Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ୫/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଂଚାୟତ ବାଲିପାଟଣା ଗ୍ରାମର ରାମ ଚନ୍ଦ୍ର ଜେନା (୮୨) ଆଜି ଦିନ ୧୦ଟା ବେଳେ ନିଜ ଗାଇ ଆଣିବାକୁ ବ୍ରାହ୍ମଣୀ ନଦୀ ନିକଟସ୍ଥ ଅଂଚଳକୁ ଯାଇଥିଲେ I ମାତ୍ର ନଦୀ ପାର ହୋଇ ଆସୁଥିବା ସମୟରେ ଭୁଲ କ୍ରମେ ନଦୀର ପ୍ରଖର ସ୍ରୋତରେ ଭାସି…
ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ
ପଟ୍ଟାମୁଣ୍ଡାଇ ୫/୮- ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ପୌରାଞ୍ଚଳର…
କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
କେନ୍ଦୁଝର: ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କେନ୍ଦୁଝର ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା…
ବିକ୍ରି ହୋଇପାରୁନି ସୂର୍ଯ୍ୟମୁଖୀ ମଞ୍ଜି, କୃଷି କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା
ବାସୁଦେପୁର: ଅମଳ ହୋଇ ପଡ଼ିଛି ଶହ ଶହ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି। ମାସ ମାସ ଧରି ମଞ୍ଜି ପଡ଼ିଥିଲେ ବି ବିକ୍ରି ହୋଇପାରୁନି। ବର୍ଷା ଦିନ ଚାଲି ଥିବାରୁ ମଞ୍ଜି ଖରାପ ହେବାକୁ ହେଲାଣି। ଅମଳ ମଞ୍ଜି ବିକ୍ରି କରି ନପାରି ଚାଷୀ ଚିନ୍ତାରେ ପଡ଼ିଛି। ଏହାର ପ୍ରତିବାଦ କରି ଚାଷୀ ଆନ୍ଦୋଳନକୁ…
ନୀଳକଣ୍ଠ ଦାସ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ଆଗ୍ନେୟ ତଥା ପ୍ରଜ୍ଞାଦୀପ୍ତ ପ୍ରତିଭା
ଭୁବନେଶ୍ୱର ତା 05/08/26: ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ସ୍ଥାନୀୟ ମହାଡାକପାଳ ଛକ ନିକଟ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମାଜ ସାମ୍ବାଦିକ, ସମ୍ବିଧାନ…
ମହେନ୍ଦ୍ରଗିରି(ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ ।
ଗଜପତି:୪/୮(ମନୋଜ ପାଢ଼ୀ):୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଶିକ୍ଷକ ଓ ଅଭିଭାବକ ବୈଠକ ସ୍ଥାନୀୟ ମହେନ୍ଦ୍ରଗିରି(ପୌର)ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା…
ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ
ନୂଆଦିଲ୍ଲୀ: ଆଜି ୟେମେନ ଜଳସୀମାରେ ଏକ ଭାରତୀୟ ଜାହାଜକୁ ଆକ୍ରମଣ ହୋଇଛି, ଯାହା ଫଳରେ ଏହା ଓଲଟି ପଡ଼ିଛି। ୟେମେନ ତଟରକ୍ଷୀ ବାହିନୀ ଏଥିରେ ଥିବା ସମସ୍ତ ୧୪ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ଭାରତର ଜାହାଜ ଚଳାଚଳ ମନ୍ତ୍ରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା…
ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା
ଭୁବନେଶ୍ୱର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି।
ଉପମୁଖ୍ୟମନ୍ତ୍ରୀ…
ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି
ଭୁବନେଶ୍ଵର: ଗ୍ରୀନ୍ ଉଦ୍ୟୋଗ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜର ଅସାଧାରଣ ଯୋଗଦାନ ପାଇଁ ଓଡ଼ିଶାର ୧୩ ବର୍ଷୀୟା ଜଳବାୟୁ କର୍ମୀ ମୋକ୍ଷା ଧୃତି ପାଣିଗ୍ରାହୀଙ୍କୁ ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ ୨୦୨୬” ସମ୍ମାନରେ ସମ୍ମାନିତ କରାଯାଇଛି। ‘ଗ୍ରୀନ୍ ଷ୍ଟାର୍ଟ-ଅପ୍’ ବର୍ଗରେ ତାଙ୍କୁ ଏହି…
ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’
ନୂଆଦିଲ୍ଲୀ: ସାରା ଦେଶରେ ୫୦.୦୬ ଲକ୍ଷରୁ ଅଧିକ ପରିବାର ଏବେ ଛାତଉପରେ ସୌର ବିଜୁଳି ସ୍ଥାପନ କରି ଲାଭାନ୍ୱିତ ହେବା ସହ “ପିଏମ୍ ସୂର୍ଯ୍ୟ ଘର- ମାଗଣା ବିଜୁଳି ଯୋଜନା” ଦେଶରେ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି।
ଏହାର ଶୁଭାରମ୍ଭର ମାତ୍ର ଦୁଇ ବର୍ଷରୁ ସାମାନ୍ୟ ଅଧିକ ସମୟ ମଧ୍ୟରେ…