍ଟମେଣ୍ଟ କିଣାବିକା ସହ ପଞ୍ଜିକରଣ
ଭୁବନେଶ୍ୱର : ସାଧାରଣ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଦୂର ହୋଇଛି ଦୀର୍ଘବର୍ଷର ପ୍ରତିବନ୍ଧକ । ଏଣିକି ସରଳ ହେବ ଫ୍ଲାଟ କିଣାବିକା। ଆପାର୍ଟମେଣ୍ଟର କମନସ୍ପେସ୍ ରେଜିଷ୍ଟ୍ରେସନ ସହ ଅନ୍ୟାନ୍ୟ ସୁବିଧା ପାଇଁ ଥରେ ଦେବାକୁ ପଡିବ ୫୦ ହଜାର ଟଙ୍କା । ଓଡିଶା ଆପାର୍ଟମେଣ୍ଟ ମାଲିକାନା…
ତୈଳ ଦର ବୃଦ୍ଧି ପରେ ଓଡ଼ିଶାରେ ଘରୋଇ ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର।
ଭୁବନେଶ୍ୱର : ସାଧାରଣ ଜନତାଙ୍କ ପକେଟ୍କୁ ପୁଣି ଝଟ୍କା। ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ଅର୍ଡିନାରୀ ବସ୍ ୮୮ ପଇସାରୁ ବୃଦ୍ଧି ପାଇ ୯୦ ପଇସା (କିମି ପିଛା), ଏକ୍ସପ୍ରେସ୍ ବସ୍ ୯୨ ପଇସାରୁ ବୃଦ୍ଧି…