Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା।
ଆସାମ : ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା। ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ। ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର। ହିମନ୍ତଙ୍କ ସହ ଶପଥ ନେଇଛନ୍ତି ୪ କ୍ୟାବିନେଟ ମନ୍ତ୍ରୀ। ପଦ ଓ…
ଗୁଜୁରାଟ ଉତ୍କଳ ଓଡିଶା ସେବା ଟ୍ରଷ୍ଟ ପକ୍ଷରୁ ଜଳ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରୋଦା : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା ଆନୁକୂଲ୍ୟରେ ୧୬ ଏପ୍ରିଲ ୨୦୨୬ରେ ଗୁଜରାଟର ଭଦୋଦରାର ଗୋତ୍ରୀ ମେଡିକାଲ କଲେଜ ସମ୍ମୁଖରେ ଅନ୍ନ ଦାନ/ଜଳ ଦାନ ଆୟୋଜିତ ହୋଇଥିଲା। ପ୍ରାୟ ୧୫୦ ଜଣ ଅସହାୟ ଲୋକ ଆନନ୍ଦର ସହିତ ଏହି ସେବା ଗ୍ରହଣ କରିଥିଲେ।
ଉତ୍କଳିକା ଓଡ଼ିଶା ସେବା…
ଦେଶ ପାଇଁ ମାଡ଼ି ଆସୁଛି କି ମହାବିପଦ! ମୋଦିଙ୍କ ବଡ଼ ଅପିଲକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : : ର୍ଷେ ପର୍ଯ୍ୟନ୍ତ ସୁନା କିଣନି। ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର କର। ବର୍ଷକ ପାଇଁ ବିଦେଶ ଯାଅ ନାହିଁ। ଯଦି ସୁବିଧା ହେଉଛି ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କର। ଖାଇବା ତେଲ କମାଅ। ଗତକାଲି କିଛି ଏଭଳି ଢଙ୍ଗରେ ଦେଶବାସୀଙ୍କୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସୋମନାଥ ମନ୍ଦିର ପୁନଃ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୁଜରାଟରେ ଭବ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଛି।
ଗୁଜରାଟ : ଡମ୍ବରୁ ନାଦର ଗୁଞ୍ଜରଣ, ଭାବଭକ୍ତିର ସମର୍ପଣ। ଚାରିଆଡ଼େ ହର୍ ହର୍ ମହାଦେବ ଜୟଧ୍ୱନି। ଭକ୍ତି-ଶକ୍ତି-ଶାନ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ସମାଗମ। ଗୁଜରାଟ ସୋମନାଥ ମନ୍ଦିର ପୁନର୍ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅମୃତ ମହୋତ୍ସବରେ ଇଏ ଭକ୍ତିର ଅର୍ପଣ। ଆକାଶରୁ ପୁଷ୍ପ…
ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି ED
କଲକାତା : ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ସୁଜିତ ବୋଷ। ସୋମବାର ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ସୁଜିତ ବୋଷ ନିଜ ପୁଅ ସମୁଦ୍ର ବୋଷଙ୍କ ସହ ସଲ୍ଟଲେକ୍ ସ୍ଥିତ CGO କମ୍ପ୍ଲେକ୍ସରେ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ତିଗୀତ “ଜଗାରେ ଜଗାରେ” ଲୋକାର୍ପିତ
ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା କଳାଠାକୁର ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ଉଦ୍ଦେଶ୍ୟରେ ଗୀତିକାର ଶ୍ରୀ ଗୋପୀନାଥ ବାରିକଙ୍କ ରଚନା ଏବଂ ଜଣାଶୁଣା କଣ୍ଠଶିଳ୍ପୀ ଶ୍ରୀ ଜୟଦେବ ମିଶ୍ରଙ୍କ କଣ୍ଠଦାନରେ ଏକ ନୂତନ ଭକ୍ତିଗୀତ 'ଜଗାରେ ଜଗାରେ' ଆଜି…
ସାନସାଉଁରେ ପ୍ରତିଷ୍ଠା ହେଲା ମହିଷାସୂରୀଙ୍କ ଭବ୍ୟ ନୂତନ ମନ୍ଦିର : ତିନିଦିନ ବ୍ୟାପୀ ହୋମଯଜ୍ଞ ଓ କଳସ ଯାତ୍ରାରେ…
ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅନ୍ତର୍ଗତ ସାନସାଉଁ ଗାଁରେ ଜଗତଜନନୀ ମାଆ ମହିଷାସୂରୀଙ୍କର ନବ ନିର୍ମିତ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି। ଗାଁର କାଚେରୀ ପୋଖରୀ ନିକଟରେ ତିନିଦିନ ଧରି ଆୟୋଜିତ ଏହି ଧାର୍ମିକ…
ବାଲେଶ୍ୱରରେ ଅନୁଷ୍ଠିତ ହେଲା ‘ସୋମନାଥ ସ୍ୱାଭିମାନ ପର୍ବ’ : ପ୍ରତିଧ୍ଵନିତ ହେଲା ଭାରତୀୟ ସଂସ୍କୃତି ଓ ସ୍ୱାଭିମାନର…
ବାଲେଶ୍ୱର, ୧୧/୫(କୃଷ୍ଣ କୁମାର ମହାନ୍ତି) : ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତି ବିଭାଗର ଯୁଗ୍ମ ଆୟୋଜନରେ ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଭାରତର ସାଂସ୍କୃତିକ…
ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ।
ଭଣ୍ଡାରିପୋଖରୀ : ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଘର। ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭରତ ରାଉତଙ୍କ ଜଳଖିଆ ଓ ଗ୍ରୋସରୀ ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ…
ରାଜଧାନୀରେ ଜୋର୍ଦାର ‘ନାଇଟ୍ ଅପରେସନ’
ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ପୁଲିସ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ପରେ ଆକ୍ସନମୋଡକୁ ଆସିଛି କମିଶନରେଟ୍ ପୁଲିସ୍। ଡିଜିପିଙ୍କ ସହ ଆଲୋଚନା ପରେ ନାଇଟ୍ ପାଟ୍ରୋଲିଂ ଏବଂ…