Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ
ଆର, ଉଦୟଗିରି ୨୨/୬/୨୬ (ମନୋଜ କୁମାର ପାଢୀ): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା ଗ୍ରାମରେ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି। କୁଇ କନ୍ଧ ସମ୍ପ୍ରଦାୟର ଲୋକେ ବର୍ଷକୁ ଥରେ…
ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଗୁଡିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଡି.ଟି.ଓ.ପକ୍ଷରୁ ଦୃଢ ଦାବି
ଭୁବନେଶ୍ୱର ତା-୨୨.୦୬.୨୦୨୬ - ଚଳିତ ଶିକ୍ଷାବର୍ଷରୁ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡିକ ସଂପୂର୍ଣ୍ଣ ତୃଟିପୂର୍ଣ୍ଣ । ଏ ପର୍ଯ୍ୟନ୍ତ ଏଥିରେ ୧୭ଶହରୁ ଉର୍ଦ୍ଧ୍ବ ତୃଟି ପରିଲକ୍ଷିତ ହୋଇଛି। ଏସମସ୍ତ ପାଠ୍ୟପୁସ୍ତକ ତୁରନ୍ତ…
ଇଗ୍ନୌ ପକ୍ଷରୁ ଆୟୋଜିତ ଲୋକକଳା କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ ପ୍ରଶିକ୍ଷଣ ଦେଲେ ବାଲେଶ୍ଵରର ଚିତ୍ରଶିଳ୍ପୀ…
ବାଲେଶ୍ୱର, ଜୁନ୍ ୨୨ (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ତଥା ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଆୟୋଜିତ ଲୋକକଳା କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, କୋରାପୁଟରେ ରି ନୀଟ୍ ଡାକ୍ତରୀ ଆଶାୟୀ ପ୍ରାର୍ଥୀଙ୍କ ପରୀକ୍ଷା – 2026 ।
କୋରାପୁଟ(ବିପିନ୍ କୁମାର ହିଆଲଙ୍କ) : କୋରାପୁଟ ଜିଲ୍ଲାର କେନ୍ଦ୍ର ସରକାର ଦ୍ୱାରା ସଂସ୍ଥାପିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା କୋରାପୁଟରେ ଡାକ୍ତରୀ ଆଶାୟୀ ପ୍ରାର୍ଥୀଙ୍କ ରି ନୀଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ସାରା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ରି ନୀଟ୍…
ମହେନ୍ଦ୍ରତନେୟା ନଦୀ ପ୍ରଦୁଷିତ କୁ ନେଇ ଚିନ୍ତା ରେ ପାରଳା ବାସି ।
ଗଜପତି,୨୨.୬:ଅନୁଧ୍ୟାନ କଲେ ବିଧାୟକ ରୂପେସ ପାଣିଗ୍ରାହୀ ପାରଳାଖେମୁଣ୍ଡି – 1936 ମସିହା ରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଥିଲା, ତା ପୂର୍ବରୁ ଓଡ଼ିଶା ଉପରେ ଆନ୍ଧ୍ରର ଲୁଲୁପ ଦୃଷ୍ଟି ରହିଛି ଆନ୍ଧ୍ର ର, ଓଡ଼ିଶା ଆନ୍ଧ୍ର ସୀମାରେ ଥିବା କୋଟିଆ ଠାରୁ ଆରମ୍ଭ କରି ଗଜପତି ଜିଲ୍ଲା…
ମା ନିଜ ସନ୍ତାନକୁ ଅନ୍ଧାରରୁ ଆଲୋକ, ବାପା ଜ୍ଞାନ ଓ ବଞ୍ଚିବା ଶିକ୍ଷା ସୂତ୍ର ଦେଇଥାନ୍ତି ।
ଗଜପତି, ୨୧.୦୬.’୨୬ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ପରିସରରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତିକ ପିତୃ ଦିବସ ପାଳନ ହୋଇସାରିଛି। ଏହି କାର୍ଯ୍ୟ କ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ, ଗଜପତିର ବିଚିତ୍ରାନନ୍ଦ…
ନୂଆଗଡ଼ରେ “ବିକାଶର ଧାରା ଓଡିଶା ସାରା” ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ସମ୍ମିଳନୀ ।
ନୂଆଗଡ଼;୨୨/୬( ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ପରିସର ଠାରେ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡିଶା ସାରା ପୂର୍ତ୍ତି ଅବସରରେ କୃଷକ ସମ୍ବାଦ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଉନ୍ନୟନ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।
ଗଜପତି,ତା.୨୨.୦୬.୨୦ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ…
ଗଛ ଲଗାଇବା ପାଇଁ ଜଙ୍ଗଲ ହେଉଛି ସଫା !!!!
ଗଜପତି – ବିବେକାନନ୍ଦ ବେହେରା : ଗଛ ଲଗାଇବା ପାଇଁ ଜଙ୍ଗଲ ହେଉଛି ସଫା , ଏପରି ଅଭାବନୀୟ ଘଟଣା ଆସିଛି ସାମନାକୁ ! ଚାରା ରୋପଣ ପାଇଁ ଜଙ୍ଗଲ ସଫେଇକୁ ନେଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ମହେନ୍ଦ୍ର ବନାଞ୍ଚଳ ବିଭାଗ । ଜଙ୍ଗଲରେ ବଡ ବଡ ଗଛ କଟାଯିବାକୁ ନେଇ ଗଜପତି ଜିଲ୍ଲା ବନ ବିଭାଗ…
ଆନନ୍ଦମ ଫାଉଣ୍ଡେସନ ଦ୍ଵାରା IIM କଲିକତାଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
କଲିକତା (୨୨/୬) ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରେ ଆନନ୍ଦମ ଫାଉଣ୍ଡେସନ ତରଫରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲିକତା (IIMC) ଠାରେ 21 ଜୁନ, ରବିବାର 2026 ସକାଳ 7 ଘଟିକା ସମୟରେ ଏକ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,…