Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସିଏଚଆରସି ପକ୍ଷରୁ ୧୭ତମ ଜାତୀୟ ମାନବାଧିକାର ସମ୍ମିଳନୀ ଅନୁଷ୍ଠିତ : ବିଶିଷ୍ଟ ବ୍ୟକ୍ତି ଓ କୃତୀ ଛାତ୍ରଛାତ୍ରୀ ହେଲେ…
ବାଲେଶ୍ୱର, ୧୨/୫ (କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ୍ (ସିଏଚଆରସି), ବାରିପଦା ଶାଖାର ପ୍ରତିଷ୍ଠା ଦିବସ ଏବଂ ୧୭ତମ ଜାତୀୟ ମାନବାଧିକାର ସମ୍ମିଳନୀ ବାରିପଦା ରୋଟାରୀ କ୍ଲବ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ…
ଶୋଭନୀୟ ‘ଦେବକନ୍ୟା’ର ବିବାହ ଉତ୍ସବ
ଭୁବନେଶ୍ୱର/କଟକ ତା ୧୨.୦୫ ରିଖ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ‘ପୂଜ୍ୟଶ୍ରୀ କୁମାର ଭାଇଙ୍କ’ଦ୍ୱାରା ପ୍ରତିଷ୍ଠିତ କଟକ ବିଡ଼ାନାସୀ ସ୍ଥିତ ଦେବଶିଶୁ-ଶୋଭନୀୟ ଶିଶୁ ଯତ୍ନ କେନ୍ଦ୍ରରେ ବଢ଼ିଥିବା ପିତୃ–ମାତୃହରା କଲ୍ୟାଣୀୟା ‘ପିଙ୍କି’ର ନୂଆସାହି ନିବାସୀ ମାତା ରଶ୍ମିତା ଦାସ ଓ ପିତା…
ରାଷ୍ଟ୍ରପତି ମୁର୍ମୁ ୧୫ ଜଣ ନର୍ସଙ୍କୁ ୨୦୨୫ ମସିହାର ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାରରେ ସମ୍ମାନିତ କଲେ
ନୂଆଦିଲ୍ଲୀ:୩୦/୫/୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ୧୫ ଜଣ ଉତ୍କୃଷ୍ଟ ନର୍ସିଂ ବୃତ୍ତିଗତଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ୨୦୨୫ ପ୍ରଦାନ କରିଛନ୍ତି। ଏହି ବାର୍ଷିକ ପୁରସ୍କାରଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରୁ…
୧୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ସକାଳ ୧୧ ଘଟିକା ସମୟରେ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ ଙ୍କ ପ୍ରଥମ…
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା।
ଆସାମ : ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା। ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ। ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର। ହିମନ୍ତଙ୍କ ସହ ଶପଥ ନେଇଛନ୍ତି ୪ କ୍ୟାବିନେଟ ମନ୍ତ୍ରୀ। ପଦ ଓ…
ଗୁଜୁରାଟ ଉତ୍କଳ ଓଡିଶା ସେବା ଟ୍ରଷ୍ଟ ପକ୍ଷରୁ ଜଳ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରୋଦା : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା ଆନୁକୂଲ୍ୟରେ ୧୬ ଏପ୍ରିଲ ୨୦୨୬ରେ ଗୁଜରାଟର ଭଦୋଦରାର ଗୋତ୍ରୀ ମେଡିକାଲ କଲେଜ ସମ୍ମୁଖରେ ଅନ୍ନ ଦାନ/ଜଳ ଦାନ ଆୟୋଜିତ ହୋଇଥିଲା। ପ୍ରାୟ ୧୫୦ ଜଣ ଅସହାୟ ଲୋକ ଆନନ୍ଦର ସହିତ ଏହି ସେବା ଗ୍ରହଣ କରିଥିଲେ।
ଉତ୍କଳିକା ଓଡ଼ିଶା ସେବା…
ଦେଶ ପାଇଁ ମାଡ଼ି ଆସୁଛି କି ମହାବିପଦ! ମୋଦିଙ୍କ ବଡ଼ ଅପିଲକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : : ର୍ଷେ ପର୍ଯ୍ୟନ୍ତ ସୁନା କିଣନି। ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର କର। ବର୍ଷକ ପାଇଁ ବିଦେଶ ଯାଅ ନାହିଁ। ଯଦି ସୁବିଧା ହେଉଛି ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କର। ଖାଇବା ତେଲ କମାଅ। ଗତକାଲି କିଛି ଏଭଳି ଢଙ୍ଗରେ ଦେଶବାସୀଙ୍କୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସୋମନାଥ ମନ୍ଦିର ପୁନଃ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୁଜରାଟରେ ଭବ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଛି।
ଗୁଜରାଟ : ଡମ୍ବରୁ ନାଦର ଗୁଞ୍ଜରଣ, ଭାବଭକ୍ତିର ସମର୍ପଣ। ଚାରିଆଡ଼େ ହର୍ ହର୍ ମହାଦେବ ଜୟଧ୍ୱନି। ଭକ୍ତି-ଶକ୍ତି-ଶାନ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ସମାଗମ। ଗୁଜରାଟ ସୋମନାଥ ମନ୍ଦିର ପୁନର୍ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅମୃତ ମହୋତ୍ସବରେ ଇଏ ଭକ୍ତିର ଅର୍ପଣ। ଆକାଶରୁ ପୁଷ୍ପ…
ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି ED
କଲକାତା : ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ସୁଜିତ ବୋଷ। ସୋମବାର ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ସୁଜିତ ବୋଷ ନିଜ ପୁଅ ସମୁଦ୍ର ବୋଷଙ୍କ ସହ ସଲ୍ଟଲେକ୍ ସ୍ଥିତ CGO କମ୍ପ୍ଲେକ୍ସରେ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ତିଗୀତ “ଜଗାରେ ଜଗାରେ” ଲୋକାର୍ପିତ
ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା କଳାଠାକୁର ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ଉଦ୍ଦେଶ୍ୟରେ ଗୀତିକାର ଶ୍ରୀ ଗୋପୀନାଥ ବାରିକଙ୍କ ରଚନା ଏବଂ ଜଣାଶୁଣା କଣ୍ଠଶିଳ୍ପୀ ଶ୍ରୀ ଜୟଦେବ ମିଶ୍ରଙ୍କ କଣ୍ଠଦାନରେ ଏକ ନୂତନ ଭକ୍ତିଗୀତ 'ଜଗାରେ ଜଗାରେ' ଆଜି…