Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ (ନାଫେଡ଼) ର ଇ-ନିଲାମ ପୋର୍ଟାଲ ‘NAFEX.in’ ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ…
ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ: ଏଲ ନିନୋ ଏବଂ ଚଳିତ ବର୍ଷ ଏକ ଦୁର୍ବଳ କିମ୍ବା ଅନିଶ୍ଚିତ ମୌସୁମୀ ସମ୍ଭାବନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଖରିଫ ଋତୁ ପାଇଁ ପ୍ରସ୍ତୁତିକୁ ତୀବ୍ର କରିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ସାରା ଦେଶରେ…
ଭିଜିଲାନ୍ସ ଜାଲରେ ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ : କଣ୍ଟ୍ରାକ୍ଟର ଙ୍କ ଠାରୁ ନେଇଥିଲେ ୨ ଲକ୍ଷ
ରାୟଗଡା,୨୩/୬(ଭି, ଗୌରି ଶଙ୍କର ରାଓ) : ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ପ୍ରସନ୍ନ ପଟନାୟକ ଭିଜିଲାନ୍ସ ଜାଲରେ ଆଜି ପଡିଥିବା ଜଣାପଡିଛି I ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ଜୈନିକ କଣ୍ଟ୍ରାକ୍ଟର ଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ I ଏନେଇ କଣ୍ଟ୍ରାକ୍ଟର ଜଣଙ୍କ ଭିଜିଲାନ୍ସ…
ନୂଆପଡାରେ ଚାଷୀ ଆତ୍ମହତ୍ୟାକୁ ନେଇ ରାସ୍ତାରୋକ
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ଡା ଗ୍ରାମର ଚାଷୀ ନେପାଳ ମାଝୀ ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ତାଙ୍କର ଚଳିତ ରବି ଧାନ ଉଠାଣରେ ପ୍ରାୟ ୩୬.୯୬ କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଟୋକନ ଆସିଥିଲା। ସେ ପ୍ରାୟ ୩୬.୫କ୍ୱିଣ୍ଟାଲ ଧାନ…
ଡିଭିଏଫ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ
କୋରାପୁଟ: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅଧୀନ ବାଦଲିପାହାଡ଼ ଜଙ୍ଗଲ ଅଞ୍ଚଳରେ ଏକ ମାଓବାଦୀ ଡମ୍ପ ଠାବ କରିବାରେ କୋରାପୁଟ ପୋଲିସ ସଫଳ ହୋଇଛି। ଏଥିସହ ସେଠାରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଆତ୍ମସମର୍ପଣ କରିଥିବା…
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର : ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।
ଏହା ସହିତ…
ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର : ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଶା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ସମ୍ମାନ ପ୍ରଦାନ…
ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ବିଦ୍ରୋହୀ ତୃଣମୂଳ କଂଗ୍ରେସ ନେତାମାନେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି ଏବଂ ମମତା ବାନାର୍ଜୀଙ୍କୁ ସଭାପତି ପଦରୁ ହଟାଇଦେଇଛନ୍ତି। ଅରୂପ ରାୟଙ୍କୁ ତାଙ୍କର ନୂତନ ସଭାପତି ଭାବରେ ନିର୍ବାଚିତ କରିଛନ୍ତି। ଏହା ପରେ ଦିଦି ଏକ ଚାଲ୍ ଖେଳିଛନ୍ତି। ସେ ଏକ ନୂତନ ଟିଏମସି…
ଆଦିତ୍ୟ ବିର୍ଲା ଗ୍ରୁପ୍ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମୀ
ମୁମ୍ବାଇ : ଆଦିତ୍ୟ ବିର୍ଲା ଗ୍ରୁପ୍ ଭାରତର ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ସାଂସ୍କୃତିକ ପ୍ରତିଷ୍ଠାନକୁ ଏକ ନୂଆ ରୂପ ଏବଂ ନବୀକୃତ ଉଦ୍ଦେଶ୍ୟ ପ୍ରଦାନ କରି ଆଇଏନ୍ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମୀ ଶୁଭାରମ୍ଭ କରିଛି। ଏହି ଶୁଭାରମ୍ଭ ଭାରତର ସ୍ୱାଧୀନତା ପୂର୍ବ ବର୍ଷଗୁଡିକରୁ…
ମହିଁଶାଳୀ ମୁହାଁଣରେ ମୁନ୍ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତୀୟ ନୀଳରକ୍ତ କଙ୍କଡା ଦିବସ
ବାଲେଶ୍ୱର, ୨୦ ଜୁନ(କୃଷ୍ଣ କୁମାର ମହାନ୍ତି) : ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’ ପକ୍ଷରୁ ମହିଁଶାଳୀ ମୁହାଁଣ ଠାରେ ଆନ୍ତର୍ଜାତୀୟ ନୀଳରକ୍ତ କଙ୍କଡା ଦିବସ ପାଳିତ ହୋଇଯାଇଛି। ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁହାଁଣ ଅଞ୍ଚଳର…