Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶାନ୍ତିପଥ ପକ୍ଷରୁ ବିଶ୍ୱଯୋଗ ଦିବସ ଅନୁଷ୍ଠିତ
ଭୁବନେଶ୍ୱର : ତା 21/06/26 ଶାନ୍ତି, ମୈତ୍ରୀ ଓ ପ୍ରଗତିର ମାର୍ଗ "ଶାନ୍ତିପଥ "ପକ୍ଷରୁ ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ଶହୀଦ ନଗରଠାରେ "ବିଶ୍ୱଯୋଗ ଦିବସ 2026" ଅନୁଷ୍ଠିତ ହୋଇଯାଇଛି l ଶରୀର, ମନ ନିୟମିତ ଯୋଗ କରିବା ଦ୍ୱାରା ସୁସ୍ଥ ରହିବା ସହିତ ନୂତନ ଚିନ୍ତା,…
ବାଲେଶ୍ୱରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ : ବରିଷ୍ଠ ଯୋଗଗୁରୁ ଦେଲେ ଯୋଗ…
ବାଲେଶ୍ୱର, ୨୧/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଏବଂ ଯୋଗ ମହୋତ୍ସବ ସମିତିର ସହଯୋଗରେ ଆଇ.ଟି.ଆଇ. ଛକ ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି।
ଚଳିତ…
ବାଲେଶ୍ୱର ଆରପିଏଫ୍ ଷ୍ଟେସନ ପରିସରରୁ ଦୁଇ ନାବାଳକଙ୍କୁ ଉଦ୍ଧାର କରି ସମ୍ଭାବ୍ୟ ଶିଶୁ ଶ୍ରମିକ ଚାଲାଣ ରୋକିଲା
ବାଲେଶ୍ୱର, ୨୦ ଜୁନ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳ ସୁରକ୍ଷା ବଳ (ଆରପିଏଫ୍) ତତ୍ପରତାର ସହ ଦୁଇ ଜଣ ନାବାଳକଙ୍କୁ ବାଲେଶ୍ୱର ରେଳ ଷ୍ଟେସନ ପରିସରରୁ ଉଦ୍ଧାର କରି ସମ୍ଭାବ୍ୟ ଶିଶୁ ଶ୍ରମିକ ଚାଲାଣକୁ ରୋକିବାରେ ସଫଳ ହୋଇଛି।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ସମୟରେ…
ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ, ପରିବହନ ମନ୍ତ୍ରୀ ଓ ପୁତୁରାଙ୍କ ବିରୋଧରେ ତନାଘନା
ବ୍ରହ୍ମପୁର : ବୟଫ୍ରେଣ୍ଡ ବିଶ୍ବଜିତ ଜେନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରୀଙ୍କ ପରିବାର ଲୋକେ। ଛାତ୍ରୀଙ୍କ ଭଉଣୀ, ଯେ କି ସେହି ଏକା ଘରୋଇ କଲେଜ୍ ହଷ୍ଟେଲରେ ରହୁଥିଲେ, ତାଙ୍କ ଅଭିଯୋଗ ଅନୁସାରେ, ବିଶ୍ବଜିତ ହେଉଛନ୍ତି ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା। ସେ ଚଳିତ ବର୍ଷ…
ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ: ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିର ପାଳନ କଲା ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ
କୋଲକାତା(ସନାତନ ମହାକୁଡ଼)୨୧/୬: ଚଳିତ ବର୍ଷର ବିଶ୍ୱବ୍ୟାପୀ ବିଷୟବସ୍ତୁ “ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ” କୁ ଆଧାର କରି ଶ୍ରୀ ଶ୍ରୀ ରାମକୃଷ୍ଣ ପାଠଚକ୍ର, ଇନ୍ଦ୍ରାଣୀ ପାର୍କ, ପ୍ରିନ୍ସ ଅନୱାର ଶାହ ରୋଡ୍, କୋଲକାତାରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିଭାବର ସହିତ…
କେ ସୀତାପୁର ପଞ୍ଚାୟତରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି ୨୧/୦୬ (ମନୋଜ ପାଢ଼ୀ) ରାଜ୍ୟରେ ବିଜେପି ସରକାର ପକ୍ଷରୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ 'ବିକାଶ ଧାରା ଓଡିଶା ସାରା' କାର୍ଯ୍ୟକ୍ରମ କରାଯାଉଛି । କାଶୀନଗର ବ୍ଲକ୍ ଅନ୍ତର୍ଗତ କେ ଶୀତାପୁର ଗ୍ରାମ ପଞ୍ଚାୟତରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମେ…
ଫାଇନାଲ କ୍ରିକେଟ୍ ମ୍ୟାଚରେ ବିଧାୟକ ଓ ସରପଞ୍ଚଙ୍କ ଉପସ୍ଥିତି; ଖେଳାଳୀଙ୍କୁ ଉତ୍ସାହ, ଭାଇଚାରା ଓ କ୍ରୀଡା ସଂସ୍କୃତିର…
ଗଜପତି,୨୧.୬(ମନୋଜ କୁମାର ପାଢୀ)-:ଯୁବପିଢିଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ମାନସିକ ବିକାଶ, ଦଳୀୟ ମନୋଭାବ, ଶୃଙ୍ଖଳାବଦ୍ଧତା ଏବଂ ଜାତୀୟ ଏକତାର ଭାବନାକୁ ସୁଦୃଢ଼ କରିଥାଏ। ଏହି ଉଦ୍ଦେଶ୍ୟକୁ ସାମ୍ନାରେ ରଖି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ସିଧାମଡଙ୍ଗ ଠାରେ ଆୟୋଜିତ ହୋଇଥିବା…
କେନ୍ଦୁଝରରେ ଖରିଫ ପ୍ରସ୍ତୁତି ଓ କୃଷି କାର୍ଯ୍ୟର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ…
Yoga for Healthy Ageing: Vivekananda Adarsh Milan Mandir Celebrates 12th International Day of Yoga
Kolkata, June 21, 2026: The 12th International Day of Yoga was observed with great enthusiasm and devotion at Sri Sri Ramakrishna Pathachakra, Indrani Park, Prince Anwar Shah Road, Kolkata. The programme was organized by Vivekananda Adarsh…
ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ଅନୁଷ୍ଠିତ !!!
ଗଜପତି (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ…