Browsing Category

କବିତା

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ ***** ଅସରନ୍ତି ଘର କାମର ଅତ୍ୟାଚାରରେ ବିତେ ସାରା ଜୀଵନ, ଅବହେଳିତ ଦେହ, ମନ ଭାରାକ୍ରାନ୍ତ, ଶ୍ରାନ୍ତ ମିଳେନି ଉନ୍ମୁକ୍ତ ବାତାୟନ ଘରର କାନ୍ଥ ଭିତରେ ଦିନ ଆସି ଯାଏ ଚାଲି ପୂର୍ଣମୀ ଅମାବାସ୍ୟା ହୁଏ, ବାରମାସେ ତେର ପର୍ବ ଆତ୍ମୀୟ, ସ୍ୱଜନଙ୍କ ପରିଚର୍ଯ୍ୟା ସମୟ…

ତୁମେ ହିଁ ତୁମେ,ମୋ ଭାବନାରେ

ମନୋଜ କୁମାର ଦାସ ମୁଁ ନିମିତ୍ତ ମାତ୍ର ଏ ସଂସାରରେ ତୁମେ ହିଁ ତୁମେ ସୃଷ୍ଟିର ଆଦିଅନ୍ତ ସକଳ ଶକ୍ତିର ଆଧାର l ମୋ ଭାବନାରେ ତୁମେ ସୁଖରେ ଥାଅ ଦୁଃଖରେ ଥାଅ ଆଶିଷ, ଆଶୀର୍ବାଦ ବିନା ସବୁ ଅସମ୍ଭବ ଜୀବନର ମୂଲ୍ୟବୋଧ l ଆସିଛି ଏକା ଗଲାବେଳେ ଯିବି ଏକା କେହି ନଥିବେ ସହିତ…

ନନ୍ଦୋତ୍ସବ

ବିଳାସ ଚନ୍ଦ୍ର ବେହେରା, କାଲି ହୋଇଥିଲା କୃଷ୍ଣଙ୍କର ଜନ୍ମ ଆଜି ପାଳୁ ନନ୍ଦୋତ୍ସବ ଗୋପପୁର ହେଲା ଉତ୍ସବ ମୁଖର ନାରାୟଣ ଆବିର୍ଭାବ l ଯଶୋଦା ରାଣୀଙ୍କ କୋଳ ପୁରିଗଲା ଆନନ୍ଦେ ବିଭୋର ନନ୍ଦ ଗୋପବାଳ ମାନେ ଖୁସିରେ ନାଚିଲେ କାନ୍ଧକୁ ମିଶାଇ କାନ୍ଧ l ବଂଶୀ,ବେଣୁ,ସିଙ୍ଘା ତୁରୀ…