Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଫଟୋ ଖବର
କଲକାତା : କଲକାତା ପ୍ରିନ୍ସ ଆନୱାର୍ ଶାହା ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ରାମକୃଷ୍ଣ ପାଠଚକ୍ର ଓ ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିରର ମିଳିତ ସହଯୋଗ ରେ ନାଚ, ଗୀତ ଓ ବତ୍କୃତା ସହିତ ମହାସମାରୋହରେ ବିଶ୍ୱ କବି ରବିନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।
ରିପୋର୍ଟ-ସନାତନ…
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଘୋଷଣା, ରାଜ୍ୟକୁ ଦେଲେ ୩ ଗୁରୁତ୍ଵପୂର୍ଣ୍ଣ ଉପହାର
ନୂଆଦିଲ୍ଲୀ : ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୋସେଫ୍ ବିଜୟ। ତେବେ ଶପଥ ଗ୍ରହଣ ପରେ ବିଜୟ ବଡ଼ ପଦକ୍ଷେପ ନେଇଛନ୍ତି। ସେ ୩ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି। ପ୍ରଥମତଃ ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ, ଦ୍ଵିତୀୟରେ ଡ୍ରଗ୍ସ ରୋକିବାକୁ ହେବ…
ଓଡ଼ିଆ ଅସ୍ମିତା ପରିଷଦ ଆବାହକ ରବି ବେହେରା ଏକ ଚିଠି ଲେଖି ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ଦାବି…
ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଓଡ଼ିଆ ଅସ୍ମିତା ପରିଷଦ ଆବାହକ ରବି ବେହେରା ଏକ ଚିଠି ଲେଖି ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ଦାବି କରିଛନ୍ତି।
ଏହି ପତ୍ରରେ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ, କୋଟିକୋଟି ଜଗନ୍ନାଥପ୍ରେମୀଙ୍କ…
ଅନିଲ ଅମ୍ବାନୀଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ
ମୁମ୍ବଇ: ଅନିଲ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଗ୍ରୁପ୍ର ମୁମ୍ବଇସ୍ଥିତ ୧୭ଟି ଠିକଣାରେ ଶନିବାର ସିବିଆଇ ପକ୍ଷରୁ ଚଢଉ କରାଯାଇଛି। ଏହି କମ୍ପାନୀଗୁଡିକ ହେଲା ରିଲାଏନ୍ସ ଟେଲିକମ ଲିମିଟେଡ, ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ।…
ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ହେଲେ ଶୋଭନଦେବ ଚଟ୍ଟୋପାଧ୍ୟାୟ
କୋଲକାତା : ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଭାବରେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ନିଯୁକ୍ତ କରିଛି ତୃଣମୂଳ କଂଗ୍ରେସ (ଟିଏମସି) । ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଦୀର୍ଘଦିନ ଧରି ମମତା ବାନାର୍ଜୀଙ୍କ ନିକଟତର ବୋଲି ବିବେଚନା କରାଯାଉଛି। ସେ ପୂର୍ବ ବଙ୍ଗଳା ସରକାରରେ ଶକ୍ତି ମନ୍ତ୍ରୀ ଭାବରେ…
ଯୁବ ବାଲେଶ୍ୱର’ ସଂଗଠନ ପକ୍ଷରୁ ପ୍ରଥମ ଥର ପାଇଁ ବାଲେଶ୍ୱରରେ ଆୟୋଜିତ ହେଲା ରକ୍ତବୀର ସେବା ସମ୍ନାନ ପ୍ରଦାନ…
ବାଲେଶ୍ୱର, ୯/୫(କୃଷ୍ଣ କୁମାର ମହାନ୍ତି): ଆଜି ଓଟି ରୋଡ ସ୍ଥିତ ଉଦ୍ୟୋଗ ଭବନରେ ଯୁବନେତା ତଥା 'ଯୁବ ବାଲେଶ୍ୱର'ର ସଭାପତି ସିମନ ଦାସ ମହାପାତ୍ରଙ୍କ ଦ୍ୱାରା ବାଲେଶ୍ୱରର ବିଭିନ୍ନ ସମୟରେ ରକ୍ତଦାତା ଭାବେ ଏବଂ ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ଆଗଧାଡିର ଥିବା ୧୦୦ ଜଣ ଯୁବଯୋଦ୍ଧାଙ୍କୁ…
ବନ ଭାରତୀ ଫାଉଣ୍ଡେସନ’ ଓ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ହେଲା ଚକ୍ଷୁ ପରୀକ୍ଷା ଓ…
ବାଲେଶ୍ୱର,୯/୫ (କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ ଅନ୍ତର୍ଗତ ତ୍ରିଶକ୍ତି କ୍ଲବ ନୟବାଲି ବିଷ୍ଣୁପୁରରେ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ବନଭାରତୀ ଫାଉଣ୍ଡେସନ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଉଭୟ ଶିବିରକୁ ଜିଲ୍ଲା ରକ୍ତଦାତା ସଂଘ ସଭାପତି…
ରାଜ୍ୟରେ ଖୋଲିବ ନୂଆ ସାଇବର କୋର୍ଟ
ବନେଶ୍ଵର : ରାଜ୍ୟରେ ଖୋଲିବା ନୂଆ ସାଇବର କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଆଉ ୫ଟି ସ୍ଵତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ନେଇ ସରକାର ଯୋଜନା କରୁଛନ୍ତି । ସାଇବର ଅପରାଧର ତ୍ଵରିତ ବିଚାର ପାଇଁ ସ୍ଵତନ୍ତ୍ର କୋର୍ଟ ଖୋଲାଯିବା । ପୀଡିତଙ୍କୁ…
ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା
ନୂଆଦିଲ୍ଲୀ : ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଞ୍ଚାୟତକୁ ମନୋନୀତ କରାଯାଇଛି । ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ…
ଆଜି ଉତ୍ତର ପ୍ରଦେଶରେ କ୍ୟାବିନେଟ୍ ସଂପ୍ରସାରଣ : ଜାଣନ୍ତୁ କିଏ ପଡିବେ ବାଦ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗୀ କ୍ୟାବିନେଟ୍ ସଂପ୍ରସାରଣ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇଛି। ଯୋଗୀ କ୍ୟାବିନେଟ୍ ସଂପ୍ରସାରଣ ଆଜି ଅପରାହନ ୩:୩୦ ରେ ହେବ। ଏହି ସମୟରେ, ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି ଯେ କ୍ୟାବିନେଟ୍ ବିସ୍ତାରରେ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇପାରେ। ଅନେକ…