Browsing Category

ଓଡିଶା

ସାନସାଉଁରେ ପ୍ରତିଷ୍ଠା  ହେଲା ମହିଷାସୂରୀଙ୍କ ଭବ୍ୟ ନୂତନ ମନ୍ଦିର : ତିନିଦିନ ବ୍ୟାପୀ ହୋମଯଜ୍ଞ ଓ କଳସ ଯାତ୍ରାରେ…

ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅନ୍ତର୍ଗତ ସାନସାଉଁ ଗାଁରେ ଜଗତଜନନୀ ମାଆ ମହିଷାସୂରୀଙ୍କର ନବ ନିର୍ମିତ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି। ଗାଁର କାଚେରୀ ପୋଖରୀ ନିକଟରେ ତିନିଦିନ ଧରି ଆୟୋଜିତ ଏହି ଧାର୍ମିକ…

ବାଲେଶ୍ୱରରେ ଅନୁଷ୍ଠିତ ହେଲା ‘ସୋମନାଥ ସ୍ୱାଭିମାନ ପର୍ବ’ : ପ୍ରତିଧ୍ଵନିତ ହେଲା ଭାରତୀୟ ସଂସ୍କୃତି ଓ ସ୍ୱାଭିମାନର…

ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି) : ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତି ବିଭାଗର ଯୁଗ୍ମ ଆୟୋଜନରେ ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭାରତର ସାଂସ୍କୃତିକ…

ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ।

ଭଣ୍ଡାରିପୋଖରୀ : ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଘର। ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭରତ ରାଉତଙ୍କ ଜଳଖିଆ ଓ ଗ୍ରୋସରୀ ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ…

ରାଜଧାନୀରେ ଜୋର୍‌ଦାର ‘ନାଇଟ୍ ଅପରେସନ’

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ପୁଲିସ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ପରେ ଆକ୍ସନମୋଡକୁ ଆସିଛି କମିଶନରେଟ୍ ପୁଲିସ୍‌। ଡିଜିପିଙ୍କ ସହ ଆଲୋଚନା ପରେ ନାଇଟ୍ ପାଟ୍ରୋଲିଂ ଏବଂ…

ସମର୍ଥନ ଦେବ ଡିଏମକେ! ବିଜୟ-ଷ୍ଟାଲିନ ଭେଟଘାଟକୁ ନେଇ ଚର୍ଚ୍ଚା

ଚେନ୍ନଇ : ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଶପଥ ନେବାର ଗୋଟିଏ ଦିନ ପରେ ତଥା ସୋମବାର ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ସହ ସାକ୍ଷାତ କରିଛନ୍ତି। ଯାହାକି ତାମିଲନାଡୁ ରାଜନୀତି ସରଗରମ ହେବାର ଲାଗିଛି। ଷ୍ଟାଲିନ ବିଜୟଙ୍କୁ ତାଙ୍କ ଚେନ୍ନାଇ ବାସଭବନରେ…

ନକଲି ସମ୍ବଲପୁର ଜିଲ୍ଲା ଅଧ୍ୟକ୍ଷ ଗିରଫ

ରେଢ଼ାଖୋଲ : ନିଜକୁ ଜିଲ୍ଲା ଅଧ୍ୟକ୍ଷ ଭାବରେ ପରିଚୟ ଦେଇ ଢ଼ାବା ହୋଟେଲ ମାନଙ୍କୁ ଭୟଭିତ କରି ଟଙ୍କା ଆଦାୟ କରୁଥିଵା ବେଳେ ଗତକାଲି ରେଢ଼ାଖୋଲ ପୋଲିସ୍ ଜୈନିକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତି ଜଣ ହେଉଛନ୍ତି ସିଦ୍ଧାନ୍ତ…

ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ…

ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର : ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ,…

ବୁଢ଼ାବଳଙ୍ଗ ନଦୀକୂଳର ସୌନ୍ଦର୍ଯ୍ୟକରଣ ପାଇଁ ସର୍ଭେ କାର୍ଯ୍ୟରେ ଯୋଗ ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ମୟୂରଭଞ୍ଜ : ବାରିପଦା ସହର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀକୂଳର ସୌନ୍ଦର୍ଯ୍ୟକରଣ ନିମନ୍ତେ କରାଯାଉଥିବା ସର୍ଭେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରବାସୀଙ୍କୁ ମନୋରଞ୍ଜନ ପାଇଁ ଏକ…

ନିର୍ବାଚନ ପୂର୍ବରୁ ଯୋଗୀ ସରକାର ବଢ଼ାଇଲେ ମନ୍ତ୍ରୀ ସଂଖ୍ୟା

ନିୟୁଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରବିବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ବିଧାୟକଙ୍କୁ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଦଳକୁ ମଜବୁତ କରିଛନ୍ତି ଯୋଗୀ। ମନ୍ତ୍ରୀ ଭାବରେ ଶପଥ ନେଇଥିବା…