Browsing Category

ଦେଶବିଦେଶ

ଆଜି ବିଶ୍ୱ ଦୁଗ୍ଧ ସମ୍ମିଳନୀ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଦୁଗ୍ଧ ସମ୍ମିଳନୀ – ୨୦୨୨ର ଉଦ୍‍ଘାଟନ କରିବେ। ଗ୍ରେଟର୍‍ ନୋଇଡ଼ାର ‘ଭାରତ ଏକ୍ସପୋ ସେଣ୍ଟ ଆଣ୍ଡ୍‍ ମାର୍ଟ ଠାରେ ଏହା ଆୟୋଜିତ ହେବ। ଏହି ସମ୍ମିଳନୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ୫୦ଟି…

ଏକସଙ୍ଗେ ସମସ୍ତ ରାଜ୍ୟରେ ଲାଗୁ ହେବ: ପୁରୁଷ-ମହିଳା ସମାନ ବେତନ, ସପ୍ତାହରେ ୩ ଦିନ ଛୁଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ନୂଆ ଲେବର କୋଡ୍ ଏକସଙ୍ଗେ ଲାଗୁ କରିବାକୁ ଯାଉଛନ୍ତି । ଜନସାଧାରଣଙ୍କ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି କନସେଫ୍ଟ ଅଣାଯାଉଛି । ନୂଆ ୱେଜ୍ କୋର୍ଡ ଲାଗୁ ହେବା ପରେ ଟେକ୍ ହୋମ୍ ସାଲାରି ଅର୍ଥାତ ହ୍ୟାଣ୍ଡ…

ଟଙ୍କା ବଣ୍ଡଲରେ ଶୋଉଥିଲେ ବ୍ୟବସାୟୀ

ପଶ୍ଚିମବଙ୍ଗ: ଇଡି କବ୍ଜାରେ ପଶ୍ଚିମବଙ୍ଗ । ପୁଣି ସିଜ କରିଲା ପୁଳା ପୁଳା ଟଙ୍କା । କୋଲକାତା ଇଡି ରେଡ କରି ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରିଛି। ଏହି କାର୍ଯ୍ୟ ଜଣେ ବ୍ୟବସାୟୀଙ୍କ ଘରେ ରେଡ ହୋଇଥିଲା । ଇଡି ଅଧିକାରୀଙ୍କ ଅନୁଯାୟୀ ବ୍ୟବସାୟୀଙ୍କ ଘରୁ ୧୭ କୋଟି ଟଙ୍କା ମୂଲ୍ୟର ନଗଦ…

ପ୍ରଖ୍ୟାତ ‘ଟଲିଉଡ୍‌’ ଅଭିନେତା ତଥା ରାଜନେତା କ୍ରିଷ୍ଣମ୍‌ ରାଜୁଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କର ଆଜି ପାହାନ୍ତା‌ରେ ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ…

ନକଲି ଆପରେ ଚୀନ ଲୁଟିଲାଣି ଲକ୍ଷାଧିକ କୋଟି

ନୂଆଦିଲ୍ଲୀ: ଦେଶର ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ଭାରତ ସରକାର ଚୀନର ବିସ୍ତାରବାଦୀ ପ୍ରୟାସ ବିରୋଧରେ ଲଢେଇ କରୁଥିବାବେଳେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଘାଇଲା କରିବାକୁ ଚୀନ ପକ୍ଷରୁ ବରାବର ସାଇବର ଯୁଦ୍ଧ ଚାଲିଛି। ଚୀନର ଶତାଧିକ ନକଲି ଆପ୍‍ ବଳରେ ଭାରତରୁ ଲକ୍ଷାଧିକ କୋଟି ଟଙ୍କା ଚୀନକୁ…

ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ' ଭୋକ ର ଭୂଗୋଳ ଏବଂ ହେ କବିତା ' । ଡ଼. ନିଆଲଙ୍କ 'ଭୋକର ଭୂଗୋଳ' କବିତା ଇଂରାଜୀରେ ବଙ୍କିମ ମୁଣ୍ଡଙ୍କ ଦ୍ୱାରା ଅନୁଦିତ ହେବାପରେ ପାର୍ସୀ ଭାଷାରେ ବିଶିଷ୍ଟ ଇରାନୀୟ କବି ଏଲହମ୍ ହେମେଡ଼ି ଅନୁଦିତ…

ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ନିଧନ

ଲଣ୍ଡନ- ବ୍ରିଟେନର ମହାରାଣୀ  ଏଲିଜାବେଥ୍‌ ଦ୍ୱିତୀୟଙ୍କର ନିଧନ । ୯୬ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା । ସେ ଅନ୍ତିମ ସମୟରେ ଷ୍ଟକଲ୍ୟାଣ୍ଡର ବାଲମୋରାଲ୍‌ କାଷ୍ଟେଲରେ ରହିଥିଲେ । ରାଜପରିବାର ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି । ୧୯୨୬ ମସିହାରେ ତାଙ୍କର ଜନ୍ମ ହୋଇଥିଲା ।…

‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି । ପୂର୍ବତନ ସିଜେଆଇ ଜଷ୍ଟିସ ଏନ.ଭି.ରମଣାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ତାଙ୍କର…

ଅଧା ଜେଲ ଦଣ୍ଡ ଭୋଗିଥିବା କଏଦୀ ମୁକୁଳିବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

ନୂଆଦିଲ୍ଲୀ: ଛୋଟ ଛୋଟ ଅପରାଧ ପାଇଁ ଅଧା ଜେଲଦଣ୍ଡ ଭୋଗି ସାରିଥିବା କଏଦୀମାନେ ଜେଲରୁ ଖଲାସ ହେବେ । ଏଥିପାଇଁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରାବଧାନ ବୁଝାମଣା ବ୍ୟବସ୍ଥାରେ ୭ ବର୍ଷ ବା ତା’ଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଅପରାଧୀଙ୍କୁ ଖଲାସ କରାଯାଇଥାଏ ।…

ବେଙ୍ଗାଲୁରୁଠାରେ ମହାବିନାୟକ ମହୋତ୍ସବ ସମାପନ

ବେଙ୍ଗାଲୁର: ୩ା୯ : ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍‌. ବିଶ୍ୱେଶରାୟ କଲେଜ ପ୍ରାଙ୍ଗଣରେ ନିର୍ମିତ ପୂଜା ମଣ୍ଡପକୁ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ସଜ୍ଜା ଯାଇଥିଲା ।…