Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
Anandam Foundation Celebrates 12th International Day of Yoga at IIM Calcutta
Kolkata(22/6): On the occasion of the 12th International Day of Yoga, Anandam Foundation organized a grand Yoga session at the Indian Institute of Management Calcutta (IIMC) on 21st June, Sunday 2026. The event witnessed enthusiastic…
ଟ୍ରେନରେ ଜଣେ ୧୨ ବର୍ଷ ର ବାଳିକା କୁ ଅସଦା ଚରଣ ଯୁବକ ଗିରଫ
ରାୟଗଡ଼ ଭି ଗୌରୀ ଶଙ୍କର ରାଓ : ରାୟଗଡ଼ ଜିଲ୍ଲା ରେଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶୋଭନ ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ରାୟଗଡା ଜିଆରପି ପୁଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ବିକାଶ ବାଘ,…
ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ
ଭୁବନେଶ୍ୱର : ଭାରତର ସବୁଠାରୁ ବଡ଼ ଓ ଦ୍ରୁତ ଗତିରେ ବଢୁଥିବା ଫ୍ୟାସନ ପ୍ରତିଷ୍ଠାନ ‘ଟ୍ରେଣ୍ଡସ୍’, ଏହାର ବହୁ ପ୍ରତୀକ୍ଷିତ “ଟ୍ରେଣ୍ଡସ୍ ରଜ ଫ୍ୟାସନ ଆଇକନ ୨୦୨୬” ଅଭିଯାନର ଗ୍ରାଣ୍ଡ ଫିନାଲେକୁ ସଫଳତାର ସହ ସମ୍ପନ୍ନ କରିଛି। ଏଥି ସହିତ ଟ୍ରେଣ୍ଡସ ରଜ ଅଭିଯାନର ଏକ ଚମତ୍କାର ପରିସମାପ୍ତି…
ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ
ଭୁବନେଶ୍ୱର : ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ…
ଝାରସୁଗୁଡ଼ାରେ ଭୟଙ୍କର ଘୂର୍ଣ୍ଣିଝଡ଼
ଝାରସୁଗୁଡ଼ା : ଝାରସୁଗୁଡ଼ା ଲଖନପୁର ବ୍ଲକ କୁଶ୍ରାଲୋଇ ପଂଚାୟତରେ କୋଲ ଗେସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ ବେଳେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା। ଏକ ଘୂର୍ଣ୍ଣିଝଡ଼ ସେଠାରେ ଆରମ୍ଭ ହୋଇ ଭୟଙ୍କର ରୁପ ନେଇଥିଲା। ମଞ୍ଚ ପାଖରେ ଥିବା ପୁଲିସ ଏଡ ପୋଷ୍ଟକୁ ଉଡ଼ାଇ…
ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ
କଟକ : ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ। ଜଣେ ଗର୍ଭବତୀ ମହିଳା ଆଜି ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସର ଜେନେରାଲ୍ କୋଚରେ ଯାତ୍ରା କରୁଥିବା ବେଳେ ହଠାତ୍ ପ୍ରସବ ବେଦନା ହୋଇଥିଲା।ଏନେଇ ରେଲ୍ ମଦଦ୍ ଯୋଗେ ସୂଚନା ଦେବା ପରେ କଟକ ରେଳ ଷ୍ଟେସନରେ ଆରପିଏଫ୍ ର ଏକ ଟିମ୍…
ନେସନ୍ସ କପ୍ ମହିଳା ହକି ଫାଇନାଲରେ ଭାରତ
ଅକ୍ଲାଣ୍ଡ : ଏଠାରେ ଚାଲିଥିବା ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଭାରତ ପ୍ରଥମ ସେମିଫାଇନାଲରେ ୬-୦ ଗୋଲ୍ରେ ଚିଲିକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ।ଲିଗ୍…
ଟେଷ୍ଟରେ ରୁଟ୍ଙ୍କ ୧୪,୦୦୦ ରନ
ଲଣ୍ଡନ: ଇଂଲଣ୍ଡର ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ୧୪,୦୦୦ ରନ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ଶନିବାର ଚତୁର୍ଥ ଦିବସରେ ଦ୍ବିତୀୟ ଇନିଂସରେ ୨୪ରନ କରିବା ପରେ ରୁଟ୍ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରୁଟ୍ ବିଶ୍ବର ଦ୍ବିତୀୟ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ କ୍ରିକେଟରେ…
ଦିନିକିଆରେ ରୋହିତ, ପ୍ରସିଦ୍ଧଙ୍କ ବିରଳ କୀର୍ତ୍ତିମାନ
ଚେନ୍ନଇ: ଆଫଗାନିସ୍ତାନ ବିପକ୍ଷ ଶନିବାର ଶେଷ ଦିନିକିଆରେ ଭାରତୀୟ ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କ ଯୋଡ଼ି ବିରଳ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଭାରତର ୧୦୭୮ଟି ଦିନିକିଆ ଇତିହାସରେ ପ୍ରଥମଥର ଜଣେ ବୋଲରଙ୍କ ପ୍ରଥମ ୩ଟି କ୍ୟାଚକୁ ଜଣେ ଫିଲଡର ନିର୍ଦିଷ୍ଟ ସ୍ଥାନରେ…
ପ୍ରାକୃତିକ ଓ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ
ନବରଙ୍ଗପୁର, ୨୧.୦୬.୨୦୨୬: (ଶେଖର ଖୁରା )କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ନବରଙ୍ଗପୁର ଠାରେ ଆଜି ପ୍ରାକୃତିକ ଓ ଜୈବିକ ଚାଷ ସମ୍ବନ୍ଧୀୟ ଏକ ଦିନିଆ କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁର ସୁଧିର ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ…