Browsing Category

ଓଡିଶା

ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

ଗଜପତି,୮.୮ (ମନୋଜ ପାଢ଼ୀ)-: ଆସନ୍ତା ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ…

ଅତି ପୁରାତନ ପ୍ରସିଦ୍ଧ ରାଧାକାନ୍ତ ମଠର ମହନ୍ତ ଭାବେ ଦାୟିତ୍ୱ ନେଲେ ଗୋପାଳ ଦାସ ।

ଗଜପତି,୮.୮(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଅବସ୍ଥିତ ଅତି ପୁରାତନ ପ୍ରସିଦ୍ଧ ରାଧାକାନ୍ତ ମଠର ନୂତନ ମହନ୍ତ ଭାବେ ଗୋପାଳ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ ମହାରାଜମାନଙ୍କ…

୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହାଇସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା

ନବରଙ୍ଗପୁର,ଶେଖର ଖୁରା ତା. ୦୮.୦୮.୨୦୨୬: ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା, ଦେଶର ସ୍ୱାଧୀନତା ସଂଗ୍ରାମ ଓ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ସହରରେ…

ଗୋଷ୍ଠୀ ଶୌଚାଳୟ ନିର୍ମାଣ ଘଟଣା ! ପ୍ରଶାସନ ପକ୍ଷରୁ ଆଲୋଚନା ବିଫଳ : ଅନଶନ ଜାରି

ପଟ୍ଟାମୁଣ୍ଡାଇ ୮/୮:  ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନଶନ ଆଜି ଚତୃର୍ଥ ଦିନରେ ପହଞ୍ଚିଛି । ସରକାରୀ ରାସ୍ତା ଉପରେ ଗୃହ ନିର୍ମାଣ କରାଯାଉଥିବା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରି ଗତ ବୁଧବାର ଠାରୁ ମାଳିପୁର ଗ୍ରାମର କେତେଜଣ ଯୁବକ ପଟ୍ଟାମୁଣ୍ଡାଇ ତହସିଲ…

ବାଲେଶ୍ୱରରେ ଶୀଘ୍ର କାର୍ଯ୍ୟକ୍ଷମ ହେବ ଡପଲର ରାଡାର ଷ୍ଟେସନ : ୨୫୦ କିମି ପରିଧିରେ ବାତ୍ୟା, ବଜ୍ରପାତ ଓ ପ୍ରବଳ ବର୍ଷାର…

ବାଲେଶ୍ୱର, ୮/୮ (କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବାଲେଶ୍ୱରରେ ନିର୍ମାଣାଧୀନ ଅତ୍ୟାଧୁନିକ ଡପଲର ରାଡାର ଷ୍ଟେସନ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜିଲ୍ଲା ସଦର ବ୍ଲକର ହିଡିଗାଁ ଅଞ୍ଚଳରେ ନିର୍ମିତ ଚାରି…

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: “ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି ଆମର କୃଷକମାନଙ୍କ ସମୃଦ୍ଧି, ଗ୍ରାମାଞ୍ଚଳର ରୂପାନ୍ତର ଏବଂ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ଏକ ସେତୁ। ଏହି କ୍ଷେତ୍ରରେ କରାଯାଉଥିବା ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରକୁ ଉନ୍ନତ କରିବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରେ,…

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଚଳିତ ବର୍ଷର ନବାନ୍ନ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଏବଂ ରାଜପୁରୋହିତଙ୍କ ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ସକାଳ…

ଆମେରିକା ହାତରେ ଦେଶ

ନୂଆଦିଲ୍ଲୀ: ଆମେରିକାର ସିନେଟ୍ ୮୬-୧୧ ଭୋଟର ବହୁମତରେ ଭାରତ ସମେତ ପାଞ୍ଚଟି ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଟାରିଫ୍ ଲଗାଇବା ପାଇଁ ଏକ ବିଲ୍ ପାସ୍ କରିଛି। ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ୍ ଏବେ ଏହି ବିଲ୍ ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜରିୱାଲ୍ ଏକ ପୋଷ୍ଟରେ ବିଲ୍ ଉପରେ…

ସ୍ବଦେଶୀ ହସ୍ତତନ୍ତ ବିଶ୍ବର ବ୍ରାଣ୍ଡ୍‌ ହୋଇପାରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ‘‘ଏବେ ଆସିଛି ନୂଆ ଯୁଗାନ୍ତର, ଗାନ୍ଧୀ କହିଛନ୍ତି ବୁଲି ବାରବାର, ଖାଅ ଭାତ ମୁଠେ ଘର ଢିଙ୍କି କୁଟା, ପିନ୍ଧ ଲୁଗା ଖଣ୍ଡେ ହାତେ କାଟି ସୂତା।’’ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ…

ଭାରତ ସମେତ ୫ ଦେଶ ଉପରେ ୧୦୦ % ଟାରିଫ୍ ଲଗାଇବ ଆମେରିକା!

ନୂଆଦିଲ୍ଲୀ : ରୁଷରୁ ତେଲ କିଣିବା ପଡ଼ିପାରେ ମହଙ୍ଗା। ପୁଣି ଭାରତ ଉପରେ ଲାଗି ପାରେ ୧୦୦ ପ୍ରତିଶତ ଟାରିଫ୍। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅନେକ ଦେଶ ଉପରେ ଶୁଳ୍କ ଲଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି। ସେନେଟରେ ପାରିତ ଏକ ବିଲ୍ ଟ୍ରମ୍ପଙ୍କୁ ନୂତନ ଶକ୍ତି…