Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରବୀନ୍ଦ୍ର ଜେନାଙ୍କ ଜନ୍ମଦିନରେ ଯୁବନେତା ସିମନଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର : ସଂଗୃହୀତ ହେଲା ୫୦…
ବାଲେଶ୍ୱର, ଅଗଷ୍ଟ ୪ (କୃଷ୍ଣ କୁମାର ମହାନ୍ତି): ପ୍ରବଳ ବନ୍ୟା ପରିସ୍ଥିତି ଯୋଗୁଁ ଜିଲ୍ଲାର ବିଭିନ୍ନ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ…
ସମ୍ଭାବ୍ୟ ରେଳ ଦୁର୍ଘଟଣାକୁ ଏଡ଼ାଇଥିବା ବରିଷ୍ଠ ଯନ୍ତ୍ରୀ ବି. ତାଜେଶ୍ୱର ରାଓଙ୍କୁ ଡିଆରଏମ୍ ଖଡ଼ଗପୁର କଲେ ସମ୍ମାନିତ
ବାଲେଶ୍ୱର, ୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ରେଳ ସୁରକ୍ଷା କ୍ଷେତ୍ରରେ ଅସାଧାରଣ ସତର୍କତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବାଲେଶ୍ୱରର ବରିଷ୍ଠ ସେକ୍ସନ ଇଞ୍ଜିନିୟର (କ୍ୟାରେଜ୍ ଓ ୱାଗନ୍) ଶ୍ରୀ ବି. ତାଜେଶ୍ୱର ରାଓଙ୍କୁ ମଙ୍ଗଳବାର ଖଡ଼ଗପୁରରେ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଲଲିତ…
ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟର ତାଳରେ ପ୍ରକମ୍ପିତ ହେଲା ତପ୍ତପାଣି
ଗଜପତି : ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ ଅବସରରେ ପବିତ୍ର ତପ୍ତପାଣି ଆଜି ରଙ୍ଗ, ରାଗ, ତାଳ ଓ ପରମ୍ପରାର ଏକ ଅପୂର୍ବ ସମାଗମର ସାକ୍ଷୀ ପାଲଟିଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକକଳାକାରମାନେ ନିଜ ନିଜର ପାରମ୍ପରିକ ବେଶଭୂଷା, ଆଦିମ ବାଦ୍ୟଯନ୍ତ୍ର…
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
ଭୁବନେଶ୍ୱର, ୪ ଅଗଷ୍ଟ: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର…
କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଶା ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସେବାର ସମୃଦ୍ଧ ପରମ୍ପରା ଥିବା ଏକ ମାଟି । ମହାପ୍ରଭୂ ଶ୍ରୀ…
ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଉଦ୍ୟମ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ…
ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଚେନ୍ନାଇ: ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେବା ପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ଚେନ୍ନାଇସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, କାବେରୀ ଜଳ ବିବାଦକୁ ନେଇ ତାଞ୍ଜାଭୁରରେ…
ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୁଭାରମ୍ଭ ହେଲା ଆଗ୍ରି-ଲଜିଷ୍ଟିକ୍ସ ଏବଂ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ବିଶେଷୀକୃତ…
ଭୁବନେଶ୍ୱର, ୪/୮(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଆଗ୍ରି-ମ୍ୟାନେଜମେଣ୍ଟ ପକ୍ଷରୁ ଏମବିଏ (ଆଗ୍ରିବିଜିନେସ୍ ମ୍ୟାନେଜମେଣ୍ଟ) ପାଠ୍ୟକ୍ରମ ଅଧୀନରେ ‘ଆଗ୍ରି-ଲଜିଷ୍ଟିକ୍ସ ଏବଂ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ’ ବିଶେଷୀକୃତ ଶିକ୍ଷାଦାନର ଆନୁଷ୍ଠାନିକ ଶୁଭାରମ୍ଭ…
ଶାନ୍ତିକାନନରେ ପାଳିତ ହେଲା ପ୍ରଖ୍ୟାତ ଚିତ୍ରଶିଳ୍ପୀ କଲ୍ଲୋଳ କୁମାର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା: କଳା ଓ ସାଂସ୍କୃତିକ…
ବାଲେଶ୍ୱର, ୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସେନାପତିଙ୍କ ସ୍ମୃତିପୀଠ ଶାନ୍ତିକାନନ ପରିସରରେ ଗତକାଲି ସନ୍ଧ୍ୟାରେ ଦିବଙ୍ଗତ ଚିତ୍ରଶିଳ୍ପୀ, କଳାଶିକ୍ଷକ ତଥା ସାଂସ୍କୃତିକ କର୍ମୀ କଲ୍ଲୋଳ କୁମାର ଦାସଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।
ବରିଷ୍ଠ ଚିତ୍ରଶିଳ୍ପୀ…
ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମହାମହିମ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୪ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ରାଜଧାନୀ ଦିଲ୍ଲୀର ଲଜପତ ଭବନ ପରିସରରେ ସୋମବାର ଏକ ଐତିହାସିକ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନାବରଣ…