Browsing Category

ଦେଶବିଦେଶ

ବିକଶିତ ଓଡ଼ିଶା ଗଠନ ପାଇଁ ଅସୀମ ଓଡ଼ିଶାର ବଜ୍ର ଶପଥ

ବେଙ୍ଗାଲୁରୁ : ୩୧ା୮ : ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ପ୍ରଦେଶ ଭାବରେ ଗଢ଼ିତୋଳିବା ପାଇଁ ଅସୀମ ଓଡ଼ିଶା ଏହାର ବଜ୍ର ଶପଥ ଘୋଷଣା କରିଛି । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନ ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ସକାସେ ପ୍ରବାସୀ ଓଡ଼ିଆମାନଙ୍କୁ ଏକଜୁଟ୍‍…

ଦିଲ୍ଳୀ ବିକାଶପୁରୀ ଠାରେ ଗଣପତି ମହୋତ୍ସବ ସମାପନ

ନୂଆଦିଲ୍ଲୀ, ୨ା୯ : ପଶ୍ଚିମ ଦିଲ୍ଲୀର ବିକାଶପୁରୀ ଠାରେ ୨୨ତମ ବାର୍ଷିକ ଶ୍ରୀଗଣେଶ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କୁ ମିଳିଲା କ୍ଲିନ୍ ଚିଟ୍ ।

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କୁ ମିଳିଲା କ୍ଲିନ୍ ଚିଟ୍ । ବ୍ୟାଙ୍କ ଆକାଉଣ୍ଟ ସିବିଆଇ ଖୋଳତାଡ଼ କରିଥିଲା ବେଳେ, ଆକାଉଣ୍ଟରୁ କିଛି ପାଇଲାନି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏନେଇ ମନୀଷ ଓ ତାଙ୍କ ପରିବାର ସିବିଆଇ ଠାରୁ…

ମୁମ୍ବାଇରେ ରାଜ୍ୟ ସ୍ତରୀୟ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ।

ମୁମ୍ବାଇ : ରବିବାର ୨୮/୮ ତାରିଖ ଦିନ ମହାରାଷ୍ଟ୍ରର ରାଜଧାନୀ ଓ ଭାରତର ପ୍ରମୁଖ ସହର ମୁମ୍ବାଇ ଉଲ୍ଲାସ ନଗରରେ ଲୋକସାହିର ଆନ୍ନାଭାଉ ସାଠେ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବ ସମାରହରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି…

ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଲୀରେ ଚାଲିଛି ଅପରେସନ୍‌ ଲୋଟସ୍‌ ଭର୍ସେସ୍‌ ଦୁର୍ନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍‌। ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦାବି ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି…

ବିନା ଅନୁମତିରେ ଯାଞ୍ଚ କରିପାରିବନି ସିବିଆଇ :

ଭୁବନେଶ୍ୱର : ବିହାରରେ ସରକାର ପରିବର୍ତନ ହେବାପରେ ସିବିଆଇ ଲଗାତର ଭାବରେ ରାଜ୍ୟରେ ଚଢ଼ାଉ କରିଚାଲିଛି । ଅନେକ ଆରଜେଡି ନେତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ତେବେ ଏହାରି ଭିତରେ ବିହାର ସରକାର ସିବିଆଇକୁ ଯାଞ୍ଚର ଅନୁମତି ଦେବା ବନ୍ଦ କରିପାରନ୍ତି ବୋଲି ଖବର…

କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ବଡ଼ଙ୍କ ଘୋଷଣା ।

ନୂଆଦିଲ୍ଲୀ: କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ବଡ଼ ଘୋଷଣା କରିଚନ୍ତି। ୟୁରିଆ ଏବଂ ଡିଏଏଫ ସହ ଅନ୍ୟ ସମସ୍ତ ସବସିଡିଯୁକ୍ତ ସାର ଅସନ୍ତା ଅକ୍ଟୋବରରୁ ଗୋଟିଏ ବ୍ରାଣ୍ଡ ‘ଭାରତ’ ନାଁରେ ବିକ୍ରି କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ ସାର ସବସିଡି ଯୋଜନା ପ୍ରଧାନମନ୍ତ୍ରୀ…

ପ୍ରସିଦ୍ଧ ଶ୍ରୀସିଦ୍ଧିବିନାୟକ ମନ୍ଦିର

ବିନାୟକ ଚତୁର୍ଥୀ ବା ଗଣେଶ ପୂଜା ଆସିଗଲେ ସ୍ମରଣକୁ ଆସି ଯାଇଥାନ୍ତି ମୁମ୍ବାଇ ମହାନଗରୀର ପ୍ରଭାଦେବୀଠାରେ ଥିବା ପ୍ରଭୁ ଶ୍ରୀସିଦ୍ଧିବିନାୟକ l ପ୍ରଭୁ ଶ୍ରୀସିଦ୍ଦିବିନାୟକ ଭକ୍ତ ମାନଙ୍କ ସକଳ ମନ ବାଞ୍ଛା ପୂରଣକରିଥାନ୍ତି ବୋଲି ବିଶ୍ୱାସ କରାଯାଏ l ସମଗ୍ର ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଏକ…

ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ।

ବେଙ୍ଗାଲୁରୁ: (ବିବି ନିୟୁଜ ବ୍ୟୁରୋ) ତା ୨୭.୦୮ ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ବେଙ୍ଗାଲୁରୁଠାରେ ଗଣେଶ ପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଭାରତର ବଗିଚା ନଗରୀଠାରେ ଓଡ଼ିଶା ପୂଜା କମିଟି ତରଫରୁ ଆୟୋଜନ କରାଯାଉଥିବା ୨୮ତମ ମହାବିନାୟକ ମହୋତ୍ସବକୁ ମହାସମାରୋହରେ…

ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସେନା କରୁଛି ନିର୍ମାଣ କାମ । 

ନୂଆ ଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୀମା ନିକଟରେ ଚୀନ ସେନାର ନିର୍ମାଣ କାମ ଜାରି ରହିଛି । ଏହାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଛନ୍ତି । ଅନଜାବ ଜିଲ୍ଲାର ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ କାର୍ଯ୍ୟସ୍ଥଳୀର ଫଟୋ ଉଠାଇଛନ୍ତି । ମେସିନ ସହାୟତାରେ ଚୀନ ସେନା କାମ କରୁଛି । ଚାଗଲଶଗମରେ…