Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
Prez Murmu Inaugurates Jagadguru Kripalu University In Cuttack
Bhubaneswar: President Droupadi Murmu on Monday inaugurated Jagadguru Kripalu University at Cuttack, saying higher education institutions must nurture ethical, value-driven citizens and emerge as centres of knowledge, innovation and…
ତୁଳା କମ୍ପାନିର ଅଗ୍ନିକାଣ୍ଡ; ଜଳିଗଲା ୩୦ ଲକ୍ଷ ଟଙ୍କାର ସମ୍ପତି,୫ ଘଣ୍ଟା ପରେ ନିୟନ୍ତ୍ରଣ ହେଲା ଅଗ୍ନିକାଣ୍ଡ
ଖଣ୍ଡଗିରି: ସୋମବାର ସକାଳୁ ସକାଳୁ ପାତ୍ରପଡାସ୍ଥିତ ଔଷଧିୟ ଜ୍ଞାନ କେନ୍ଦ୍ର ନିକଟରେ ଥିବା ଏକ ତୁଳା କମ୍ପାନୀରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ କମ୍ପାନୀର ୩୦ ରୁ ୪୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଆକଳନ କରାଯାଉଛି। କିନ୍ତୁ ନିକଟରେ…
ମହିଳାଙ୍କୁ ଟାଣିନେଲା କୁମ୍ଭୀର !
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ମହିଳା ଜଣକ ନଦୀ କୂଳକୁ ଶୌଚ ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଆଶଙ୍କା…
ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର
ବିହାର : ଜାତୀୟ ରାଜନୀତିରେ ବିହାର ଉପନିର୍ବାଚନ ଏକ ହଲଚଲ ସୃଷ୍ଟି କରିଛି। ତାହା ହେଲା ବାଙ୍କିପୁର ଉପନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ପୂର୍ବରୁ ପ୍ରଶାନ୍ତ ବିଭିନ୍ନ ପ୍ରାର୍ଥୀ ତଥା ଦଳକୁ ବିଜୟୀ କରିଆସୁଥିବା ବେଳେ ଏଥର ସେ ନିଜେ…
ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ
ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ତମ ଜନ୍ମୋତ୍ସବ ପାଳିତ ହୋଇଛି। ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଏହି ଜନ୍ମ ଉତ୍ସବ ପାଳିତ ହୋଇଛି। ଏଥିରେ ବାଚସ୍ପତି ଶ୍ରୀମତୀ ସୁରମା…
ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା ଦିଆଯିବ
ଭୁବନେଶ୍ବର: ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ…
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର ତା ୦୩.୦୮ ରିଖ ; ଚଳିତ ବର୍ଷର ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସିଥିବା ଅଗଣିତ ଭକ୍ତଙ୍କ ସେବା ଉଦ୍ଦେଶ୍ୟରେ ବି.ଏମ. ଫାଉଣ୍ଡେସନ ଏବଂ ବି.ଏମ. ଆଲାଏନ୍ସ କନ୍ସଲଟାନ୍ସି ସର୍ଭିସେସ ପକ୍ଷରୁ କ୍ରମାଗତ ୯ ଦିନ ଧରି ମାଗଣାରେ ସୁସ୍ୱାଦୁ ରନ୍ଧା ଖାଦ୍ୟ, ବିଭିନ୍ନ ବ୍ୟଞ୍ଜନ, ଦହି…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,ଅତିରିକ୍ତ…
ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର, ଜିଲ୍ଲା ସ୍ତରୀୟ କନଭେନସନ ରେ ଆନ୍ଦୋଳନ ପାଇଁ ଚେତାବନୀ ।
ମୋହନା ତା 03/08/2026(ମନୋଜ ପାଢୀ)-: ସୋମବାର ଦିନ ପୂର୍ବାହ୍ନ 10 ଘ ସମୟରେ ମୋହନା ବ୍ଲକ ସ୍ଥିତ ଚାନ୍ଦିପୁଟ ଲାଲ ବହାଦୁର ଶାସ୍ତ୍ରୀ ଉଚ୍ଚବିଦ୍ୟାଳୟ ପରିସରରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡାଙ୍କ ଆହ୍ୱାନ…
ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ ।
ମୋହନା.୩।୮( ମନୋଜ ପାଢ଼ୀ ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ସକାଳେ ବ୍ରହ୍ମପୁର ଠାରୁ ଦାରୀଙ୍ଗବାଡି ଅଭିମୁଖେ ଯାଉଥିବା ବିକ୍ରାନ୍ତ ନାମକ ଏକ ଯାତ୍ରୀବାହୀ ଘରୋଇ ବସଟି ସାମ୍ନା ପଟୁ ଆସୁଥିବା ଏକ…