Browsing Category

Featured

‘ପଠାନ୍‌’ ବିବାଦ: ଚଳଚ୍ଚିତ୍ର ଓ ଗୀତରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲା ‘ସେନ୍‌ସର୍‌ ବୋର୍ଡ’

ମୁମ୍ବାଇ: ଗୀତ ସମେତ ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ କେତେକ ପରିବର୍ତ୍ତନ କରି ଉକ୍ତ ସଂଶୋଧିତ ସଂସ୍କରଣକୁ ପୁଣି ଥରେ ଦାଖଲ କରିବା ଲାଗି ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ର ନିର୍ମାତାମାନଙ୍କୁ ‘ଦି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହତ୍ୟା ଘଟଣା: ଲୁଟେରାଙ୍କୁ ଟଙ୍କା ଦେଇ ସ୍ବାମୀ ହିଁ କରିଥିଲେ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଝାଡଖଣ୍ଡର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଝାଡଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମିଳିବା ପରେ ଏବେ ତାଙ୍କ ସ୍ବାମୀ ପ୍ରକାଶ କୁମାର ହିଁ ସୁପାରୀ ଦେଇ ରିୟାଙ୍କୁ ହତ୍ୟା କରିଥିବା…

ରେଳବାଇ ସେବାରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର

ଭୁବନେଶ୍ୱର: ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି। ଏନେଇ ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି। ତେବେ ଶ୍ରୀ ମିଶ୍ର…

ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍

ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ। ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…

ପାକିସ୍ତାନର ସିଞ୍ଝୋରୋରେ ହିନ୍ଦୁ ମହିଳାଙ୍କ ମୁଣ୍ଡକାଟ କରାଯାଇ ଚମଡ଼ା ଉତ୍ତାରି ଦିଆଯାଇଛି: ସାଂସଦ

ନୂଆଦିଲ୍ଲୀ: ବୁଧବାର ଦିନ ପାକିସ୍ତାନର ସିଞ୍ଝୋରୋ ସହରରେ ଜଣେ ହିନ୍ଦୁ ସମ୍ପ୍ରଦାୟର ମହିଳାଙ୍କୁ ହତ୍ୟା କରାଯାଇଥିବା କଥା ପାକିସ୍ତାନର ଜଣେ ମହିଳା ସିନେଟର୍‌ କହିଥିବା ‘ଇଣ୍ଡିଆ ଟୁଡେ’ ଆଜି ରିପୋର୍ଟ କରିଛି। ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟରୁ ସର୍ବ ପ୍ରଥମ ମହିଳା ସିନେଟର୍‌ କୃଷ୍ଣା…

ସ୍ତ୍ରୀ’ର ମୃତ୍ୟୁ ପ‌ରେ ଗାତ ଖୋଳି ପୋତି ଦେଇଥି‌ଲା ସ୍ବାମୀ; ମାଟି ତଳୁ ମୃତଶରୀର କାଢ଼ି ତଦନ୍ତ ଆରମ୍ଭ କଲା ପୁଲିସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଭାଗଲପୁର ମୁଣ୍ଡାସାହିରେ ସ୍ତ୍ରୀର ମୃତଦେହ ପୋତି ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ସ୍ତ୍ରୀ କୁ ହତ୍ୟା କରାଯାଇଥିବ ପୁଲିସ ଅଭିଯୋଗ ପାଇବା ପରେ ଆଜି ମୃତ ଦେହକୁ ଖୋଳି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସ ୧୫ ତାରିଖରେ ରାମ…

ଅନୁଭବଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛନ୍ତି। ଏଥର କିନ୍ତୁ ଚର୍ଚ୍ଚାର କାରଣ ଭିନ୍ନ, ଅନୁଭବଙ୍କୁ ନେଇ ଏକ ସୋସିଆଲ୍ ମିଡିଆ…

କୁଡ଼ିଆ ଭିତରେ ଶୋଇଥିଲେ ଦମ୍ପତି, ନିଆଁ ଲଗାଇ ଫେରାର୍‌ ହେଲା ଦୁର୍ବୃତ୍ତ; ସ୍ବାମୀ, ସ୍ତ୍ରୀ ଗୁରୁତର

ବେଲପଡ଼‌ା: ଦମ୍ପତିଙ୍କୁ ଜିଅନ୍ତା ପୋଡି ଦେବାକୁ ଉଦ୍ୟମ । ଉଭୟ ସ୍ୱାମୀ, ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆମୁଣ୍ଡା ଗାଁରେ। ଗୁରୁତର ସ୍ୱାମୀ, ସ୍ତ୍ରୀ ହେଉଛନ୍ତି ଭରତ ଭଇଁଷାଲ ଓ କଳ୍ପନା । ଗତକାଲି ରାତିରେ ସ୍ୱାମୀ, ସ୍ତ୍ରୀ କପାଚାଷ ଜଗିବା ପାଇଁ…

ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଜୟପୁର: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଜୟପୁର ସହରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାକାର ବିମାନବନ୍ଦର ଛକରେ ଏକ ୧୦ଚକିଆ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ତେବେ ପୁଲିସ…

ପୁଲିସ୍‌କୁ ଭୁଆଁ ବୁଲାଇବାକୁ ଆକ୍ରମଣ ପରେ ଅନ୍ୟ ଜାଗାକୁ ବନ୍ଧୁ ନେଇ ଯାଇଥିଲେ ଏସିଡ୍‌ ଆକ୍ରମଣକାରୀଙ୍କ ଗାଡ଼ି ଓ…

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣା ଏବେ ଦେଶ‌‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତା ଛାତ୍ରୀଙ୍କ ଉପରେ ଏସିଡି ପକାଇବା ପରେ…